Browsing Tag

journalist-arrested

ଠିକାଦାରଙ୍କୁ ବଟି ମାଗିବା ପଡିଲା ମହଙ୍ଗା: ୱେବ୍ ପୋର୍ଟାଲ ସାମ୍ବାଦିକା ଗିରଫ

ଉମରକୋଟ(କେନ୍ଯୁଜ୍): ଠିକାଦାରଙ୍କୁ ଜୋର ଜବରଦସ୍ତ ବଟି ମାଗିବା ଏବଂ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ ଯୋଗେ ଜାତିଆଣ ଆକ୍ଷେପ କରିବା ମହଙ୍ଗା ପଡିଲା ସାମ୍ବାଦିକାଙ୍କୁ । ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ଜଣେ ସାମ୍ବାଦିକାଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ମାମୁନି ଚକ୍ରବର୍ତ୍ତୀ ନାମକ…

ଧିକ ଏଭଳି ସାମ୍ୱାଦିକଙ୍କୁ ? ଶିକ୍ଷକଙ୍କୁ ଟଙ୍କା ମାଗିବା ପଡିଲା ମହଙ୍ଗା, ଦୁଇ ୱେବ ସାମ୍ବାଦିକ ଗିରଫ

ଉମରକୋଟ (କେନ୍ଯୁଜ୍): ଶିକ୍ଷକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଦୁଇ ୱେବ ସାମ୍ବାଦିକ ଗିରଫ, ଜଣେ ଫେରାର । ଉମରକୋଟ ବ୍ଲକ ନାୟକଗୁଡା ସ୍କୁଲ ପ୍ରଧାନ ଶିକ୍ଷକ ଭକ୍ତ ନାୟକଙ୍କୁ ଧମକ ଚମକ ଦେଇ ବଟି ମାଗିଥିବା ଅଭିଯୋଗ ହୋଇଛି । ଫୋକସ୍‌ ନ୍ୟୁଜ େଓ୍ଵବ ଚ୍ୟାନେଲର ସାମ୍ବାଦିକ ଜିତେନ୍ଦ୍ର ଦାସ,…

ଜୋରଦାର ଚାଲିଛି ‘ଦାଦାବଟିକୁ ନାଁ’ ଅଭିଯାନ: କମିଶନରେଟ ପୋଲିସ ହାତରେ ଧରାପଡିଲେ ୫ ଦଲାଲ ସାମ୍ବାଦିକ ଓ ଜଣେ ଡ୍ରାଇଭର

ଭୁବନେଶ୍ବର: ପାର୍ବଣ ସମୟରେ ଜୋରଦାର ଚାଲିଛି ‘ଦାଦାବଟିକୁ ନାଁ’ ଅଭିଯାନ। କମିଶନରେଟ ପୋଲିସ ହାତରେ ଧରାପଡିଛନ୍ତି ୫ ଦଲାଲ ସାମ୍ବାଦିକ ଓ ଜଣେ ଡ୍ରାଇଭର। ବିଭିନ୍ନ ୱେବ ପୋର୍ଟାଲରେ କାମ କରନ୍ତି ଏହି ସାମ୍ବାଦିକମାନେ। ବଟି ନ ଦେଲେ ପୋଲିସ ଡାକି ଗିରଫ ପାଇଁ ଧମକ ଦେଉଥିଲେ। ଲୋକଙ୍କୁ ଧମକ…