Browsing Tag

jyotiraditya scindia

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ତଥା ଦିବଂଗତ ବରିଷ୍ଠ କଂଗ୍ରେସ ନେତା ମାଧବରାଓ ସିନ୍ଧିଆଙ୍କ ପତ୍ନୀ ମାଧବୀ ରାଜେ ସିନ୍ଧିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲାଇଫ୍‌ ସପୋର୍ଟିଂ ସିଷ୍ଟମ୍‌ରେ…

ଉତକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ, ଫ୍ଲାଗଅଫ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳାହାଣ୍ଡି ବିକାଶରେ ଯୋଡି ହେବ ନୂଆ ଫର୍ଦ୍ଦ। ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ବରରୁ ପହଞ୍ଚିବେ କଳାହାଣ୍ଡି। ଉତକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି…

ମହିଳା ସଫେଇ କର୍ମୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା, ଭାଇରାଲ ହେଉଛି…

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ସ୍ୱଭାବରେ ଏବେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। କେନ୍ଦ୍ରରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଦିନ ଠାରୁ ସେ ଖୁବ୍‌ କାମ କରୁଥିବା ଦେଖାଯାଇଛି। ସେ ଲୋକଙ୍କ ନିକଟକୁ ଯାଇ ତାଙ୍କ ସୁଖ ଦୁଃଖ ବାଣ୍ଟୁଥିବାର ଦେଖିବାକୁ…

ପୁରୁଣା ଅଭ୍ୟାସ କଣ ସହଜରେ ଛାଡ଼ିବ : ପ୍ରଚାର ସମୟରେ ଏମିତି ଭୁଲ୍‌ କଲେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ,…

ନୂଆଦିଲ୍ଲୀ: ଆସନ୍ତା ଦୁଇ ଦିନ ପରେ ଅର୍ଥାତ, ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ଉପନିର୍ବାଚନ। ଏ ନେଇ ସବୁ ଦଳର ନେତା ଭୋଟ ହାତେଇବା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରଚାର। ଏହା ଭିତରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରିଥିବା ଭୁଲକୁ ନେଇ ଜୋର ଧରିଛି ଚର୍ଚ୍ଚା। କଥାଟି ହେଉଛି କି, ନିଜ…

ବରିଷ୍ଠ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା ଓ ତାଙ୍କ ମା’ଙ୍କୁ କରୋନା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବରିଷ୍ଠ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ କରୋନା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ ସିନ୍ଧିୟା ଓ ତାଙ୍କ ମା’ ମାଧବୀ ରାଜେ ସିନ୍ଧିୟାଙ୍କର ରିପୋର୍ଟ କରୋନା ପଜିଟିଭ୍‌ ବାହାରିଛି। ଗତ ୪ ଦିନ ହେଲା ସେ…

ଗେରୁଆ ଶିବରରେ ସିନ୍ଧିଆ, କଂଗ୍ରେସକୁ ବାଏ ବାଏ କହି ବିଧିବଦ୍ଧ ଭାବେ ଦେଲେ ବିଜେପିରେ ଯୋଗ

କେନ୍ୟୁଜ୍(ବ୍ୟୁରୋ):ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ନୂଆ ପରିଚୟ । କଂଗ୍ରେସକୁ ବାଏ ବାଏ କହିଥିବା ସିନ୍ଧିଆ ବିଜେପିରେ ସାମିଲ ହୋଇଛନ୍ତି । ପଦ୍ମ ଧରିଛନ୍ତି ଜ୍ୟୋତିରାଦିତ୍ୟ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେିପରେ ସାମିଲ ହୋଇଛନ୍ତି । ତାଙ୍କୁ ସମର୍ଥନ କରି…

ମଧ୍ୟପ୍ରଦେଶ ମହାନାଟକ: ଆଜି ପଦ୍ମ ଧରି ପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୋପାଳ ବିଜେପି କାର୍ଯ୍ୟାଳୟରେ ବିଜେପିରେ…

ନୂଆଦିଲ୍ଲୀ: ଆଜି ପଦ୍ମ ଧରି ପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଭୋପାଳ ବିଜେପି କାର୍ଯ୍ୟାଳୟରେ ସେ ବିଜେିପରେ ଯୋଗ ଦେବା ସମ୍ଭାବନା ରହିଛି । ତାଙ୍କୁ ସମର୍ଥନ କରି କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକଙ୍କ ସହ ବିଜେପିରେ ମିଶିବେ ବୋଲି ଜଣାପଡିଛି । ଏପଟେ ରାଜ୍ୟସଭା ନିର୍ବାଚନ ନେଇ…

