Browsing Tag

jugaad

ବାଃ କି ବୁଦ୍ଧି ମ! ବାଇକରେ ଜାଗା ନଥିଲା, କିନ୍ତୁ ବୁଦ୍ଧି ଖର୍ଚ୍ଚ କରି ସାଙ୍ଗକୁ ଟେକି ନେଲେ ୪ ବନ୍ଧୁ; ଦେଖନ୍ତୁ…

ଅଧିକାଂଶ ବାଇକରେ ଦୁଇ ଜଣ କିମ୍ବା ତିନି ଜଣ ବସି ଯାଉଥିବା ଆମେ ସମସ୍ତେ ଦେଖିଛେ। କିନ୍ତୁ ନିୟମାନୁସାରେ ବାଇକରେ ଦୁଇ ଜଣ ହିଁ ବସିବା ଉଚିତ। ନଚେତ ଜରିମାନା ଗଣିବାକୁ ପଡ଼ିପାରେ। ମାତ୍ର କିଛି ଲୋକ ଯୁଗାଡ଼ କରି ଗୋଟିଏ ବାଇକରେ ୩ରୁ ଅଧିକ ସଂଖ୍ୟାରେ ବସିଥାନ୍ତି। ଏବେ ସୋସିଆଲ ମିଡିଆରେ ସେଭଳି…

ପୂରା ହିସାବୀ! ଯୋଗାଡ଼ କରି ବ୍ୟକ୍ତି ତିଆରି କଲେ ପେଟ୍ରୋଲ ରିକ୍ସା, କିକ୍‌ ମାରି ଦୌଡ଼ାଉଛନ୍ତି ଏମିତି, ହର୍ଷ ଗୋଏଙ୍କା…

ବିଜ୍‌ନେସ୍‌ ମ୍ୟାନ ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ସେ ଅନେକ ମଜାଦାର ଭିଡିଓ ଏବଂ ଜୋକ୍ସ ଶେୟାର କରି ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରିଥାଆନ୍ତି। ଏବେ ସେ ଯୋଗାଡ଼ର ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥିରେ ଦେଖିବାକୁ…

ପ୍ଲାଷ୍ଟିକ ବୋତଲରେ ବନାଇଦେଲେ ଫେସସିଲ୍ଡ ସୋସିଆଲ ମିଡିଆରେ ତାରିଫ କରୁଛନ୍ତି ଲୋକେ , ଦେଖନ୍ତୁ ଭାଇରଲ ଯୁଗାଡ଼

ବର୍ତ୍ତମାନ କରୋନା ପାଇଁ ମାସ୍କ ଓ ଫେସସିଲ୍ଡର ବ୍ୟବହାର ବଢିଯାଇଛି । ପୂର୍ବରୁ ଲୋକମାନେ କେବଳ ମାସ୍କ ପିନ୍ଧୁଥିଲେ କିନ୍ତୁ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଲୋକେ ବର୍ତ୍ତମାନ ଫେସସିଲ୍ଡ ପିନ୍ଧିବା ମଧ୍ୟ ଆରମ୍ଭ କରିଦେଲେଣି । ତେବେ ବହୁତ କମ ଲୋକ ଏହି ଫେସସିଲ୍ଡ ବ୍ୟବହାର କରିବାର…

ଟ୍ରାଇପୋଡ୍‌ ନଥିବାରୁ ଅନ୍‌ଲାଇନ୍‌ କ୍ଲାସ୍‌ ନେବାକୁ ଏମିତି ଜୁଗାଡ଼ କଲେ କେମେଷ୍ଟ୍ରି ଟିଚର, ସଲାମ୍‌ କଲେ ଲୋକେ

ତିନି ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି। ପରୀକ୍ଷାଗୁଡ଼ିକୁ ସ୍ଥଗିତ କିମ୍ବା ରଦ୍ଦ କରାଯାଉଛି। ଇତି ମଧ୍ୟରେ ଅନ୍‌ଲାଇନ୍‌ ଷ୍ଟଡି ବେଶ୍‌ ଜୋରସୋରରେ ଚାଲିଛି। ଶିକ୍ଷକମାନେ ଘରେ ରହି ଅନ୍‌ଲାଇନ୍‌ରେ କୋର୍ସ ସାରିବାରେ ଲାଗିପଡ଼ିଛନ୍ତି। ପିଲାମାନେ ମଧ୍ୟ କମ୍ପ୍ୟୁଟର ଓ ଫୋନ୍‌ ମାଧ୍ୟମରେ ପଢ଼ାର…