Browsing Tag

k.rabi kumar

ଡୋପ ଟେଷ୍ଟରେ ଧରାପଡ଼ିଲେ ଓଡ଼ିଆ ଭାରୋତ୍ତୋଳକ କେ. ରବି କୁମାର, ୪ବର୍ଷ ବାସନ୍ଦ କଲା ନ୍ୟାସନାଲ ଆଣ୍ଟି ଡୋପିଂ…

ଭୁବନେଶ୍ବର: ଡୋପ ଟେଷ୍ଟରେ ଧରାପଡ଼ିଲେ ଭାରୋତ୍ତୋଳକ କେ. ରବି କୁମାର। ଏନେଇ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍‌ସି- ନାଡା ରବିକୁମାରଙ୍କୁ ୪ବର୍ଷ ପାଇଁ ବାସନ୍ଦ କରିଛି। ତାଙ୍କ ସହ ଆଉ ୪ଜଣ ଖେଳାଳିଙ୍କୁ ମଧ୍ୟ ବାସନ୍ଦ କରାଯାଇଛି। ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସକ୍‌ସ ଥ୍ରୋ ଖେଳାଳି ଧରମ…