ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ସତର୍କ ସୂଚନା, ଏହି ଆପ୍ ବ୍ୟବହାର କରୁଥିଲେ ତୁରନ୍ତ କରନ୍ତୁ ଡିଲେଟ
ଗୁଗଲ ପ୍ଲେ ଷ୍ଟୋରକୁ ପୁଣି ଥରେ ଫେରିଛି ‘ଜୋକର ଭାଇରସ୍’। ଏହା ଏମିତି ଏକ ଭାଇରସ କୋଡ ଯାହା ଆଣ୍ଡ୍ରଏଡର କିଛି ଆପ୍ଲିକେସନରେ ଲୁଚି ରହିଥାଏ। ସବୁଠୁ ବଡ଼ କଥା ହେଉଛି ଏହା ସମ୍ପର୍କରେ ୟୁଜର୍ସଙ୍କୁ କିଛି ଜଣା ପଡ଼ିନଥାଏ। ମସ୍କୋର Tatyana Shishkova ସନିଅର ମାଲେଓ୍ଵର ଆନାଲିଷ୍ଟ,…