Browsing Tag

juhi chawla

ପୁଣି ଏକାଠି ନଜର ଆସିବେ ଶାହରୁଖ ଏବଂ ଜୁହି ଚାଓ୍ଵଲା ! ଅଭିନେତ୍ରୀ କଲେ ଖୁଲାସା

ଶାହରୁଖ ଖାନ ଏବଂ ଜୁହି ଚାଓ୍ଵଲାଙ୍କ ଯୋଡି ବଲିଉଡରେ ବେଶ୍‌ ଧମାଲ୍‌ କରିଥିଲା। ୯୦ ଦଶକରେ ଏହି ଦୁହିଁଙ୍କ ଯୋଡିକୁ ରୋମାଣ୍ଟିକ ଯୋଡି ବୋଲି କୁହାଯାଉଥିଲା। ଜୁହି ଏବଂ ଶାହରୁଖ ବଲିଉଡରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ‘ରାଜୁ ବନ୍‌ ଗେୟା ଜେଣ୍ଟଲମ୍ୟାନ, ୟସ ବସ୍‌, ଡ୍ୟୁପ୍ଲିକେଟ, ଫିର ଭି…

ମୁମ୍ବାଇ ଏୟାରପୋର୍ଟ ହଜିଗଲା ଜୁହିଙ୍କ ହୀରା କାନଫୁଲ, ଯିଏ ଖୋଜି ଦେବ ତାକୁ ପୁରସ୍କାର ମିଳିବ ବୋଲି ଟ୍ବିଟ କଲେ…

ଅଭିନେତ୍ରୀ ଜୁହି ଚାୱଲାଙ୍କ ଡାଇମଣ୍ଡର କାନଫୁଲ ମୁମ୍ବାଇ ବିମାନ ବନ୍ଦରରେ କୌଣସି ଏକ ସ୍ଥାନରେ ପଡିଯାଇଛି। ଏନେଇ ରବିବାର ଜୁହି ଚାୱଲା ଟ୍ୱିଟ୍ କରି କହିଛନ୍ତି । ତାଙ୍କ କାନଫୁଲ ହଜି ଯାଇଥିବାରୁ ଜୁହି ଚାୱଲା ଚିନ୍ତାରେ ଅଛନ୍ତି। ଆଉ ଯିଏ ଏହି ହଜିଯାଇଥିବା କାନଫୁଲ ଖୋଜିଦେବ ତାଙ୍କୁ…

ଏହି କାରଣରୁ ଜୁହି ଚାୱଲାଙ୍କ ପିଲା ଦେଖନ୍ତି ନାହିଁ ତାଙ୍କ ଫିଲ୍ମ

ଜୁହି ଚାୱଲା ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଜୁହି ମଡେଲିଂରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ, ଏବଂ ପରେ 1984 ରେ ମିସ୍ ଇଣ୍ଡିଆ ଟାଇଟଲ୍ ପାଇଥିଲେ । ଜୁହି ଚାୱଲା 1995 ମସିହାରେ ବ୍ୟବସାୟୀ ଜୟ ମେହେତାଙ୍କୁ ଗୁପ୍ତରେ ବିବାହ କରିଥିଲେ । ଜୁହି ଚାୱଲାଙ୍କର ଦୁଇଟି ସନ୍ତାନ…

ଯେତେବେଳେ ଜୁହିଙ୍କୁ ବିବାହ କରିବା ପାଇଁ ସଲମାନ ପହଂଚିଥିଲେ ତାଙ୍କ ଘରେ, କିଛି ଏମିତି କହିଥିଲେ ଜୁହିଙ୍କ ବାପା

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଫେୟାର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ସଲମାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ । ସଂଗୀତା ବିଜଲାନି, ସୋମି ଅଲି ଠାରୁ ଆରମ୍ଭ କରି ଐଶ୍ଵର୍ଯ୍ୟା ରାୟ, କ୍ୟାଟ୍ରିନା କୈଫ, ଲୁଲିଆ ଭଣ୍ଟୁରଙ୍କ ପର୍ଯ୍ୟନ୍ତ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସଲମାନ…

ଜୁହି ଚାଓ୍ଵଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌ ଖାନ୍‌ କିନ୍ତୁ ପିତାଙ୍କ ଠାରୁ ମିଳିଥିଲା ଏହି ଉତ୍ତର

ଜୁହି ଚାଓ୍ଵଲା ବଲିଉଡର ସବୁଠାରୁ ସୁନ୍ଦର ଅଭନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଆଜି ଜୁହି ଚାଓ୍ଵଲା ତାଙ୍କର ୫୨ତମ ଜନ୍ମଦିନ ପାଳନ କରିବେ। ପାଖାପାଖି ତିରିଶ ବର୍ଷ ପୂର୍ବରୁ ସେ ମିସ୍‌ ଇଣ୍ଡିଆ ପଦବୀ ହାସଲ କରିଥିଲେ। ଜୁହି ଚାଓ୍ଵଲା ୯୦ ଦଶକରେ ଚୁଳବୁଲି ଝିଅ ଭାବେ ଦର୍ଶକମାନଙ୍କ ମନରେ ରାଜ…

ଜୁହି ଓ ମାଧୁରୀଙ୍କ ଡ୍ୟାନ୍ସ ଦେଖି ମତୁଆଲା ହେଲେ ଦର୍ଶକ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଜୁହି ଚାଓ୍ଵଲା ଡ୍ୟାନ୍ସ ରିୟାଲିଟି ସୋ ‘‘ଡ୍ୟାନ୍ସ ଦିଓ୍ଵାନୀ’’ର ସେଟ୍‌ରେ ପହଞ୍ଚି ଧୁମ୍‌ ମଚାଇଛନ୍ତି। ଏ ଅବସରରେ ସେ ଶୋ’ର ଜଜ୍‌ ଏବଂ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ସହ ଷ୍ଟେଜ୍‌ରେ ଧମାକାଦାର୍‌ ଡ୍ୟାନ୍ସ କରିଥିଲେ। ଯାହା ଅଡିଏନ୍ସଙ୍କୁ ଖୁବ୍‌ ପସନ୍ଦ…