Browsing Tag

john abraham

“ଦ କଶ୍ମୀର ଫାଇଲସ” ଉପରେ ବାରମ୍ବାର ପ୍ରଶ୍ନ ପଚରା ଯିବାରୁ ଭାରି ରାଗି ଗଲେ ଜନ ଆବ୍ରାହମ, କାହିଁକି…

ଏଇ ନିକଟରେ ଜନ ଆବ୍ରାହମ ନିଜ ଆଗାମୀ ଫିଲ୍ମ "ଆଟ୍ଟାକ"କୁ ପ୍ରମୋଟ କରିବା ପାଇଁ ଏକ ପ୍ରେସ କନ୍ଫରେନ୍ସର ଆୟୋଜନ କରିଥିଲେ ।  ଏହି କାର୍ଯ୍ୟକ୍ରମ ସମୟରେ ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ "ଦ କଶ୍ମୀର ଫାଇଲସ" ଉପରେ କିଛି ଟିପ୍ପଣୀ କରିବାକୁ ତାଙ୍କୁ କୁହାଯାଇଥିଲା ।  ସାମ୍ନା ବ୍ୟକ୍ତିଙ୍କ ଠାରୁ…

ଜନ୍‌ ଆବ୍ରାହମ୍‌ଙ୍କୁ ମିଳିଥିଲା ତାଲିବାନ୍‌ର ଧମକ, ୧୬ ବର୍ଷ ପରେ କଲେ ଛାତିଥରା ଖୁଲାସା

ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ ୧୬ ବର୍ଷ ପରେ ଜୀବନର ଏକ ଭୟଙ୍କର ଘଟଣା ସମ୍ପର୍କରେ ଖୁଲାସା କରିଛନ୍ତି। ୨୦୦୬ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ କାବୁଲ ଏକ୍ସପ୍ରେସ୍‌ ପାଇଁ ଜନ୍‌ଙ୍କୁ ମିଳିଥିଲା ତାଲିବାନ ଠାରୁ ଧମକ। ଏହି ଧମକ ସମ୍ପର୍କରେ ଜନ୍‌ ଏବେ ଖୁଲାସା କରିଛନ୍ତି। ଜନ୍‌ ଓ ଅରସଦ…

ଜନଙ୍କର ହାଇ ଡିମାଣ୍ଡ, ‘ଏକ ଭିଲେନ ରିଟର୍ଣ୍ଣସ’ ପାଇଁ ନେଲେ ୨୧ କୋଟି ଟଙ୍କା

ନିଜର ଦମଦାର ସ୍ୱାସ୍ଥ୍ୟ ଓ ସାନଦାର ଆକ୍ସନ୍‌ରେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତା ଜନ୍ ଆବ୍ରାହମଙ୍କ ଫିଲ୍ମକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଆଉ ଏପଟେ ସୋସିଆଲ ମିଡିଆରେ ଜନଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ବଢିବଢି ଚଲିଛି। କିନ୍ତୁ ଏହା ମଧ୍ୟରେ ଯେଉଁ ଖବର ସାମ୍ନାକୁ ଆସିଛି, ହୁଏତ…

ଜନ ଆବ୍ରାହମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌, ହ୍ୟାକର୍ସ ଡିଲିଟ୍‌ କଲେ ସମସ୍ତ ପୋଷ୍ଟ

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ କରି ନେଇଛନ୍ତି ହ୍ୟାକର୍ସ। ଜନଙ୍କ ଆକାଉଣ୍ଟ ହ୍ୟାକ୍‌ କରିବା ପରେ ହ୍ୟାର୍କ୍ସ ତାଙ୍କ ଡିପି ସହିତ ସୋସିଆଲ ମିଡିଆରୁ ସମସ୍ତ ପୋଷ୍ଟ ଡିଲିଟ୍‌ କରିଦେଇଛନ୍ତି। ଜନଙ୍କ ଫ୍ୟାନ ଏଥିପାଇଁ ବହୁତ ନିରାଶ ହୋଛନ୍ତି। ଜନଙ୍କ…

ଜନ୍‌ ଆବ୍ରାହମ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ ସଲମାନ୍‌ ଖାନ୍‌, ‘ସତ୍ୟମେବ ଜୟତେ ୨’ ସାମ୍ନାରେ ରିଲିଜ୍‌ କରିବେ ନିଜର…

କରୋନାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ସଂକ୍ରମଣ ଯେତିକି କମୁଛି ଫିଲ୍ମ ଇଣ୍ଡଷ୍ଟ୍ରୀ ସେତିକି ଆକ୍ଟିଭ୍‌ ହେଉଛି। କରୋନା ଯୋଗୁ ଦୀର୍ଘ ୨ ବର୍ଷ ଧରି ମାନ୍ଦାବସ୍ଥା ଦେଇ ଗତି କରୁଥିବା ବଲିଉଡ୍‌ ଏବେ ଚଳଚଞ୍ଚଳ ହୋଇଛି। ଇତି ମଧ୍ୟରେ କେତେକ ଫିଲ୍ମ ନିର୍ମାତା ନିଜ ଆଗାମୀ ସିନେମାର…

ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌ ଘୁଞ୍ଚିଲା, କୋଭିଡ୍‌ ସଂକ୍ରମଣ ବୃଦ୍ଧି ମାମଲାକୁ ନଜରରେ ରଖି…

ଏବେ ପୁଣିଥରେ କରୋନା ମହାମାରୀ ଯୋଗୁ ଫିଲ୍ମଗୁଡ଼ିକର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଉ4ଛି। ଏଥିସହିତ କେତେକ ଫିଲ୍ମକୁ ସିନେମାଘର ବଦଳରେ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବାକୁ ଘୋଷଣା କରାଯାଇଛି। ରିପୋର୍ଟ ମୁତାବକ, ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ ୨’…

ଗଣତନ୍ତ୍ର ଦିବସରେ ଫ୍ଯାନଙ୍କୁ ସରପ୍ରାଇଜ ଦେଲେ ଜନ, ଘୋଷଣା କଲେ ଫିଲ୍ମ ‘ସତ୍ଯମେବ ଜୟତେ ୨’ ର ରିଲିଜ ଡେଟ୍

ବଲିଉଡ ଅଭିନେତା ଜନ ଆବ୍ରାହମ ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭକାମନା ଦେଇ ନିଜର ଅପକମିଂ ଫିଲ୍ମ ‘ସତ୍ଯମେବ ଜୟତେ ୨’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଜନ ସୋସିଆଲ ମିଡିଆରେ ପୋଷ୍ଟ କରି ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିଛନ୍ତି। ଫିଲ୍ମ ଚଳିତବର୍ଷ ଇଦରେ ରିଲିଜ ହେବ। ଜନ ପୋଷ୍ଟ ସହିତ…

‘ସତ୍ୟମେବ ଜୟତେ ୨’ର ଶୁଟିଂ ବେଳେ ଆହତ ହେଲେ ଜନ ଆବ୍ରାହମ, ଡାହାଣ ହାତରେ ଲାଗିଲା ଆଘାତ

ବଲିଉଡ ଅଭିନେତା ଜନ ଆବ୍ରାହମ ଶୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ପାପୁଲିରେ ଆଘାତ ଲାଗିଛି। ଏହାକୁ ଦେଖାଇବା ପାଇଁ ସେ ବାରାଣସୀରେ ଚିତଇପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଏକ୍ସ-ରେ ହୋଇଥିଲା। କିନ୍ତୁ ଏଥିରେ କୌଣସି ପ୍ରକାର ଡ୍ୟାମେଜ ବାହାରି ନ…

