ମରିଗଲା ମୁଖ୍ୟମନ୍ତ୍ରୀଙ୍କ କୁକୁର, ବିଚରା ଡାକ୍ତରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ
ତେଲେଙ୍ଗାନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଅଧିକାରୀ ବଙ୍ଗଳାରେ ଥିବା ପାଳିତ କୁକୁର ‘ହୁସ୍କି’ର ମୃତ୍ୟୁ ଘଟିଛି। ହୁସ୍କିର ମୃତ୍ୟୁ ପରେ ପଶୁ ଡାକ୍ତରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ବଞ୍ଜାରା ହିଲ୍ସ ପୋଲିସ ଷ୍ଟେସନ୍ରେ ଡାକ୍ତରଙ୍କ…