Browsing Tag

Kailash Kher

‘ରାମ କା ଧାମ’ ଆନ୍ଥେମ ଗୀତ ରିଲିଜ, କୈଳାସ ଖେରଙ୍କ ସ୍ୱରରେ ସୁସଜ୍ଜିତ ଗୀତକୁ ସମସ୍ତେ କରୁଛନ୍ତି ପସନ୍ଦ

ସମଗ୍ର ଭାରତ ରାମଧୁନରେ ମଗ୍ନ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି । ଉତ୍ସବର ଆୟୋଜନ ଜୋରସୋରରେ ଚାଲିଛି । ଏଥିପାଇଁ ଅନେକ ସେଲିବ୍ରିଟିକୁ ନିମନ୍ତ୍ରଣ କରାଯାଇଛି । ଅନେକ ଗାୟକ ଏହିଦିନ ପରଫର୍ମ କରିବେ ।…

କର୍ଣ୍ଣାଟକରେ କୈଳାଶ ଖେରଙ୍କ ଉପରେ ଆକ୍ରମଣ; ହମ୍ପି ଉତ୍ସବରେ ଅନୁରୋଧର ଗୀତ ନ ଗାଇବାରୁ ଦର୍ଶକ ଫିଙ୍ଗିଲେ ପାଣି ବୋତଲ

କର୍ଣ୍ଣାଟକରେ ଆୟୋଜିତ ହମ୍ପି ଉତ୍ସବ ସମୟରେ ବଲିଉଡ୍‌ର ଲୋକପ୍ରିୟ ଗାୟକ କୈଳାଶ ଖେରଙ୍କୁ ପାଣି ବୋତଲ ଫିଙ୍ଗାଯାଇଛି। କୈଳାଶ ଖେର ଉତ୍ସବ ସମୟରେ ଷ୍ଟେଜ୍‌ ଉପରେ ଥିଲେ। ସେ ଗୀତ ଗାଉଥିବା ବେଳେ ହଠାତ୍‌ ଦର୍ଶକଙ୍କ ପଟୁ କେହି ଜଣେ କୈଳାଶଙ୍କ ଉପରକୁ ପାଣି ବୋତଲ ଫିଙ୍ଗିଥିଲେ। ଯଦିଓ ଘଟଣାସ୍ଥଳରେ…

ଭାରତୀୟ ହକି ଟିମ୍‌ର ମନୋବଳ ବଢାଇଲେ କୈଳାସ ଖେର, କହିଲେ ‘ହକି ପାଇଁ ଓଡିଶାରେ ରହିଛି ସ୍ୱତନ୍ତ୍ର ସ୍ଥାନ’

ହକି ବିଶ୍ୱକପ ୨୦୨୩କୁ ନେଇ ସମଗ୍ର ଓଡିଶାରେ ବେଶ୍‌ କ୍ରେଜ ରହିଛି। ଚଳିତଥର ପୁରୁଷ ହକି ବିଶ୍ୱକପର ଆୟୋଜନ ଓଡିଶାରେ ହୋଇଛି। ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ ଖେଳିଛି। ଭାରତ ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ଆଉ ଗୋଟିଏ ମ୍ୟାଚ୍‌ ଡ୍ର ରହିଛି । ଭାରତୀୟ ହକି ଟିମ୍‌ ଖେଳାଳିଙ୍କୁ…

ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତକାର ପ୍ରୀତମ୍‌ଙ୍କ ପିତାଙ୍କ ନିଧନ, ଟିଟ୍‌ କରି ସୂଚନା ଦେଲେ କୈଳାଶ ଖେର

ଲକ୍‌ଡାଉନ୍‌ ମଧ୍ୟରେ ବଲିଉଡ୍‌ ଜଗତରୁ ବହୁ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଇରଫାନ୍‌ ଖାନ୍‌, ଋଷି କପୁରଙ୍କ ପରେ ଏବେ ବଲିଉଡ୍‌ର ସଙ୍ଗୀତକାର ତଥା ଗାୟକ ପ୍ରୀତମଙ୍କ ପିତୃ ବିୟୋଗ ଘଟିଛି। ଏନେଇ କଣ୍ଠଶିଳ୍ପୀ କୈଳାଶ ଖେର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। କୈଳାଶ ଲେଖିଛନ୍ତି ଯେ ମୋ ବନ୍ଧୁଙ୍କ…

#MeTooର ପ୍ରଭାବ, କୈଳାଶ ଖେରଙ୍କୁ ଇଭେଣ୍ଟରୁ ବିଦା କଲେ ରାଜସ୍ଥାନ ସରକାର

ମୁମ୍ବାଇ : ବଲିଉଡ଼ର ଜଣାଶୁଣା ଗାୟକ କୌଳାଶ ଖେରଙ୍କ ଉପରେ ବିଗତ କିଛି ଦିନ ପୂର୍ବେ ଯୌନ ନିର୍ଯାତନାର ଅଭିଯୋଗ ଆସିଥିଲା। ଗୋଟିଏ ପରେ ଗୋଟିଏ ତାଙ୍କ ଉପରେ ମହିଳାଙ୍କର ଆରୋପ ବଢ଼ିଚାଲିଥିଲା। ଖାଲି ତାହା ନୁହଁ ଏଥିକାରଣରୁ ନିକଟରେ ଉଦୟପୁରରେ ହେବାକୁ ଥିବା ଏକ ସରକାରୀ ମ୍ୟୁଜିକ୍ ଇଭେଣ୍ଟରୁ ମଧ୍ୟ…

କୈଲାଶଙ୍କ ଖେରଙ୍କ ବିରୋଧରେ ଆସିଲା ଯୌନ ଶୋଷଣ ଅଭିଯୋଗ, ମହିଳା ପତ୍ରକାର କଲେ ଚାଂଚଲ୍ୟକର ଖୁଲାସା

ବଲିଉଡର ଲୋକପ୍ରିୟ ଗାୟକ କୈଲାଶ ଖେରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଯୌନ ଶୋଷଣ ଅଭିଯୋଗ ନାନା ପାଟେକରଙ୍କ ପରେ ଏବେ ଫସିଲେ କୈଲାଶ ଖେର । ଜଣେ ଫଟୋ ଜର୍ଣ୍ଣାଲିଷ୍ଟ କୈଲାଶଙ୍କ ସହ ମଡେଲ୍ କୁଲଫି ସେୟଦଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଅଭିଯୋଗ…