ନୂଆପଡ଼ା ଖଡ଼ିଆଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ, ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରିବ ପୋଲିସ
ନୂଆପଡା(କେନ୍ୟୁଜ୍):ନୂଆପଡ଼ା ଖଡ଼ିଆଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ। ଗିରଫ ଅଭିଯୁକ୍ତ ଖଡିଆଳ ଥାନା ଡୁଆଝର ଗାଁର । ଖଡିଆଳର ଜଣେ ସାମ୍ବାଦିକ ଏକ ହତ୍ୟା ଘଟଣାର ଖବର ସଂଗ୍ରହ ପାଇଁ ଥାନାକୁ ଯାଇଥିବା ବେଳେ ଥାନା ବାହାରେ କିିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ…