ହନିମୁନ୍ ଯାଇ ନିଜର ବୋଲ୍ଡ ଫଟୋ ସେୟାର କଲେ କାଜଲ ଅଗ୍ରଓ୍ଵାଲ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ
କାଜଲ ଅଗ୍ରଓ୍ଵାଲ ଗତ ମାସ ୩୦ ତାରିଖରେ ଗୌତମ କିଚଲୁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ‘ସିଙ୍ଘମ’ ଫେମ ଅଭିନେତ୍ରୀ ନିଜର ଅନେକ ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ନଜର ଆସୁଛି। ଏବେ କାଜଲ ତାଙ୍କ ହନିମୁନ ଟ୍ରିପର କିଛି ଖାସ୍ ଫଟୋକୁ ସେୟାର…