ଭାଗ୍ୟର ଦ୍ୱାର ଖୋଲି ଦେଇଥାଏ ଏହି ଭାଗ୍ୟୋନ୍ନତି ମନ୍ତ୍ର, ଜାଣନ୍ତୁ କେମିତି କରିବେ ଏହାର ଜପ
ବ୍ୟକ୍ତିକୁ ତା’ର କର୍ମ ହିସାବରେ ଫଳ ମିଳିଥାଏ । କିଛି ଲୋକଙ୍କ ଭାଗ୍ୟ ଏତେ ପ୍ରଖର ହୋଇଥାଏ ଯେ ବିନା ପ୍ରୟାସରେ ତାଙ୍କୁ ସଫଳତା ମିଳିଥାଏ । ଜ୍ୟୋତିଷ ବିଦ୍ୟାରେ କିଛି ଏମିତି ଉପାୟ କୁହାଯାଇଛି,ଯାହା ଭାଗ୍ୟକୁ ବଦଳାଇବା ବା ଭାଗ୍ୟୋଦୟ କରିବାରେ ସହାୟକ ହୋଇଥାଏ । ଜ୍ୟୋତିଷରେ ଏପରି ଏକ…