Browsing Tag

joshimath

ଯୋଶୀମଠ ଧସିବା ପରେ ଏବେ ଋଷିକେଶ ହାଇୱେରେ ବଢୁଛି ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

ଉତ୍ତରାଖଣ୍ଡର ଋଷିକେଶ-ଯୋଶୀମଠ ରୋଡରେ ଭୂସ୍ଖଳନ ଯୋଗୁଁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିଯାଇଛି । ୮୦୦ରୁ ଅଧିକ ଘରେ ଫାଟ ସୃଷ୍ଟି ହେଲାଣି । ଋଷିକେଶରୁ ଯୋଶୀମଠ ହାଇୱେ ମଧ୍ୟରେ ୨୪୭ କିମି ଲମ୍ବା ସଡକରେ ୩୦୯ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଖବର ମିଳିଛି। ଏଥିପାଇଁ ରାସ୍ତାରେ ଯାତାୟତ…

ଯୋଶୀମଠ ଧସିବା ଘଟଣା : ଘର ଏବଂ ହୋଟେଲ ପରେ ଏବେ ଫାଟିଲାଣି କଲୋନୀ ଘର, ୩୦ରୁ ଅଧିକ ଘରେ ବଡ ବଡ ଫାଟ

ଉତ୍ତରାଖଣ୍ଡର ଯୋଶୀମଠ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି। ଘର, ହୋଟେଲ ପରେ ଏବେ କଲୋନୀରେ ଫାଟ ଦେଖିବାକୁ ମିଳିଛି । ଏବେ ଏହି କଲୋନୀରେ ଫାଟ ହୋଇଥିବା ଘରକୁ ଭାଙ୍ଗିଦିଆଯିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଯୋଶୀମଠର ଜେପି କଲୋନୀର ନୀରିକ୍ଷଣ ପରେ ଏହା ଜଣାପଡିଛି। ଯେଉଁଥି ପାଇଁ ଅନେକ…

ପ୍ରତି ମୁହୂର୍ତ୍ତରେ ବିଗୁଡୁଛି ଯୋଶୀମଠର ସ୍ଥିତି: ଆଜି ମଧ୍ୟ ଭାଙ୍ଗିବ କ୍ଷତିଗ୍ରସ୍ତ ଘର, ଆଉ ବର୍ଷା ହେଲେ ବଢିଯିବ…

ଉତ୍ତରାଖଣ୍ଡର ଯୋଶୀମଠ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଶହ ଶହ ଲୋକଙ୍କୁ ବିପଦପୂର୍ଣ୍ଣ କ୍ଷତିଗ୍ରସ୍ତ ଘରୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି । ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ଘରରେ ଫାଟ ଦେଖିବାକୁ ମିଳିଲାଣି । ମାଟି ଧସୁଥିବା ଖବର ମଧ୍ୟ ମିଳିଛି । ଏପର୍ଯ୍ୟନ୍ତ ୮୬ ଘର ଅସୁରକ୍ଷିତ ଥିବା…

ବିଗୁଡୁଛି ଯୋଶୀମଠର ସ୍ଥିତି: ଭଙ୍ଗାଯାଉଛି ଫାଟିଥିବା ଘର ଏବଂ ହୋଟେଲ, ବର୍ଷା ହେଲେ ଭୟଙ୍କର ପରିସ୍ଥିତି

ଦିନକୁ ଦିନ ବିଗିଡିବାରେ ଲାଗିଛି ଉତ୍ତରାଖଣ୍ଡ ସ୍ଥିତ ଯୋଶୀମଠର ଅବସ୍ଥା । ମାଟି ଧସିବା ଯୋଗୁ ଘର ଓ ରାସ୍ତାଘାଟ ଫାଟି ଆଁ କରି ସାରିଲାଣି। ଅନେକ ଘର ଭୁଶୁଡିଗଲାଣି। ଆଉ କ୍ଷତିଗ୍ରସ୍ତ ଘର ଏବଂ ହୋଟେଲ ଭାଙ୍ଗିବା କାମ ଆରମ୍ଭ ହୋଇଛି। ପ୍ରଶାସନ ଘୋଷଣା କରି ଲୋକମାନଙ୍କୁ ଦୂରେଇ ରହିବା ପାଇଁ…