Browsing Tag

kabir singh

କବିର ସିଂ ଉପରେ ଆସିଲା ଶାହିଦ କପୁରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିନାଙ୍କ ରିଆକ୍ସନ, କହିଲେ ଏପରି କଥା..

ଶାହିଦ କପୁରଙ୍କ ଫିଲ୍ମ ବକ୍ସ ଅଫିସରେ ସଫଳତାର ଶୀର୍ଷକୁ ସ୍ପର୍ଶ କରିସାରିଛି । ଏହି ଫିଲ୍ମକୁ ନେଇ କିଛି ଲୋକ ଶାହିଦଙ୍କୁ ସମାଲୋଚନା କରିଥିବା ବେଳେ ଆଉ କିଛି ଲୋକ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରିଥିଲେ । ଫିଲ୍ମ ରିଲିଜ ହେବାର ୪ ମାସ ପରେ ଶାହିଦଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିନା କପୁର…

ଅର୍ଜୁନ୍ କପୁରଙ୍କୁ ମିଳିଥିଲା ଫିଲ୍ମ ‘କବୀର ସିଂହ’ର ଅଫର୍‌, ହେଲେ ଜାଣନ୍ତୁ ଏହି ସୁଯୋଗକୁ କାହିଁକି କଲେ ହାତଛଡା

ଚଳିତ ବର୍ଷ ବକ୍ସ ଅଫିସ୍ ରେ ସବୁଠୁ ବଡ଼ ବ୍ଲକ୍ବଷ୍ଟର ଫିଲ୍ମ ଭାବେ ଧୂଆଁଧାର୍‌ ଇନ୍‌କମ୍‌ କରିଛି ‘କବୀର ସିଂହ’। ଫିଲ୍ମଟି ବକ୍ସ ଅଫିସ୍ ରେ ୩୫୦ କୋଟିରୁ ଅଧିକ ଟଙ୍କା ଆୟ କରି ଅଲ୍ ଟାଇମ୍ ବ୍ଲକବଷ୍ଟର ହୋଇଯାଇଛି। ଏହି ଫିଲ୍ମକୁ ନେଇ ଏବେବି କ୍ରେଜ୍ ରହିଛି। ତେଲୁଗୁ ଫିଲ୍ମ ‘ଅର୍ଜୁନ୍ ରେଡ୍ଡୀ’…

ସୋନାଙ୍କୁ ପସନ୍ଦ ହେଲାନି ‘କବୀର ସିଂହ’, କହିଲେ ଫିଲ୍ମ କରିବା ପୂର୍ବରୁ ନିଜ ଦାୟିତ୍ବ ବୁଝୁ ନାହାଁନ୍ତି ସାହିଦ

ସିନେମା ଘରେ ଧୁମ୍ ମଚାଉଛି ସାହିଦ୍ କପୁରଙ୍କ ଫିଲ୍ମ କବୀର ସିଂହ । ଫିଲ୍ମଟି ସାହିଦଙ୍କ କ୍ୟାରିୟର୍ ପାଇଁ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହୋଇପାରେ । ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ୨୦ କୋଟି ଆୟ କରିଛି କବୀର୍ ସିଂହ । ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି ସାହିଦ୍ ଏବଂ କିଆରାଙ୍କ ଯୋଡି । କିନ୍ତୁ…

‘କବିର ସିଂ’ର ଟ୍ରେଲର ହେଲା ଆଉଟ୍, ଭଲପାଇବା ପଛରେ ଜୀବନ ବାଜି ଲଗାଉଛନ୍ତି ସାହିଦ୍

ମୁମ୍ବାଇ : ଖୁବ ଦିନ ହେବ ଚର୍ଚ୍ଚା ହେଉଥିବା ସାହିଦ କପୁରଙ୍କ ‘କବିର ସିଂ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ଫିଲ୍ମରେ ମୁଖ୍ୟ କଳାକାର ଭାବେ ସାହିଦ କପୁର ଏବଂ କିଆରାଙ୍କୁ ଦେଖିବାକୁ ମିଳିଛି। ଟ୍ରେଲରରେ ସାହିଦଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି। କବିର ସିଂ ଫିଲ୍ମଟି ସାଉଥ ଫିଲ୍ମ…