Browsing Tag

jundice case

ଲିଭର ଜଣ୍ଡିସରେ ପୀଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛି କୁନି ଝିଅ ଯାଜ୍ଞସିନୀ

ବୋଉ ମୁଁ ଆଉ ସହି ପାରୁନି । ଭାରି କଷ୍ଟ ହେଉଛି । ମୁଁ କଣ ଆଉ ଗାଁକୁ ଯିବିନି । ଜେଜେମା ମୋତେ ଆଉ ଗେଲ କରିବେନି କି ? ଭାଇ ମୁଁ ମିଶି ସ୍କୁଲ୍ ଯିବୁ । ମୋର କଣ ହୋଇଛି ବାପା ? ଏମିତି କିଛି ପଚାରୁଛି  କୁନି ଝିଅ ଯାଜ୍ଞସିନୀ । ଯାଜ୍ଞସିନୀର ଏହି ଦୁଇ ଚାରି ପଦ କଥା ଶୁଣି ପରିବାରର ଲୋକଙ୍କ…

ଜଣ୍ଡିସ ରୋଗରେ ଆକ୍ରାନ୍ତ ୧୦୦ରୁ ଉର୍ଦ୍ଧ୍ବ ଲୋକ, ଗଲାଣି ଜଣଙ୍କ ଜୀବନ

ପିଲା ଠୁ ବୁଢ଼ା ସମସ୍ତେ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ । ବୁଦ୍ଧି ବାଟ କିଛି ଦେଖା ଯାଉନି । ଯେତେ ହସ୍ପିଟାଲ ଗଲେ ବି ରୋଗ ଭଲ ହେଉନି । ୧୦୦ରୁ ଅଧିକ ଲୋକ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ । ଏନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ନୟାଗଡ଼ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଚାନ୍ଦପୁର ଓ…

ଗାଁରେ ବ୍ୟାପିବାରେ ଲାଗିଛି ଜଣ୍ଡିସ ରୋଗ, ଛୋଟ ପିଲାମାନେ ହେଉଛନ୍ତି ଅଧିକ ଆକ୍ରାନ୍ତ

ଦିନକୁ ଦିନ ବଢ଼ୁଛି ଜଣ୍ଡିସ ରୋଗୀଙ୍କ ସଂଖ୍ୟା । ଗାଁର ପିଲାଙ୍କ ଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଅଧିକାଂଶ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଲେଣି । କିନ୍ତୁ ଆବଶ୍ୟକୀୟ ଚିକିତ୍ସା ଅବହେଳା ସହିତ ପାଖରେ ଥିବା କାରଖାନାର ଧୂଆଁ ଲୋକଙ୍କ ଜୀବନକୁ ବିପର୍ଯ୍ୟସ୍ତ କରିଦେଲାଣି । ଏଭଳି ଘଟଣା ଦେଖା…

ଭଞ୍ଜନଗରରେ କାୟା ବିସ୍ତାର କରୁଛି ଜଣ୍ଡିସ୍ ରୋଗ, ଆକ୍ରାନ୍ତ ହେଉଛନ୍ତି ଛୋଟ ଛୁଆ

ଭଞ୍ଜନଗର: ପ୍ରଥମେ ପେଟ-ବ୍ୟଥା, ତା’ପରେ ବାନ୍ତି ଓ ଜ୍ବର ହେଉଛି । ଶେଷରେ ଜଣାପଡୁଛି ଏସବୁ ଜଣ୍ଡିସ୍ ରୋଗର ଲକ୍ଷଣ । ଗଲା ପ୍ରାୟ ୧୫ ଦିନ ହେଲା, ଏହି ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି ଜଣକ ପରେ ଜଣେ । ବିଶେଷ କରି କମ୍ ବୟସର ପୁଅ ଓ ଝିଅଙ୍କୁ ବ୍ୟାପୁଛି ଏହି ରୋଗ । ଗଞ୍ଜାମ ଜିଲ୍ଲା…

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ ପଡ଼ିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୫୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ କାଲି ପର୍ଯ୍ୟନ୍ତ ଏହି ସଂଖ୍ୟା ୪୯ ରହିଥିଲା ।…

ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିରେ ଜଣ୍ଡିସ ଆତଙ୍କ, ଦୂଷିତ ଜଳ ପିଇ ୭ ଶିଶୁ ଆକ୍ରାନ୍ତ

ପୁରୀ: ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିର ନାଣ୍ଡିପୁର ଗାଁରେ ଜଣ୍ଡିସ୍‌ ଆତଙ୍କ ଦେଖାଦେଇଛି । ଗାଁର ସାତ ଜଣ ଶିଶୁ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ବୟସ ୫ରୁ ୧୦ ବର୍ଷ ବୟସ ମଧ୍ୟରେ ହେବ ବୋଲି ଜଣାଯାଇଛି । ସେଭିତରୁ ଦୁଇ ଜଣ ଶିଶୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…