Browsing Tag

KABUL BLASTS

କାବୁଲର ମସ୍‌ଜିଦ୍‌ରେ ବିସ୍ଫୋରଣ; ୮ ମୃତ, ନିଜକୁ ଦାୟୀ କହିଲା ଆଇଏସ୍

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଛିଏଥିରୁ ଗୋଟିଏ ଏଠାରେ ଥିବା ହଜାରା ମସ୍‌ଜିଦ ଉପରେ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ…

କାବୁଲ ସହରରେ ଆଜି ସକାଳ ସମୟରେ ଦୁଇଟି ବଡ ଧରଣର ବିସ୍ଫୋରଣ, କାରଣ ଅସ୍ପଷ୍ଟ

ଆଫଗାନିସ୍ତାନର ରାଜଧାନୀ କାବୁଲ ସହରରେ ଆଜି ସକାଳ ସମୟରେ ଦୁଇଟି ବଡ ଧରଣର ବିସ୍ଫୋରଣ ଘଟିଯାଇଛି । ଏହି ବିସ୍ଫୋରଣ ଗୁରୁଦ୍ୱାର ନିକଟବର୍ତ୍ତୀ ଅଂଚଳରେ ଘଟିଥିବା ନେଇ ଜଣାଯାଇଛି । ସୂଚନାରୁ ଜଣାଯାଇଛିଯେ ଏକାଧିକ ସଂଖ୍ୟାରେ ଗୁଳି ଫୁଟିବା ଶବ୍ଦ ମଧ୍ୟ ହୋଇଥିଲା ।| ଏହି ଘଟଣାରେ ଆହତଙ୍କ ସଂଖ୍ୟା…