Browsing Tag

journalist

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ

ଭୁବନେଶ୍ୱର : ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ ମିଳିଛି । ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ପ୍ରବାସୀ ଭାରତୀୟ ଦିବସ ବ୍ୟାଘତ ପାଇଁ ଧମକପୂର୍ଣ୍ଣ ମେଲ ଦେଇଛି । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକପୂର୍ଣ୍ଣ ମେସେଜ ଦେଇଛି ।…

ସାମ୍ବାଦିକଙ୍କ ପାଇଁ ଖୁସି ଖବର, ଲୋକସେବା ଭବନରୁ ହଟିଲା ପ୍ରବେଶ କଟକଣା

ଭୁବନେଶ୍ୱର : ସାମ୍ବାଦିକଙ୍କ ପାଇଁ ଖୁସି ଖବର । ଲୋକସେବା ଭବନରୁ ହଟିଲା ପ୍ରବେଶ କଟକଣା ।  ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସଭା ଭବନରେ ପ୍ରବେଶ ଅନୁମତି ଦିଆଯାଇଛି ।  ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣଙ୍କୁ ଅନୁମତି ମିଳିବ ।  ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ମନ୍ତ୍ରୀଙ୍କ ଉପସ୍ଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର, କ୍ଷମା ମାଗିଲେ ଜିଲାପାଳ-ଏସ୍‌ପି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ…

ଆମ୍ବୁଲାନ୍ସ ନମିଳିବାରୁ କାନ୍ଧରେ ବୋହି ମୃତ ପୁଅକୁ ନେଉଥିଲା ବାପା, ସାହାଯ୍ୟ କଲେ ସାମ୍ବାଦିକ

ବାଲିଗୁଡ଼ା: ମିଳିଲାନି ଆମ୍ବୁଲାନ୍ସ । ମୃତ ପୁଅକୁ ଧରି ବହୁ ସମୟ ପର୍ଯ୍ୟନ୍ତ ହସ୍ପିଟାଲ ବାହାରେ ଛିଡ଼ା ହେଲେ ବାପା । କିନ୍ତୁ ସାହାଯ୍ୟ ପାଇଁ କେହି ବି ଆସିଲେନି । ଶେଷର ନିରୁପାୟ ହୋଇ ପୁଅକୁ କାନ୍ଧରେ ଧରି ଚାଲି ଚାଲି ଘରକୁ ଫେରିଲେ । ଏହି ସମୟରେ ହଠାତ ରାସ୍ତାରେ ଯାଉଥିବା ଜଣେ ସାମ୍ବାଦିକ…

ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ,ଏକ ଘରୋଇ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ

ଭୁବନେଶ୍ୱର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି ।  ସେ ଏବେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି  ।  କିଛିଦିନ ତଳେ ସେ ହଠାତ ଅସୁସ୍ଥ…

ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣାରେ ତନାଘନା, ସ୍ବାମୀ ଓ ଦେଢଶୂର ଅଟକ

ଭୁବନେଶ୍ୱର : ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ଘଟଣାରେ ତନାଘନା । ଥାନାରେ ସ୍ବାମୀ ଓ ଦେଢଶୂର ଅଟକ । ଭୁବନେଶ୍ବର GRP ଥାନାରେ ଉଭୟଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ପଚାଉଚରା ଚାଲିଛି । ପରିବାର ଲୋକଙ୍କ ଅଭିଯୋଗରେ ଆଧାର କରି ଅଧିକ ତଦନ୍ତ କରୁଛି GRP ଥାନା ପୋଲିସ…

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା ! ରେଳ ଧାରଣାରୁ ମିଳିଲା ମୃତଦେହ

ଭୁବନେଶ୍ୱର : ସାମ୍ବାଦିକାଙ୍କ ମୃତ୍ୟୁ !। ଟ୍ରେନ ଲାଇନକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା । ବାପୁଜୀନଗର ରେଳ ଧାରଣାରୁ ସାମ୍ବାଦିକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଗତକାଲି ସନ୍ଧ୍ୟା ୯ଟା ସମୟରେ ତାଙ୍କର ମୃତଦେହକୁ ବାପୁଜୀ ନଗର‌ ଭେନସ ଇନ୍ କଡ଼ର ଟ୍ରେନ ଲାଇନ କଡ଼ରୁ…

