Browsing Tag

july

୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା, ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ SRCଙ୍କ ପକ୍ଷରୁ ଆଲର୍ଟ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆଲର୍ଟ କରାଯାଇଛି । ପ୍ରବଳ ବର୍ଷା ପ୍ରଭାବରେ ଅଚାନକ ବନ୍ୟା, ବନ୍ୟା ଭଳି…

ଜୁଲାଇରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଦେଖିନିଅନ୍ତୁ ଛୁଟି ତାଲିକା

ଆଉ ମାତ୍ର ୪ ଦିନ ପରେ ଜୁନ୍‌ ମାସ ସରିବାକୁ ଯାଉଛି। ତେଣୁ ଆଗାମୀ ଜୁଲାଇ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି ଆରବିଆଇ। ଜୁଲାଇ ମାସରେ ପାଖାପାଖି ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଜୁଲାଇରେ ରଥଯତ୍ରା, ବକ୍ରି ଇଦ୍‌ ସହିତ ବିଭିନ୍ନ ପ୍ରକାର ପୂଜା ପଡୁଛି। ଦ୍ୱିତୀୟ, ଚତୁର୍ଥ ଶନିବାର…

୬ ମାସ ହେଲା ସରକାର ପୂରଣ କଲେ ନାହିଁ ଦାବି, ଜୁଲାଇ ୧ ରୁ ରାଜ୍ୟବାପୀ ଘରୋଇ ବସ ଧର୍ମଘଟ ଡାକରା

ଭୁବନେଶ୍ବର(କେନ୍ୟୁଜ୍): ଜୁଲାଇ ୧ ରୁ ରାଜ୍ୟରେ ଘରୋଇ ବସ ଧର୍ମଘଟ। ଜୁନ ୩୦ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ। ୯ ଦଫା ଦାବି ନେଇ ଏହି ଧର୍ମଘଟ ଧମକ ଦେଇଛି ଘରୋଇ ବସ ମାଲିକ ସଂଘ।ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ ମାଲିକ…

ଆସନ୍ତା ମାସରୁ ମହଙ୍ଗା ହେବ ଟିଭି, ଫ୍ରିଜ ଏବଂ ଏସି, ୧୦-୧୨ % ବଢିଯିବ ଦାମ୍

ଯଦି ଆପଣ ଟିଭି, ଫ୍ରିଜ୍, ଏସି କିମ୍ବା ଲାପଟପ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ମାସରେ ହିଁ କିଣନ୍ତୁ କାରଣ ଆସନ୍ତା ମାସରୁ ଏଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି । କମ୍ପାନୀଗୁଡିକ କହିଛନ୍ତି ଯେ, କ୍ରମାଗତ ଭାବେ ଦ୍ରବ୍ୟ ମୂଲ୍ୟ ବଢିବା ସହ ଏବଂ ଅତ୍ୟାବଶ୍ୟକ ଉପାଦାନର ଅଭାବ…

ଏପରି ହୋଇଥାନ୍ତି ଜୁଲାଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ଜାଣନ୍ତୁ ତାଙ୍କ ବିଷୟରେ ଏହି ୮ଟି ଅଜଣା କଥା

ପ୍ରତ୍ୟେକ ବ୍ୟକ୍ତଙ୍କର ସ୍ବଭାବ ଏବଂ ଚରିତ୍ର ଭିନ୍ନଭିନ୍ନ ହୋଇଥାଏ। ତେବେ ଜଣଙ୍କର ଜନ୍ମ ମାସ ହିସାବରେ ଆପଣ ତାଙ୍କର ଚରିତ୍ର, ସ୍ବଭାବରୁ ଆରମ୍ଭ କରି ତାଙ୍କ ବିଷୟରେ ଅନେକ ଅଜଣା କଥା ମଧ୍ୟ ଜାଣିପାରିବେ। ତେବେ ଆଜି ଆମେ ଆପଣଙ୍କୁ ଜୁଲାଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ…