Browsing Tag

joe baiden

ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ, ରାଷ୍ଟ୍ରପତିଙ୍କ କାରକେଡ୍‌କୁ ପିଟିଲା କାର

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡକୁ ପିଟିଲା ଏକ କାର୍‌ । ରବିବାର ଦିନ ଡେଲାେଓ୍ଵୟର ଓ୍ଵିଲମିଙ୍ଗଣ୍ଟନରେ ଘଟିଛି ଏହି ଘଟଣା । ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଜିଲ ବାଇଡେନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁହେଁ ଏବେ ସୁରକ୍ଷିତ ଥିବା ବେଳେ ଦୁର୍ଘଟଣା…

ଜି୨୦ ଶିଖର ସମ୍ମିଳନୀ : ବାଇଡେନଙ୍କ ପାଇଁ ଆଇଟିସି ମୋର୍ଯ୍ୟର ୪୦୦ ରୁମ୍‌ ବୁକ, ତାଜରେ ରହିବେ ଜିନପିଙ୍ଗ; ଭିଭିଆଇପି…

ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଜୋରସୋରରେ ପ୍ରସ୍ତୁତି କରୁଛି । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଭାରତ ଛଡା ଅନ୍ୟ ଦେଶର ରାଜନୈତିକ, ସାଂସ୍କୃତିକ ଏବଂ ବ୍ୟାପାର ପ୍ରତିନିଧିମଣ୍ଡଳୀ ଯୋଗ ଦେବେ । ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମଧ୍ୟ…

 ସମୁଦ୍ରରେ ଋଷ-ଆମେରିକା ମୁହାଁମୁହିଁ, ବାଇଡେନ-ପୁଟିନ ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ

କେନ୍ୟୁଜ୍(ବ୍ୟୁରୋ): ସମୁଦ୍ରରେ ଋଷ-ଆମେରିକା ମୁହାଁମୁହିଁ । ଋଷ ସମୁଦ୍ରରେ ଆମେରିକା ଆଣବିକ ବୁଡ଼ାଜାହାଜ । ଆମେରିକାର ଆଣବିକ ବୁଡ଼ାଜାହାଜ ସମୁଦ୍ର ସୀମାରେ ପ୍ରବେଶ କରିଥିବା ଅଭିଯୋଗ କଲା ଋଷ । ଏଭଳି ଅଭିଯୋଗ ଆଣିଛି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ । ହେଲେ ଋଷର ଏହି ଅଭିଯୋଗର ସତ୍ୟତା ନଥିବା…

ଆମେରିକା ପାଇଲା ନୂଆ ରାଷ୍ଟ୍ରପତି, ୪୬ ତମ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କଲେ ଜୋ ବାଇଡେନ୍

କେନ୍ୟୁଜ୍(ବ୍ୟୁରୋ):   ଆମେରିକା ପାଇଲା ନୂଆ ରାଷ୍ଟ୍ରପତି । ୪୬ ତମ ରାଷ୍ଟ୍ରପତି ଭାବେ  ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ଜୋ ବାଇଡେନ୍‌ । ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ । ବାଇଡେନ୍‌ଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟ ବିଚାରପତି ଜନ୍‌…

ତିନି ଦିନ ପରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ୟୁଏସ୍‌ ନେସ୍‌ନାଲ୍‌ ଗାର୍ଡର ଶତାଧିକ ଯବାନ…

କେନ୍ୟୁଜ୍(ବ୍ୟୁରୋ):  ଆଉ ତିନି ଦିନ ପରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍‌ । ବାଇଡେନ୍‌ଙ୍କ ଶପଥ ଗ୍ରହଣ ସମାରୋହ ହେବ ବେସ୍‌ ସ୍ୱତନ୍ତ୍ର । ଏଥିରେ ଲେଡି ଗାଗା ଜାତୀୟ ସଂଗୀତ ଗାନ କରିବେ ଏବଂ ଜେନିଫର ଲୋପେଜ୍‌ ସଂଗୀତ ପରିବେଷଣ କରିବେ । ଆମେରିକା ରାଜଧାନୀ…

ଭାରତ-ଆମେରିକା ସଂପର୍କକୁ ଆଗକୁ ନେବା ପାଇଁ ପୁଣି ଥରେ ମିଳିତ ଭାବେ କାମ କରିବାକୁ ଆଗ୍ରହୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କେନ୍ୟୁଜ୍(ବ୍ୟୁରୋ):  ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଟ୍ଵିଟ୍‌ କରି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଆମେରିକା ସଂପର୍କକୁ ମଜବୁତ କରିବାରେ ବାଇଡେନ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଅମୂଲ୍ୟ ଥିଲା ବୋଲି କହିଛନ୍ତି ମୋଦି ।…

ନୂଆ ରାଷ୍ଟ୍ରପତି ପାଇଲା ଆମେରିକା,ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ଜୋ-ବାଇଡେନ୍ ହେବେ ରଷ୍ଟ୍ରପତି

କେନ୍ୟୁଜ୍(ବ୍ୟୁରୋ):  ନୂଆ ରାଷ୍ଟ୍ରପତି ପାଇଲା ଆମେରିକା । ବାଜି ମାରିଲେ ଜୋ ବାଇଡେନ୍‌ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି । ତାଙ୍କୁ ମିଳିଛି ୨୭୩ ଇଲେକ୍ଟୋରାଲ୍‌ ଭୋଟ୍‌ । ଟ୍ରମ୍ପଙ୍କ ଖାତାରେ ପଡ଼ିଛି ୨୧୪ ଇଲେକ୍ଟୋରାଲ୍‌ ଭୋଟ୍‌ ।…