ଜିଲ୍ଲା ପରିଷଦ ବୈଠକରେ ପ୍ରଶାସନିକ ଅଧିକାରୀ ଏବଂ ସାମ୍ବାଦିକଙ୍କ ମଧ୍ୟରେ ବାକ୍ ଯୁଦ୍ଧ

ବରଗଡ: ଚାଲିଛି ହୋ ହାଲ୍ଲା । ପାଟିତୁଣ୍ଡରେ କମ୍ପୁଛି ପରିବେଶ । ଘମାଘୋଟ ବାକ୍ ଯୁଦ୍ଧ । ହେଲେ ଭିଜୁଆଲରୁ ଯାହା ଜଣାପଡୁଛି କି, ଏଠାରେ ଚାଲିଥିଲା ଜିଲ୍ଲା ପରିଷଦ ବୈଠକ । ହେଲେ ଏହି ବୈଠକରେ ଏମିତି ପାଟିତୁଣ୍ଡ କାହିଁକି ଚାଲିଥିଲା । ତେବେ ଯାହା ସୂଚନା ମିଳିଛି କି, ଏହି ପାଟିତୁଣ୍ଡ…

ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ ୩ ଦଫା ଦାବି ନେଇ ଓଡମାର ବୈଠକ, ଦାବିପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ୱର : ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ  ୩ ଦଫା ଦାବି ନେଇ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ (ଓଡମା) ର ଏକ ବୈଠକ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା, ବାସଗୃହ ଓ ସାମ୍ବାଦିକଙ୍କ…

ବିଲଡରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣା : ଓ୍ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (କେନ୍ୟୁଜ): ବିଲଡରଙ୍କୁ ଏକ କୋଟି ଠକେଇ ମାମଲାରେ ଗିରଫ ସାମ୍ବାଦିକ ସୁରଜିତ କୁମାର ଧଳଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ EOW । ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିଲା । ୩ ଦିନ ପାଇଁ ରିମାଣ୍ଡ ଅନୁମତି ଦେଲେ କୋର୍ଟ । ସୋମବାରରୁ ବୁଧବାର ପର୍ଯ୍ୟନ୍ତ…

ସାମ୍ବାଦିକଙ୍କୁ ପଥରରେ ଛେଚି ହତ୍ୟା ଘଟଣା, ନାବାଳକ ଗିରଫ

ବ୍ରହ୍ମପୁର : ଗୋପାଳପୁରରେ ସାମ୍ବାଦିକକୁ ନିର୍ମମ ହତ୍ୟା ଘଟଣା । ହତ୍ୟା ଘଟଣାରେ ଜଣେ ନାବାଳକକୁ ଗିରଫ କରିଛି ପୋଲିସ। ମାତ୍ର ୬ ହଜାର ଟଙ୍କା ପାଇଁ ନାବାଳକ ଜଣକ ସାମ୍ବାଦିକକୁ ହତ୍ୟା କରିଛି । ଗିରଫ ହୋଇଥିବା ନାବାଳକ (୧୫) ଜଣଙ୍କ ଭଞ୍ଜନଗର ଥାନା ଅଞ୍ଚଳର ବୋଲି ପୁଲିସ କହିଛି । ସୁଚନା…

ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକଙ୍କ ମାଡ଼, ପ୍ରଯୋଜକଙ୍କ ନାଁରେ ଥାନାରେ ମାମଲା

ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ମାମଲା । ସାମ୍ବାଦିକା ଦେବସ୍ମିତା ରାଉତ ଆଣିଲେ ଅଭିଯୋଗ । ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ଚାପୁଡ଼ା ମାରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏନେଇ ଖାରବେଳ ନଗର ଥାନାରେ ହୋଇଛି ଅଭିଯୋଗ । ଘଟଣାକୁ…