Browsing Tag

joe biden

ବାଲି ସହ ସଂଘର୍ଷ ! ସମୁଦ୍ର ତଟରେ ବୁଲୁଥିବା ବେଳେ ବାରମ୍ବାର ଝୁଣ୍ଟୁଥିଲେ ରାଷ୍ଟ୍ରପତି ବାଇଡେନ, ଏମିତି ସମ୍ଭାଳୁଥିଲେ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଡେଲାୱେୟାରରେ ନିଜ ଘର ପାଖ ସମୁଦ୍ର ବାଲିରେ ବୁଲୁଥିବାର ନଜର ଆସିଛନ୍ତି । ତାଙ୍କ ସହିତ ଥିଲେ ତାଙ୍କର ପତ୍ନୀ ତଥା ଫାର୍ଷ୍ଟ ଲେଡି ଜିଲ୍ ବାଇଡେନ । ତେବେ ଖାସ୍ କଥା ହେଉଛି, ସମୁଦ୍ର କୂଳ ବାଲିରେ ଚାଲୁଥିବା ବେଳେ ଜୋ ବାଇଡେନ ଅନେକ ଥର ଝୁଣ୍ଟୁଥିବାର…

ପୁଣି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରୋନା, ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରୋନା । କୋଭିଡ ପଜିଟିଭ ବାହାରିଛନ୍ତି ଆମେରିକା ରାଷ୍ଟ୍ରପତି । ୮୧ ବର୍ଷ ବୟସ୍କ ରାଷ୍ଟ୍ରପତି ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଠାରେ କୋଭିଡ-19ର ସାମାନ୍ୟ ଲକ୍ଷଣ…

ଥକି ପଡିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଧିକ ସମୟ ଶୋଇବାକୁ ଚାହୁଁଛନ୍ତି

ଥକି ପଡିଛନ୍ତି । ଅଧିକ ସମୟ ଶୋଇବା ଓ କମ ସମୟ କାମ କରିବାକୁ ଚାହୁଁଛନ୍ତି । ରାତି ୮ଟା ପରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହୁନାହାନ୍ତି । ହେଲେ ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଡେମୋକ୍ରାଟ ପ୍ରାର୍ଥୀ ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ…

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପ୍ରଥମେ ୬ ସପ୍ତାହର ବିରତି, ପରେ ସ୍ଥାୟୀ ଶାନ୍ତି ସହ ଆରମ୍ଭ ହେବ ଯୁଦ୍ଧ ସମାପ୍ତି ପ୍ରକ୍ରିୟା । ଏହି ବୁଝାମଣା ସ୍ଥାୟୀ ରୂପରେ ଶତ୍ରୁଙ୍କ ସମାପ୍ତି ଏବଂ ଗାଜାର…

ଜୋ ବାଇଡେନ କଲେ ଇସ୍ରାଏଲ ଉପରେ ଇରାନ୍‌ ଆକ୍ରମଣର ନିନ୍ଦା, ଜରୁରୀ ବୈଠକ ପରେ ଆମେରିକା ନେବ ବଡ଼ ପଦକ୍ଷେପ

ଇସ୍ରାଏଲ ଉପରେ ଗତ ରାତିରେ ଇରାନ୍‌ ୨୦୦ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି, ଯାହା ପରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଆଶଙ୍କା କରାଯାଉଛି । ଇସ୍ରାଏଲ ଉପରେ ଇରାନ ଆକ୍ରମଣର ତୁରନ୍ତ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ଏହା ସହିତ…

ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ପାଇଁ ପୁଟିନ ଦାୟୀ : ବାଇଡେନ

ଜେଲରେ ବନ୍ଦୀ ଥିବା ରୁଷ ବିରୋଧୀ ଦଳ ନେତା ତଥା ପୁଟିନଙ୍କ ବଡ଼ ସମାଲୋଚକ ଆଲେକ୍ସି ନାଭାଲନିଙ୍କ ମୃତ୍ୟୁକୁ ନେଇ ହଟଚମଟ । ଆର୍କଟିକ୍ ଜେଲରେ ତାଙ୍କର ମୃତ୍ୟୁ ହୋଇଛି । ରୁଷର ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାସେ ଥିବା ବେଳେ ନାଭାଲନିଙ୍କ ମୃତ୍ୟୁକୁ ନେଇ ବଢ଼ିଛି ରହସ୍ୟ । ଜେଲ୍ ଅଧିକାରୀ ସୂଚନା…

