ମତେ କ୍ଷମା କରିଦବୁ ମମି, ମୁଁ ଆଉ ସମ୍ଭାଳି ପାରୁନି….
ଭୁବନେଶ୍ୱର : ମମି ସରି..ସମସ୍ତଙ୍କୁ ସରି । ମୁଁ ଆଉ ସମ୍ଭାଳି ପାରୁନି । ଦୁନିଆରେ ଏତେ ଫ୍ରଡ୍ ଲୋକ ଅଛନ୍ତି ମୁଁ ଜାଣିନଥିଲି । ତେବେ ଏଭଳି ଭିଡିଓ କରିବା ପରେ ଏ ଯୁବତୀ ଜଣଙ୍କ ନେଇଥିଲେ ଚରମ ନିଷ୍ପତ୍ତି । ଦର୍ଶକବନ୍ଧୁ ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ସାମ୍ବାଦିକା । ଯିଏ ପ୍ରତିଦିନ…