ଜନ ଆବ୍ରାହମଙ୍କୁ “ପର୍ସନ ଅଫ ଦ ଇୟର” ଭାବେ ଚୟନ କଲା PETA

ଜନ ଆବ୍ରାହମ ଓ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର । ପଶୁଙ୍କ ପ୍ରତି ଆଦର ଓ ଭଲପାଇବା, ପଶୁଙ୍କ ଅଧିକାର ପାଇଁ ସ୍ୱର ଉଠାଇବାକୁ ନେଇ ପିପୁଲ୍ସ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ବା ପେଟା ସଂସ୍ଥା ଜନ ଆବ୍ରାହାମଙ୍କୁ "ପର୍ସନ ଅଫ ଦ ଇୟର" ଭାବରେ ଚୟନ କରିଛନ୍ତି । ଏବାବଦରେ ପେଟା…

ଖଳନାୟକ ଭୂମିକାରେ ନଜର ଆସିବେ ଜନ ଆବ୍ରାହମ, ଫିଲ୍ମ ‘ପଠାନ’ରେ ଶାହରୁଖଙ୍କ ସହିତ ଜମିବ ଯୋଡି

୨୦୦୪ରେ ରିଲିଜ୍ ହୋଇଥିବା ‘ଧୁମ୍’ ଫିଲ୍ମରେ ଅଭିନେତା ଜନ୍ ଆବ୍ରାହମ୍ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲେ। ରିପୋର୍ଟ ଅନୁଯାୟୀ, ଜନ ଆବ୍ରାହମ ପୁଣି ଥରେ ଖଳନାୟକ ଭୂମିକାରେ ନଜର ଆସିବେ। ତା’ ପୁଣି ଶାହରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’ରେ ଜନ ଆବ୍ରାହମଙ୍କ ଏହି…

ଜନ୍‌ ଆବ୍ରାହମ୍‌ଙ୍କ ପାଖରେ ଅଛି ଏହି ସବୁ ମହଙ୍ଗା ବାଇକ୍‌, ଭିଡିଓ ପୋଷ୍ଟ କରି ଦେଖାଇଲେ କଲେକ୍ସନ

ସମସ୍ତଙ୍କୁ ଜଣା ବଲିଉଡ୍‌ ଆକ୍ଟର ଜନ୍‌ ଆବ୍ରାହମ୍‌ ଜଣେ ବାଇକ୍‌ ପ୍ରେମୀ। ନିକଟରେ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଜନ୍‌ ନିଜ ଗ୍ୟାରେଜ୍‌ରେ କେଉଁ କେଉଁ ବାଇକ୍‌ ରଖିଛନ୍ତି, ତାହା ଦେଖାଇଥିଲେ। ଗ୍ୟାରେଜ୍‌ରେ ତାଙ୍କର Kawasaki Ninja ZX-14 R ଠାରୁ…

‘ରୋମିୟୋ ଆକବର ୱାଲଟର’ ଫିଲ୍ମ ପାଇଁ ଲୁକ୍ ବଦଳାଇଲେ ବଲିଉଡ ଅଭିନେତା ଜନ, ଦର୍ଶକ କହିଲେ ‘ଇଏ କିଏ’

ବଲିଉଡ଼ ଅଭିନେତା ଜନଆବ୍ରାହମ ଇଷ୍ଟାଗ୍ରାମରେ ନିଜର ଫିଲ୍ମ ‘ରୋମିୟୋ ଆକବର ୱାଲଟର’ ର ଏକ ମେକିଙ୍ଗ ଭିଡ଼ିଓ ଶେୟାର କରିଛନ୍ତି। ଏହି ଫିଲ୍ମର ଏକ ଚରିତ୍ର ପାଇଁ ତାଙ୍କୁ ପ୍ରୋସ୍ଥୋଟିକ ମେକଅପ ଜରିଆରେ ନୁଆ ଲୁକ୍ ଦିଆଯାଇଛି। ଖାସ୍ କଥା ହେଉଛି ଏହି ଲୁକ୍ ରେ ଅଧିକାଂଶ ଲୋକମାନେ ତାଙ୍କୁ ଚିହ୍ନି…