Browsing Tag

john abraham

ଗଣତନ୍ତ୍ର ଦିବସରେ ଫ୍ଯାନଙ୍କୁ ସରପ୍ରାଇଜ ଦେଲେ ଜନ, ଘୋଷଣା କଲେ ଫିଲ୍ମ ‘ସତ୍ଯମେବ ଜୟତେ ୨’ ର ରିଲିଜ ଡେଟ୍

ବଲିଉଡ ଅଭିନେତା ଜନ ଆବ୍ରାହମ ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭକାମନା ଦେଇ ନିଜର ଅପକମିଂ ଫିଲ୍ମ ‘ସତ୍ଯମେବ ଜୟତେ ୨’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଜନ ସୋସିଆଲ ମିଡିଆରେ ପୋଷ୍ଟ କରି ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିଛନ୍ତି। ଫିଲ୍ମ ଚଳିତବର୍ଷ ଇଦରେ ରିଲିଜ ହେବ। ଜନ ପୋଷ୍ଟ ସହିତ…

‘ସତ୍ୟମେବ ଜୟତେ ୨’ର ଶୁଟିଂ ବେଳେ ଆହତ ହେଲେ ଜନ ଆବ୍ରାହମ, ଡାହାଣ ହାତରେ ଲାଗିଲା ଆଘାତ

ବଲିଉଡ ଅଭିନେତା ଜନ ଆବ୍ରାହମ ଶୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ପାପୁଲିରେ ଆଘାତ ଲାଗିଛି। ଏହାକୁ ଦେଖାଇବା ପାଇଁ ସେ ବାରାଣସୀରେ ଚିତଇପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଏକ୍ସ-ରେ ହୋଇଥିଲା। କିନ୍ତୁ ଏଥିରେ କୌଣସି ପ୍ରକାର ଡ୍ୟାମେଜ ବାହାରି ନ…

ଜନ ଆବ୍ରାହମଙ୍କୁ “ପର୍ସନ ଅଫ ଦ ଇୟର” ଭାବେ ଚୟନ କଲା PETA

ଜନ ଆବ୍ରାହମ ଓ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର । ପଶୁଙ୍କ ପ୍ରତି ଆଦର ଓ ଭଲପାଇବା, ପଶୁଙ୍କ ଅଧିକାର ପାଇଁ ସ୍ୱର ଉଠାଇବାକୁ ନେଇ ପିପୁଲ୍ସ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ବା ପେଟା ସଂସ୍ଥା ଜନ ଆବ୍ରାହାମଙ୍କୁ "ପର୍ସନ ଅଫ ଦ ଇୟର" ଭାବରେ ଚୟନ କରିଛନ୍ତି । ଏବାବଦରେ ପେଟା…

ଖଳନାୟକ ଭୂମିକାରେ ନଜର ଆସିବେ ଜନ ଆବ୍ରାହମ, ଫିଲ୍ମ ‘ପଠାନ’ରେ ଶାହରୁଖଙ୍କ ସହିତ ଜମିବ ଯୋଡି

୨୦୦୪ରେ ରିଲିଜ୍ ହୋଇଥିବା ‘ଧୁମ୍’ ଫିଲ୍ମରେ ଅଭିନେତା ଜନ୍ ଆବ୍ରାହମ୍ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲେ। ରିପୋର୍ଟ ଅନୁଯାୟୀ, ଜନ ଆବ୍ରାହମ ପୁଣି ଥରେ ଖଳନାୟକ ଭୂମିକାରେ ନଜର ଆସିବେ। ତା’ ପୁଣି ଶାହରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’ରେ ଜନ ଆବ୍ରାହମଙ୍କ ଏହି…

ଜନ୍‌ ଆବ୍ରାହମ୍‌ଙ୍କ ପାଖରେ ଅଛି ଏହି ସବୁ ମହଙ୍ଗା ବାଇକ୍‌, ଭିଡିଓ ପୋଷ୍ଟ କରି ଦେଖାଇଲେ କଲେକ୍ସନ

ସମସ୍ତଙ୍କୁ ଜଣା ବଲିଉଡ୍‌ ଆକ୍ଟର ଜନ୍‌ ଆବ୍ରାହମ୍‌ ଜଣେ ବାଇକ୍‌ ପ୍ରେମୀ। ନିକଟରେ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଜନ୍‌ ନିଜ ଗ୍ୟାରେଜ୍‌ରେ କେଉଁ କେଉଁ ବାଇକ୍‌ ରଖିଛନ୍ତି, ତାହା ଦେଖାଇଥିଲେ। ଗ୍ୟାରେଜ୍‌ରେ ତାଙ୍କର Kawasaki Ninja ZX-14 R ଠାରୁ…

‘ରୋମିୟୋ ଆକବର ୱାଲଟର’ ଫିଲ୍ମ ପାଇଁ ଲୁକ୍ ବଦଳାଇଲେ ବଲିଉଡ ଅଭିନେତା ଜନ, ଦର୍ଶକ କହିଲେ ‘ଇଏ କିଏ’