କଂଗ୍ରେସକୁ ସଙ୍କଟରେ ପକାଇ ଦେଲେ ଜ୍ୟୋତିରାଦିତ୍ୟ ଏଣେ ମଧ୍ୟପ୍ରଦେଶ ରାଜନୀତିର ଗୋଳିଆ ପାଣିରୁ ଫାଇଦା ନେବାକୁ ବିଜେପି…

କଥାରେ ଅଛି ରାଜନୀତିରେ କେହି ଚିର ଶତ୍ରୁ କିମ୍ବା ବନ୍ଧୁ ନୁହନ୍ତି । ସବୁ କିଛି ସମ୍ଭବ ହୋଇପାରେ କେବଳ ରାଜନୀତିରେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ଆକସ୍ମିକ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ ଯେତେବେଳେ ୨୦୦୧ରେ ମାଧବ ରାଓ ସିନ୍ଧିଆଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଫଳରେ ୨୦୦୨…

ହାତ ଛାଡିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଲେ…

ନୂଆଦିଲ୍ଲୀ: ହାତ ସହ ସମ୍ପର୍କ କାଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି । ଲେଖିଛନ୍ତି, କଂଗ୍ରେସ ସହ ୧୮ ବର୍ଷର…

ମଧ୍ୟ ପ୍ରଦେଶ: ପଦାରେ ପଡ଼ିଲା ଶାସକ କଂଗ୍ରେସର ଭିତିରି କନ୍ଦଳ, ସମୀକ୍ଷା ବୈଠକ ମଝିରୁ ଉଠି ପଳାଇଲେ ଜ୍ୟୋତିରାଦିତ୍ୟ…

ମଧ୍ୟ ପ୍ରଦେଶରେ ଶାସକ କଂଗ୍ରେସରେ ଭିତିରି କନ୍ଦଳ ପୁଣିଥରେ ପଦାରେ ପଡ଼ିଛି। ନିକଟରେ ଏଆଇସିସି ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ଯଦି ମଧ୍ୟ ପ୍ରଦେଶ ସରକାର ଘୋଷଣା ପତ୍ର ପୂରା ନ କରନ୍ତି, ତେବେ ସେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ବିକ୍ଷୋଭ ପ୍ରଦର୍ଶନ କରିବେ। ସିନ୍ଧିଆଙ୍କ ଏହି…

ନିଜ ଟ୍ଵିଟର ପ୍ରୋଫାଇଲ୍‌ରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୁଚାଇଲେ କଂଗ୍ରେସ ପରିଚୟ, ଉଲ୍ଲେଖ କଲେ ଲୋକ ସେବକ ଓ…

କେନ୍ୟୁଜ୍(ବ୍ୟୁରୋ): ନିଜ ଟ୍ଵିଟର ଆକାଉଣ୍ଟରେ ପରିଚୟ ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। ପୂର୍ବରୁ ଟ୍ଵିଟରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ସାଂସଦ ଭାବେ ଉଲ୍ଲେଖ କରିଥିବା ବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରିଛନ୍ତି । ବଦଳରେ କେବଳ ଲୋକ ସେବକ ଓ…

ହାତ ଛାଡ଼ି ପଦ୍ମ ଧରିବେ କି ଜ୍ୟୋତିରାଦିତ୍ୟ ସିନ୍ଧିଆ ? ପୋଷ୍ଟର ଭାଇରାଲ

ନୂଆଦିଲ୍ଲୀ : କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ମିଶିବେ କି ଜ୍ୟୋତିରାଦିତ୍ୟ ସିନ୍ଧିଆ ? ଏଭଳି ଏକ ଚର୍ଚ୍ଚା ଏବେ ଜୋର ଧରିଛି । ନିକଟରେ ଏକ ପୋଷ୍ଟର ଭାଇରାଲ୍‌ ହୋଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ପ୍ରମୁଖଙ୍କ ଫଟୋ ସହ ଜ୍ୟୋତିରାଦିତ୍ୟଙ୍କର ବଡ଼ ଫଟୋ…