Browsing Tag

kajol

ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଏବେ କାଜୋଲଙ୍କୁ ଟାର୍ଗେଟ୍‌, ଡିପ୍‌ଫେକର ଶିକାର ହେଲେ ଏହି ଅଭିନେତ୍ରୀ

ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫ୍‌ଙ୍କ ପରେ ଏବେ କାଜୋଲ। ନିକଟରେ ବଲିଉଡ୍‌ ଅଭିନେତ୍ରୀ କାଜୋଲ ଡିପ୍‌ଫେକର ଶିକାର ହୋଇଛନ୍ତି। କାଜୋଲ ପ୍ରଥମ ଅଭିନେତ୍ରୀ ନୁହଁନ୍ତି, ଯାହାଙ୍କ ଡିପ୍‌ଫେକ ଭିଡିଓ ଭାଇରାଲ ହୋଇଛି। ତାଙ୍କ ପୂର୍ବରୁ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫ୍‌ଙ୍କର ମଧ୍ୟ…

ହାପି ବାର୍ଥ ଡେ କାଜୋଲ, ରାତି ୧୨ରେ ନିଦରୁ ଉଠାଇ ଏପରି ଖାସ୍‌ ଅନ୍ଦାଜରେ ଓ୍ଵିସ୍‌ କଲେ ଅଜୟ ଦେବଗନ

ବଲିଉଡର ଚୁଲବୁଲି ଅଭିନେତ୍ରୀ କାଜୋଲଙ୍କର ଆଜି ହେଉଛି ଜନ୍ମଦିନ। କାଜୋଲ ଆଜି ନିଜର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ବର୍ଷ ୧୯୭୪ରେ ଜନ୍ମ ହୋଇଥିବା କାଜୋଲ ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀ, ଯିଏ କି ବଲିଉଡକୁ ବହୁତ ଗୁଡିଏ ହିଟ୍‌ ଫିଲ୍ମ ଦେଇଛନ୍ତି। ଏହାବ୍ୟତୀତ ସେ ଜଣେ ସ୍ତ୍ରୀ ଏବଂ ମାଆ…

ଖୁସି ଖବର! ଦୀର୍ଘ ବର୍ଷ ପରେ ରୁପେଲି ପରଦାରେ ଏକାଠି ନଜର ଆସିବେ ସୁପରହିଟ୍‌ ଯୋଡ଼ି ଶାହାରୁଖ ଖାନ୍‌ ଓ କାଜଲ

ବଲିଉଡ୍‌ ଷ୍ଟାର ଶାହାରୁଖ ଖାନ୍‌ ଓ କାଜଲଙ୍କ ଯୋଡ଼ି ୯୦ ଦଶକର ସବୁଠୁ ସୁପର ଡୁପର ହିଟ୍‌ ଯୋଡ଼ି। ଏବେ ବି ଏହି ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍‌ମାନେ ଚାହିଁ ବସିଥାନ୍ତି। ଶାହାରୁଖ ଖାନ୍‌ ଅନ୍ୟ ଅଭିନେତ୍ରୀଙ୍କ ସହ ଅଭିନୟ କରୁଥିଲେ ମଧ୍ୟ କାଜଲଙ୍କ ସହ ତାଙ୍କ ବଣ୍ଡିଂ କିନ୍ତୁ ସବୁଠୁ ଅଲଗା…

କାଜୋଲ ଜୁହୁରେ କିଣିଲେ ଦୁଇଟି ଆପାର୍ଟମେଣ୍ଟ; ଦାମ୍‌ କୋଟିଏ ଉପରେ!

