ଆଉ ଏକ ନିର୍ଭୟା କାଣ୍ଡ: ନିର୍ଯାତନା ସହ ଗଣଦୁଷ୍କର୍ମର ଶିକାର ହେଲେ ମହିଳା
କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ନିର୍ଭୟା କାଣ୍ଡ । ନିକଟସ୍ଥ ଏକ ଗାଁ ନିକଟରୁ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉକ୍ତ ମହିଳାଙ୍କ ଘର ବୁଗୁଡ଼ା ଅଞ୍ଚଳରେ ବୋଲି…