ଆଜି ସ୍ବାକ୍ଷର ହୋଇଛି ୫୪ MOU, ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ
ଭୁବନେଶ୍ୱର : ଆଜି ସ୍ବାକ୍ଷର ହୋଇଛି ୫୪ MOU । ଏହା ଜରିଆରେ ରାଜ୍ୟକୁ ଆସିବ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ । ଏହା ଭିତରୁ ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ ସ୍ବାକ୍ଷର ହୋଇଛି । ୨.୨୮ ଲକ୍ଷ କୋଟି ଟଙ୍କାର MOU ସ୍ବାକ୍ଷର କରିଛି ଆଦାନୀ । କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା…