ସରିଲା ଜୁନିଅର୍ ବିଶ୍ଵକପର ଲିଗ୍ ମ୍ୟାଚ୍: ଇଜିପ୍ଟକୁ ୧୧-୦ ରେ ହରାଇଲା ଜର୍ମାନୀ
କେନ୍ୟୁଜ୍(ବ୍ୟୁରୋ): ଇଜିପ୍ଟ କୁ ୧୧-୦ ରେ ହରେଇଲା ଜର୍ମାନୀ। ଜର୍ମାନୀ ପ୍ରଥମ କ୍ୱାଟରରୁ ହିଁ ଦୁଇଟି ଗୋଲ୍ କରି ଇଜିପ୍ଟକୁ ବେକ ଫୁଟକୁ ନେଇ ଯାଇଥିଲା। ଜର୍ମାନୀ ସାମ୍ନାରେ ଫିକା ପଡ଼ିଛି ଇଜିପ୍ଟ। ଏହି ମ୍ୟାଚରେ ଇଜିପ୍ଟ ତରଫରୁ ଗୋଟିଏ ବି ଗୋଲ୍ କରି ପାରି ନଥିଲା। ଏହା ସହିତ ଜୁନିଅର୍…