‘ମୁହଁ ବନ୍ଦ କରି ବ୍ୟାଟିଂ କର’, ଜନି ବେୟରଷ୍ଟୋଙ୍କ ସହିତ ପଡିଆରେ ଯୁକ୍ତିତର୍କ କଲେ କୋହଲି : ଭିଡିଓ ଭାଇରଲ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବେଷ୍ଟନ ଟେଷ୍ଟରେ ଖୁବ୍ ରୋମାଞ୍ଚ ଦେଖିବାକୁ ମିଳିଛି । ପ୍ରଥମ ଦୁଇ ଦିନରେ ଟିମ୍ ଇଣ୍ଡିଆର ଖେଳାଳିମ୍ୟାଚରେ ନିଜର ଦବଦବା ଜାହରି କରିଥିଲେ। ତୃତୀୟ ଦିନରେ ଇଂଲଣ୍ଡ ଟିମ୍ ଭଲ ବ୍ୟାଟିଂ କରିଥିବା ବେଳେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର ଦୁଇ ଷ୍ଟାର୍ ଖେଳାଳି…