ରାଜସ୍ଥାନ ରୟାଲ୍ସକୁ ଝଟକା, ଆଇପିଏଲ ୨୦୨୧ର ବଳକା ମ୍ଯାଚ ଖେଳିବେନି ଏହି ଖେଳାଳି
ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୧ର ବଳକା ମ୍ୟାଚ୍। ଏଥିପାଇଁ ସମସ୍ତ ୮ଟି ଯାକ ଟିମ୍ କରୁଛନ୍ତି ପ୍ରସ୍ତୁତି। ଭାରତରେ କରୋନା ମାମଲା ଦେଖାଦେଉଥିବାରୁ ୟୁଏଇରେ ଖେଳାଯିବ । ଏସବୁ ମଧ୍ୟରେ ରାଜସ୍ଥାନ ରୟାଲ୍ସ ଟିମ୍କୁ ଲାଗିଛି ଜୋରଦାର ଝଟକା। କାରଣ ୨୦୨୧ ଆଇପିଏଲର ବଳକା…