Browsing Tag

jubin nautiyal

ଜୁବିନଙ୍କ ଡାହାଣ କହୁଣୀ ହେଲା ଅପରେସନ, ହସପିଟାଲ ବେଡରୁ ଫଟୋ ସେୟାର କଲେ ଗାୟକ

ବଲିଉଡର ଲୋକପ୍ରିୟ ଗାୟକ ଜୁବିନ୍ ନୌଟିୟାଲ ଘରର ସିଡିରୁ ଖସି ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ କହୁଣୀ ଭାଙ୍ଗି ଯାଇଥିଲା ଏବଂ ମୁଣ୍ଡ, ପଞ୍ଜରା ହାଡରେ ଆଘାତ ଲାଗିଥିଲା। ଏହି ଦୁର୍ଘଟଣା ପରେ ତାଙ୍କୁ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ, ଜୁବିନଙ୍କ…

ସିଙ୍ଗର ଜୁବିନ ନୌଟିୟାଲ ଗୁରୁତର ଆହତ; ଘର ସିଡିରୁ ଖସି ଭାଙ୍ଗିଲା କହୁଣୀ, ମୁଣ୍ଡ ଓ ପଞ୍ଜରା ହାଡ଼ରେ ଆଘାତ

ସିଙ୍ଗର ଜୁବିନ ନୌଟିୟାଲ ଗୁରୁବାର ନିଜ ଘର ସିଡିରୁ ଖସି ଗୁରୁତର ଆହତ ହୋଇଛନ୍ତି। ଏଥିରେ ତାଙ୍କୁ ଗମ୍ଭୀର ଆଘାତ ଲାଗିଛି। ଜୁବିନଙ୍କ କହୁଣୀ ଭାଙ୍ଗି ଯାଇଥିବା ବେଳେ ତାଙ୍କ ମୁଣ୍ଡ, ପଞ୍ଜରା ହାଡ଼ ଓ ମଥାରେ ମଧ୍ୟ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି…

ଗିରଫଦାବି ଭିତରେ ବୟାନ ରଖିଲେ ଜୁବିନ, ଟ୍ୱିଟ୍‌ କରି କହିଲେ- ‘ଦେଶ ପ୍ରତି ମୋର ଖୁବ୍‌ ଭଲ ପାଇବା ଅଛି’

ନିକଟରେ ପ୍ରସିଦ୍ଧ ଗାୟକ ଜୁବିନ ନୌଟିୟାଲ ବିବାଦ ଭିତରରେ ରହିଛନ୍ତି। ବର୍ତମାନ ତାଙ୍କୁ ସୋସିଆଲ ମିଡିଆରେ ଗିରଫ କରିବାକୁ ଦାବି କରାଯାଇଥିଲା। ସେଥିପାଇଁ ଟ୍ବିଟରରେ #ArrestJubinNautiyal ଟ୍ରେଣ୍ଡ କରୁଛି। ଅନେକ ଉପଭୋକ୍ତା ତାଙ୍କର ଆଗାମୀ କନସର୍ଟର ଏକ ପୋଷ୍ଟର ସେୟାର କରିଥିଲେ,ଯାହାକୁ…

ଜୁବିନ୍‌ ନୌଟିୟାଲଙ୍କୁ ଗିରଫ କରିବାକୁ ଜୋରଦାର ଦାବି, ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି #ArrestJubinNautiyal

ହିନ୍ଦୀ ସିନେମା ଜଗତର ସବୁଠୁ ଦମ୍‌ଦାର କଣ୍ଠଶିଳ୍ପୀଙ୍କ ନାଁ ଚର୍ଚ୍ଚାକୁ ଆସିଲେ ଜୁବିନ୍‌ ନୌଟିୟାଲଙ୍କ କଥା ନିହାତି ଉଠେ। ତେବେ ଇତି ମଧ୍ୟରେ ଜୁବିନ୍‌ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ଜୁବିନ୍‌ ନୌଟିୟାଲଙ୍କୁ ଗିରଫ କରିବା ପାଇଁ ଦାବି ଜୋର…

ବିବାହ କରିବାକୁ ଯାଉଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ୍‌ ନୌଟିୟାଲ, ଧରିବେ ଏହି ଅଭିନେତ୍ରୀଙ୍କ ହାତ

ବଲିଉଡ୍‌ରେ ପୁଣି ଫେରିଛି ବିବାହ ଋତୁ। ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ୍‌ ନୌଟିୟାଲ। ଅଭିନେତ୍ରୀ ନିକିତା ଦତ୍ତାଙ୍କ ସହ ବିବାହ କରିବେ ଏହି ୟଙ୍ଗ୍‌ ସିଙ୍ଗର। ଜୁବିନ୍‌ ଓ ନିକିତାଙ୍କର ଏକ କଥାବାର୍ତ୍ତାରୁ ଉଭୟେ ବିବାହ କରୁଥିବା ନେଇ ସୂଚନା…

ବାଲେଶ୍ଵର ଆସି ହଟହଟା ହେଲେ ଯୁବିନ ନୌଟିଆଲ, ଷ୍ଟେଜରେ ଗୀତ ଗାଉଥିବା ବେଳେ ଅଧାରୁ ବନ୍ଦ କଲା ପୋଲିସ

ଓଡ଼ିଶା ଆସି ହଟହଟା ହୋଇଛନ୍ତି ବଲିଉଡ କଣ୍ଠ ଶିଳ୍ପୀ ଯୁବିନ ନୌଟିଆଲ। ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ସେନସେସନ ପାଲଟିଥିବା ଗାୟକ ଯୁବିନ ବାଲେଶ୍ଵରରେ ଟ୍ରୋଲ ହୋଇଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ କ୍ଲିପ ବେଶ ଭାଇରାଲ ହେବାରେ ଲାଗିଛି। ବାଲେଶ୍ଵରର ଏକ ଘରୋଇ…