Browsing Tag

joe biden

ଜୋ ବାଇଡେନଙ୍କ ଆକାଉଣ୍ଟରୁ ପୁଅ ହଣ୍ଟର ବାଇଡେନ କଲ୍‌ ଗାର୍ଲଙ୍କୁ କରିଛନ୍ତି ୧୮ ଲକ୍ଷ ଟଙ୍କା ପେମେଣ୍ଟ! ତଥ୍ୟ ଖୁଲାସା…

ନିକଟରେ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ପୋଷ୍ଟ ଦାବି କରିଛି କି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା କଲ୍‌ ଗାର୍ଲଙ୍କ ପାଖରେ ପହଞ୍ଚୁଥିଲା। ଏହା ତାଙ୍କ ପୁଅ ହଣ୍ଟର ବାଇଡେନଙ୍କ ଯୋଗୁ ହେଉଥିଲା। ହଣ୍ଟର ୨୦୧୮ରେ ଜଣେ କଲ୍‌ ଗାର୍ଲଙ୍କ ସହିତ ହୋଟେଲରେ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ‘ଚ୍ୟାମ୍ପ’ର ମୃତ୍ୟୁ, ୨୦୦୮ରେ ଉପ ରାଷ୍ଟ୍ରପତି ହେବା ପରେ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର 'ଚ୍ୟାମ୍ପ'ର ମୃତ୍ୟୁ ହୋଇଯାଇଛି। ୧୩ ବର୍ଷର ଏହି କୁକୁର ଜର୍ମାନ ଶେଫର୍ଡ ବ୍ରିଡର ଥିଲା। ବାଇଡେନ ଓ ତାଙ୍କ ପତ୍ନୀ ଜିଲ ଏକ ବୟାନ ଜାରି କରି କହିଛନ୍ତି କି, '୧୩ ବର୍ଷ ଧରି ଏହା ଆମର ସାଥୀ ଥିଲା। ପୂରା ବାଇଡେନ ପରିବାର ତାକୁ ବହୁତ ଭଲ ପାଉଥିଲେ।…

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ସିକାଡା ପୋକ କଲା ଏମିତି ଆକ୍ରମଣ, ଦେଖି ଚକିତ ହୋଇଗଲେ ସୁରକ୍ଷାକର୍ମୀ, ଭାଇରଲ…

ନିକଟରେ ଖବର ଆସିଥିଲା କି, ଆମେରିକାରେ ୧୭ ବର୍ଷ ପରେ ଏକ ଖାସ ପ୍ରକାରର କୀଟ ମାଟି ତଳୁ ବାହାରୁଛନ୍ତି। କିନ୍ତୁ ଏବେ ଏହି କୀଟ ଏକ ଖାସ କାରଣ ଯୋଗୁ ଚର୍ଚ୍ଚାକୁ ଆସିଛି। ଏହି କୀଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଥମ ବିଦେଶ ଯାତ୍ରାରେ ସମସ୍ୟା ସୃଷ୍ଟି କରିଥିଲା। ଏକ ରିପୋର୍ଟ…

ଭ୍ୟାକ୍ସିନ ଲଗାନ୍ତୁ ବିୟର ପିଅନ୍ତୁ: ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ବାଇଡେନ୍ ଆରମ୍ଭ କଲେ ନୂଆ ଅଭିଯାନ

"ଭ୍ୟାକ୍ସିନ ଲଗାନ୍ତୁ ବିୟର ପିଅନ୍ତୁ", ବୁଧବାର ଏଭଳି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ୪ ଜୁଲାଇ ଅର୍ଥାତ୍ ସ୍ୱାଧୀନତା ଦିବସ ଭିତରେ ଆମେରିକାରେ ୭୦% ଲୋକ ଟିକା ନେବା ପାଇଁ ଏଭଳି କହିଛନ୍ତି ବାଇଡେନ୍। ଭ୍ୟାକ୍ସିନେସନ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇ ସେ…

ବାଇଡେନଙ୍କ ପୁଅ ଦେହଜୀବୀଙ୍କ ପାଇଁ ଉଡାଇଛନ୍ତି କୋଟି କୋଟି ଟଙ୍କା, ଲିକ୍ ହେଲା ଇମେଲ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ଚାଲିଥିଲା ଏବେ ଆମେରିକାର ରାଷ୍ଟ୍ରପତିଙ୍କ ପୁଅଙ୍କୁ ନେଇ ସେତିକି ଚର୍ଚ୍ଚା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କ ଲିକ୍ ଇ-ମେଲକୁ ନେଇ ଏବେ ଚର୍ଚ୍ଚା । ମିଡିଆ ରିପୋର୍ଟ୍ସରେ କୁହାଯାଇଛି ଯେ ହଣ୍ଟର…

