ଫିଲ୍ମ ‘କଭି ଖୁସି କଭି ଗମ୍’ରେ ବି ଅଭିନୟ କରିଛନ୍ତି ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍, ଦେଖନ୍ତୁ ଫଟୋ
ଆଜି ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି ଏନ୍ସିବି। ଡ୍ରଗ୍ସ ମାମଲାରେ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ଆଜି ଆର୍ଯ୍ୟନ୍ଙ୍କ ସମେତ ୮ ଜଣଙ୍କୁ ଏନ୍ସିବି ଗିରଫ କରିଛି। ତେବେ ଗିରଫ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଆର୍ଯ୍ୟନ୍। ତେବେ ଖୁବ୍ କମ୍ ଦର୍ଶକ ଜାଣିଥିବେ ଯେ…