ବଲିଉଡ଼ ଅଭିନେତା ଜନଆବ୍ରାହମ ଇଷ୍ଟାଗ୍ରାମରେ ନିଜର ଫିଲ୍ମ ‘ରୋମିୟୋ ଆକବର ୱାଲଟର’ ର ଏକ ମେକିଙ୍ଗ ଭିଡ଼ିଓ ଶେୟାର କରିଛନ୍ତି। ଏହି ଫିଲ୍ମର ଏକ ଚରିତ୍ର ପାଇଁ ତାଙ୍କୁ ପ୍ରୋସ୍ଥୋଟିକ ମେକଅପ ଜରିଆରେ ନୁଆ ଲୁକ୍ ଦିଆଯାଇଛି। ଖାସ୍ କଥା ହେଉଛି ଏହି ଲୁକ୍ ରେ ଅଧିକାଂଶ ଲୋକମାନେ ତାଙ୍କୁ ଚିହ୍ନି…

ରହସ୍ୟରେ ଭରପୁର ରହିଛି ‘ରୋମିଓ ଅକବର ୱାଲଟର’ର ଟିଜର

ମୁମ୍ବାଇ : ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ 'ରୋମିଓ ଅକବର ୱାଲଟର'ର ଟିଜର। ଗୋଟେ ମିନିଟ୍ ଓ ୨୩ ସେକେଣ୍ଡର ଏହି ଟିଜରରେ ଭରପୁର ରହସ୍ୟ ଓ ରୋମାଞ୍ଚ ଦେଖିବାକୁ ମିଳିଛି। ଟିଜରରେ ଭିନ୍ନ ଭିନ୍ନ ଲୁକରେ ନଜର ଆସୁଛନ୍ତି ଅଭିନେତା ଜନ୍ ଆବ୍ରାହିମ୍। ଫିଲ୍ମରେ ଜଣେ RAW ଏଜେଣ୍ଟ କ୍ୟାରେକ୍ଟର…

ଅକ୍ଷୟ ଏବଂ ଜନଙ୍କ ଟକ୍କର !

ମୁମ୍ବାଇ : ସ୍ୱାଧୀନତା ଦିବସ ଅବସରରେ ବଡ ପରଦାରେ ରିଲିଜ ହୋଇଛି ଦୁଇ ଧମାକେଦାର ଫିଲ୍ମ ଗୋଲ୍ଡ ଏବଂ ସତ୍ୟମେବ ଜୟତ। କହିବାକୁ ଗଲେ ସାମ୍ନାସାମ୍ନୀ ହୋଇଛନ୍ତି ଖିଲାଡ଼ି ଅକ୍ଷୟ କୁମାର ଏବଂ ଜନ୍ ଇବ୍ରାହିମ୍। ଗୋଲ୍ଡ ଫିଲ୍ମରେ ସ୍ୱାଧୀନ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ହକି…

ଆସୁଛି ସରଫରୋସର ସିକ୍ବେଲ : ସିନେମାରେ ଆମୀରଙ୍କ ସ୍ଥାନ ନେବେ ଏହି ଅଭିନେତା

୧୯୯୯ ମସିହାରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ସରଫରୋସର ସିକ୍ବେଲ ହେବାକୁ ଯାଉଛି। ସରଫରୋସ୍ ଫିଲ୍ମରେ ଦେଖିବାକୁ ମିଳିଥିଲା ବଲିଉଡ଼ର ମିଷ୍ଟର ଫରଫେକ୍ଟନିଷ୍ଟ ଆମୀର ଖାନଙ୍କର ଦମଦାର ଅଭିନୟ। ଏବେ ଏହାର ସିକ୍ବେଲ ନିର୍ମାଣ ପାଇଁ ଚିନ୍ତା କରାଯାଉଛି। ଏହା ବିଷୟରେ ଟ୍ବିଇଟ୍ ଜରିଆରେ ସୂଚନା…

ଫିଲ୍ମ ସତ୍ୟମେବ୍ ଜୟତେ ବିରୋଧରେ ମାମଲା

ମୁମ୍ବାଇ : ଫିଲ୍ମ ସତ୍ୟମେବ୍ ଜୟତେ ଫଲ୍ମ ପାଇଁ ଖରାପ ଖବର। ଫିଲ୍ମ ବିରୋଧରେ ରୁଜୁ ହୋଇଛି ମାମଲା। ଫିଲ୍ମଟି ଗୋଟେ ସଂପ୍ରଦାୟର ଧାର୍ମିକ ଭାବନାକୁ ଆଘାତ କରୁଥିବା ଦର୍ଶାଇ ଫିଲ୍ମର ନିର୍ମାତାଙ୍କ ବିରୋଧରେ ସେୟଦ ଅଲ୍ଲୀ ଜାଫରି ନାମକ ଜଣେ ବ୍ୟକ୍ତି ମାମଲା ଦାୟର କରିଛନ୍ତି। ପୂର୍ବରୁ…