ସୁପ୍ରିମ୍କୋର୍ଟଙ୍କ ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍ ଫାତିମା ବିଭିଙ୍କ ଦେହାନ୍ତ, ୯୬ ବର୍ଷ ବୟସରେ ଆଖି ବୁଜିଲେ
ସୁପ୍ରିମକୋର୍ଟଙ୍କ ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଜଷ୍ଟିସ୍ ଫାତିମା ବିଭିଙ୍କର ଗୁରୁବାର ଦେହାନ୍ତ ହୋଇଛି। କେରଳର ଏକ ଘରୋଇ ଡାକ୍ତରଖାନାରେ ସେ ୯୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ ଜଷ୍ଟିସ୍ ବିଭିଙ୍କ…