ହ୍ଵାଇଟ୍‌ ହାଉସ୍‌ରେ ଜୋ ବାଇଡେନ୍‌ଙ୍କ କୁକୁରର ଆତଙ୍କ, ଗୋଟିଏ ମାସରେ କାମୁଡ଼ିଲାଣି ଦୁଇ ଜଣଙ୍କୁ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର କୁକୁର ପ୍ରତି ବହୁତ ସଉକ ରହିଛି। କିନ୍ତୁ ଏହି ସଉକ ଅନେକ ଲୋକଙ୍କ ପାଇଁ ଚିନ୍ତାର କାରଣ ହେବାକୁ ଯାଉଛି। ଜୋ ବାଇଡେନ୍‌ଙ୍କ କୁକୁର ‘ମେଜର’ ହ୍ଵାଇଟ୍‌ ହାଉସ୍‌ରେ ପୁଣିଥରେ ଜଣଙ୍କୁ କାମୁଡ଼ି ଦେଇଛି। ନ୍ୟାଶନାଲ ପାର୍କ ସର୍ଭିସର ଜଣେ କର୍ମଚାରୀଙ୍କୁ…

ଚୀନ୍‌କୁ ବିଶ୍ୱର ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ର ହେବାକୁ ଦିଆଯିବନି ବୋଲି କହିଲେ ଜୋ ବାଇଡେନ୍‌

ଓ୍ଵାଶିଂଟନ : ଚୀନ ସହ ଆମେରିକାର ପ୍ରତିଦ୍ୱନ୍ଦିତା ସର୍ବଦା ଲାଗି ରହିଆସିଛି । କରୋନା ପରଠାରୁ ଚୀନ ସହ ଆମେରିକାର ସମ୍ପର୍କରେ ଅଧିକ ଦୂରତ୍ୱ ସୃଷ୍ଟି ହୋଇଛି । ଆମେରିକାର ନବନିର୍ବାଚିତ ରାଷ୍ଟପତି ଜୋ ବାଇଡେନ୍‌ ନିକଟରେ ଦେଇଥିବା ତଥ୍ୟକୁ ନେଇ ଚୀନ୍‌ରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।…

ବିମାନ ଚଢିବା ବେଳେ ଖସି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଭିଡିଓ ଭାଇରଲ

ଆମେରିକା ରାଷ୍ଟପ୍ରତି ଜୋ ବାଇଡେନ ବିମାନରେ ଚଢୁଥିବା ବେଳେ ଖସିପଡିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭାଇରଲ ହେଉଥିବା ଏହି ଭିଡିଓରେ ବାଇଡେନ ବିମାନ ସିଢିରେ ଚଢୁଥିବା ସମୟରେ ତାଙ୍କ ପାଦ ଥରେ ନୁହେଁ ତିନି ତିନି ଥର ଖସି ଯାଇଥିଲା। କିନ୍ତୁ ସେ ନିଜକୁ ସମ୍ଭାଳି ନେଇଥିଲେ। ଖବର…

ଆମେରିକାରେ ଆଉ କାହାକୁ ବି ମିଳିବନି ମୃତ୍ୟୁଦଣ୍ଡ, ରାଷ୍ଟ୍ରପତି ବାଇଡେନ୍‌ ଆରମ୍ଭ କଲେ ସଜ୍ଜା ଶେଷ କରିବା ପରମ୍ପରା

ଆମେରିକାରେ ଆଉ କାହାକୁ ମିଳିବନି ମୃତ୍ୟୁ ଦଣ୍ଡ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ଦେଶରେ କୌଣସି ଅପରାଧୀକୁ ମୃତ୍ୟୁଦଣ୍ଡ ଦେବା ନିୟମକୁ ଉଠାଇବାକୁ ଯୋଜନା କରୁଛନ୍ତି। ଏଭଳି ପଦକ୍ଷେପ ନେବା ପାଇଁ ବାଇଡେନ୍‌ ଗତବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଘୋଷଣା କରିଥିଲେ।…

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆକ୍ସନ ମୋଡରେ ଜୋ ବାଇଡେନ୍‌: କହିଲେ, ୨୦୧୫ ପ୍ୟାରିସ କ୍ଲାଇମେଟ୍‌ ଚୁକ୍ତିକୁ ଫେରିବ…

ଆମେରିକା: ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆକ୍ସନ ମୋଡରେ ଜୋ ବାଇଡେନ୍‌ । ଡୋନାଲଡ ଟ୍ରମ୍ପ ନେଇଥିବା ନିଷ୍ପତ୍ତିକୁ କାଟିଲେ ବାଇଡେନ । ୨୦୧୫ ପ୍ୟାରିସ କ୍ଲାଇମେଟ୍‌ ଚୁକ୍ତିକୁ ପୁଣି ଆମେରିକା ଫେରିବ ବୋଲି କହିଛନ୍ତି ବାଇଡେନ । ଓଭାଲ ଅଫିସରେ ତାଙ୍କର ପ୍ରଥମ କାର୍ଯ୍ୟରେ ପ୍ୟାରିସ…