କାହିଁକି ଇସ୍ରାଏଲ୍‌ ଉପରେ ଆକ୍ରମଣ କଲା ହମାସ୍‌? ଭାରତ କନେକ୍ସନକୁ ନେଇ ବଡ଼ ଦାବି କଲେ ଆମେରିକା ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଉପରେ ହମାସର ବର୍ବର ଆକ୍ରମଣକୁ ନେଇ ଏକ ବଡ଼ ଦାବି କରିଛନ୍ତି। ଜୋ ବାଇଡେନ୍‌ କହିଛନ୍ତି ଯେ ନିକଟରେ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ସମୟରେ 'ଇଣ୍ଡିଆନ୍‌ ମିଡିଲ୍‌ ଇଷ୍ଟ୍‍ ୟୁରୋପ୍‌ କରିଡର୍‌ (ଭାରତୀୟ ମଧ୍ୟ ପୂର୍ବ ୟୁରୋପ କରିଡର)' ଘୋଷଣା…

ଯୁଦ୍ଧ ମଧ୍ୟରେ ଜୋ ବାଇଡେନଙ୍କ ବଡ଼ ବୟାନ: ଇସ୍ରାଏଲ ଓ ୟୁକ୍ରେନକୁ ସହାୟତା ବୃଦ୍ଧି କରିବ ଆମେରିକାର

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ବୟାନ । ଇସ୍ରାଏଲ ଗସ୍ତ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ବାଇଡେନ । କହିଛନ୍ତି ଇସ୍ରାଏଲ ଓ ୟୁକ୍ରେନ ଯୁଦ୍ଧ ଜିତିବା ଆମେରିକା ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ । ହମାସ ଆତଙ୍କ ଓ ପୁଟିନଙ୍କ…

ଇସ୍ରାଏଲ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବରିଷ୍ଠ ନେତାଙ୍କ ସହିତ କରିବେ ଆଲୋଚନା

ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ୱରେ ଆଉ ଏକ ନୂଆ ଯୁଦ୍ଧ ଆରମ୍ଭ କରିଦେଇଛି । ଇସ୍ରାଏଲ-ହାମାସ ଯୁଦ୍ଧକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଥମିବାରେ ନାଁ ଧରୁନି । ଆଉ ଆଜି ଯୁଦ୍ଧ ପ୍ରଭାବିତ ଇସ୍ରାଏଲ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗାଜାରେ ମାନବୀୟ ଅଧିକାର ଯେପରି…

କାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି, ଗାଜା ଉପରେ ଆକ୍ରମଣ କରିବା ଭୁଲ ହେବ ବୋଲି କହିଛନ୍ତି ବାଇଡେନ୍

ନୂଆଦିଲ୍ଲୀ : କାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ-ହମାସ ଘମାଘୋଟ ଲଢେଇ ଭିତରେ ଯୁଦ୍ଧଭୂମି ଗସ୍ତ କରିବେ । ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ଏନେଇ ସୂଚନା ଦେଇଛନ୍ତି । ଆସନ୍ତାକାଲି ବାଇଡେନ୍ ତେଲଅବିବ ଗସ୍ତ କରିବେ । ଇସ୍ରାଏଲ ସହ ଆମେରିକାର ଏକତାକୁ…

ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ନେଇ ପହଞ୍ଚିଲା ଆମେରିକା ବିମାନ, ସୂଚନା ଦେଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଆମେରିକାର ପ୍ରଥମ ଏୟାରଫୋର୍ସ ବିମାନ ଇସ୍ରାଏଲର ଏୟାରବେସରେ ପହଞ୍ଚିଛି । ଏଥିରେ ଆମେରିକା ଗୋଳା ବାରୁଦ ପଠାଇଛି । ଆମେରିକାର ନୌସେନା ଏୟାର କ୍ରାପ୍ଟ କ୍ୟାରିଅର…

ହ୍ବାଇଟ୍ ହାଉସରୁ ବିଦା ହେଲା କୁକୁର କମାଣ୍ଡର, ୧୧ ଜଣଙ୍କୁ କାମୁଡିଲାଣି ବାଇଡେନଙ୍କ ଖାସ୍‌ କୁକୁର

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ ବର୍ଷୀୟ ଜର୍ମାନ୍ ସେଫର୍ଡ କୁକୁର ‘କମାଣ୍ଡର୍’କୁ ହ୍ବାଇଟ୍ ହାଉସରୁ ବିଦା କରାଯାଇଛି । କୁକୁର ଏପର୍ଯ୍ୟନ୍ତ ୧୧ ଜଣ ସୁରକ୍ଷାକର୍ମୀଙ୍କୁ ନିଜର ଶିକାର କରିଛି । ଏହାପରେ ହ୍ଵାଇଟ ହାଉସରେ ଚିନ୍ତା ଲାଗିଥିଲା । ଜର୍ମାନ ସେଫର୍ଡ କୁକୁର ଆମେରିକା ସିକ୍ରେଟ…