ହାପି ବାର୍ଥ ଡେ କାଜୋଲ, ରାତି ୧୨ରେ ନିଦରୁ ଉଠାଇ ଏପରି ଖାସ୍ ଅନ୍ଦାଜରେ ଓ୍ଵିସ୍ କଲେ ଅଜୟ ଦେବଗନ
ବଲିଉଡର ଚୁଲବୁଲି ଅଭିନେତ୍ରୀ କାଜୋଲଙ୍କର ଆଜି ହେଉଛି ଜନ୍ମଦିନ। କାଜୋଲ ଆଜି ନିଜର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ବର୍ଷ ୧୯୭୪ରେ ଜନ୍ମ ହୋଇଥିବା କାଜୋଲ ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀ, ଯିଏ କି ବଲିଉଡକୁ ବହୁତ ଗୁଡିଏ ହିଟ୍ ଫିଲ୍ମ ଦେଇଛନ୍ତି। ଏହାବ୍ୟତୀତ ସେ ଜଣେ ସ୍ତ୍ରୀ ଏବଂ ମାଆ…