ବଲିଉଡ ଅଭିନେତ୍ରୀ କାଜୋଲ ନିଜ ଅଭିନୟ ଯାଦୁରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। ଅଭିନେତା ଅଜୟ ଦେବଗନଙ୍କ ଅଭିନେତ୍ରୀ ପତ୍ନୀ କାଜୋଲ ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। କାହିଁକି ନା, ସେ ଜୁହୁ ଭଳି ଏକ ପୋସ୍ ଅଞ୍ଚଳରେ ଗୋଟିଏ ନୁହେଁ, ଦୁଇଟି ଆପାର୍ଟମେଣ୍ଟ ଏକ ସାଥୀରେ…

ପୂଜା ସମୟରେ ପରସ୍ପର ଭିତରେ ଝଗଡ଼ା ଲାଗିଗଲେ କଜୋଲ ଓ ତନୀଷା, ମଝିରେ ପଶି ଦୁଇଜଣଙ୍କୁ ଶାନ୍ତ କଲେ ମା’ ତନୁଜା

ବଲିଉଡ୍‌ ଅଭିନେତ୍ରୀ କଜୋଲ ନିଜର ଦୁର୍ଗା ପୂଜା ଭିଡିଓକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ସବୁ ଲୁକ୍‌କୁ ଲୋକେ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। କିନ୍ତୁ ପୂଜା ସମୟରେ ପେଣ୍ଡାଲ ନିକଟରେ ଅଭିନେତ୍ରୀଙ୍କର ନିଜ ଭଉଣୀ ସହିତ ହୋଇଥିବା ଝଗଡ଼ା ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଯାଇଛି। ତନୀଷା…

DDLJ କୁ ପୂରିଲା ୨୫ ବର୍ଷ, ଟ୍ଵିଟରରେ ନିଜ ନାଁ ବଦଳାଇ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଲେ ଶାହାରୁଖ ଓ କାଜୋଲ

ଦିଲ ଓ୍ଵାଲେ ଦୁଲହନିଆ ଲେ ଜାଏଁଗେ(ଡିଡିଏଲ୍‌ଜେ)କୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏ ଅବସରରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌, କାଜୋଲ, କରଣ ଜୋହରଙ୍କ ସମେତ ଫ୍ୟାନ୍‌ମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଶାହାରୁଖ ଓ କାଜୋଲ ଏ ଅବସରରେ ଟ୍ଵିଟରରେ ନିଜ ନାଁ ବି ବଦଳାଇଥିବା…

ଝିଅ ନ୍ୟାସାର ଫଟୋଶୁଟ ଫଟୋ ଶେୟାର କଲେ କାଜୋଲ, ଲେଖିଲେ ଏକ ଖାସ୍‌ ମେସେଜ୍‌

ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ନିକଟରେ ସେ ନିଜ ଝିଅ ନ୍ୟାସାର ଫଟୋ ଶେୟାର କରିଥିଲେ, ଯାହାକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଥିଲେ। କୁହାଯାଉଛି, ନ୍ୟାସା ଲାଟେଷ୍ଟ ଫଟୋଶୁଟ କରାଇଛନ୍ତି, ଯାହାକୁ ନେଇ କାଜୋଲ ବହୁତ ଖୁସି ଅଛନ୍ତି। ଏହି ଦୁଇଟି ନୂଆ…

୧୩ ବର୍ଷ ପରେ ପୁଣି ଧୋକା ଦେଲେ ସୈଫ, ସୋସିଆଲ ମିଡିଆରେ ନିଜର ଦୁଃଖ ବଖାଣିଲେ କାଜଲ

ଫିଲ୍ମଷ୍ଟାର ତଥା ସେଲିବ୍ରିଟି ମାନଙ୍କ ଭିତରେ ଥିବା ଭଲ ସମ୍ପର୍କ କଥା ତାହା ତ ସମସ୍ତଙ୍କୁ ଜଣା । ଏହାବାଦ ନିଜ ନିଜ ଭିତରର ବିବାଦ କାରଣରୁ ବି ସେମାନେ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି । ଏମିତି ହିଁ ଏକ ଖବର ନିକଟରେ ସାମ୍ନାକୁ ଆସିଛି । ତାହା ପୁଣି ଅଭିନେତ୍ରୀ କାଜଲ ଓ ସୈଫ ଅଲ୍ଲୀ ଖାଁଙ୍କୁ…

ଶାହରୁଖଙ୍କୁ ବିବାହ କରିବା ନେଇ ଫ୍ୟାନ ପଚାରିଲେ କାଜଲଙ୍କୁ ପ୍ରଶ୍ନ, ଉତ୍ତରରେ ଅଭିନେତ୍ରୀ କହିଲେ..

ବଲିଉଡ ଅଭିନେତ୍ରୀ କାଜଲ ନିକଟରେ ଇନଷ୍ଟାଗ୍ରାମ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କ ସହିତ ଯୋଡି ହୋଇଛନ୍ତି । ଏହି ସମୟରେ ତାଙ୍କର ଫ୍ୟାନମାନେ କାଜଲଙ୍କ ଜୀବନ ଏବଂ ମନପସନ୍ଦର ଜିନିଷକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ । ତେବେ ଜଣେ ଫ୍ୟାନ କାଜଲଙ୍କୁ ଏପରି ଏକ ପ୍ରଶ୍ନ ପଚାରିଦେଇଥିଲେ ଯାହାକି…

ଇଣ୍ଟରନେଟରେ ଅଜୟ ଦେବଗନଙ୍କ ପୁଅ ୟୁଗ୍‌ କୁ ନେଇ ଚର୍ଚ୍ଚା, ଏହି ଖାସ୍‌ କାରଣରୁ ପୁରା ବଲିଉଡ୍‌ ଜଣାଉଛି ଶୁଭେଚ୍ଛା

ଅଜୟ ଦେବଗନ୍‌ ଏବଂ କାଜୋଲ୍‌ ନିଜର କ୍ୟାରିୟର ସହିତ ବୈବାହିକ ଜୀବନକୁ ମଧ୍ୟ ଏନଜୟ କରିଥାନ୍ତି । ଏହି କପଲଙ୍କର ଦୁଇଟି ଛୁଆ ନିସା ଏବଂ ୟୁଗ୍‌ ଅଛନ୍ତି । ଆଜି ପୁଅ ୟୁଗ୍‌ ଙ୍କର ବାର୍ଥ ଡେ ଏବଂ ସେ ୯ବର୍ଷର ହୋଇଯାଇଛନ୍ତି । ଏହି ମୌକାରେ କାଜୋଲ ଏବଂ ଅଜୟ ପୁଅକୁ ବାର୍ଥ ଡେ ଓ୍ଵିସ୍‌ କରି…

ସର୍ଜରୀ ପରେ ଏମିତି ହୋଇଯାଇଛି କାଜୋଲଙ୍କ ମା’ ତନୁଜାଙ୍କ ଅବସ୍ଥା, ଏବେ ଚିହ୍ନିବା ମଧ୍ୟ ହୋଇଯାଉଛି କଷ୍ଟକର

ବଲିଉଡ୍ ଅଭିନେତ୍ରୀ କାଜୋଲ ଗତ କିଛି ଦିନ ହେବ ବହୁତ ଖରାପ ଦିନରେ ଗତି କରୁଛନ୍ତି । ୨୭ ମଇରେ ତାଙ୍କ ଶ୍ବଶୂର ବୀରୁ ଦେବଗନଙ୍କ ପରଲୋକ ହୋଇଥିଲା । ଏହାପରେ ତାଙ୍କ ମା' ତନୁଜା ମୁଖର୍ଜୀ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ନିଶ୍ବାସ ନେବାରେ କଷ୍ଟ ଅନୁଭୂତ ହେଉଥିଲା ଯାହାଫଳରେ ତାଙ୍କର ସର୍ଜରୀ…

ପୁଣି ପରଦାରେ ଏକାଠି ନଜର ଆସିବେ ମୋଷ୍ଟ ରୋମାଣ୍ଟିକ୍ ଶାହରୁଖ ଓ କାଜୋଲ

ମୁମ୍ବାଇ : ପୁଣି ଥରେ ବଡ ପରଦାରେ ଏକାଠି ସ୍କ୍ରିନ୍ ସେୟାର କରିବେ ବଲିଉଡର ରୋମାଣ୍ଟିକ୍ ଯୋଡି ଶାହରୁଖ ଓ କାଜୋଲ । ଚର୍ଚ୍ଚା ହେଉଛି ଫିଲ୍ମ ହିନ୍ଦୀ ମିଡିୟମର ସ୍ୱିକେଲରେ ଏହି ଯୋଡି କାମ କରିବେ । ତେବେ ତାଙ୍କ ସହ ଫରହାନ୍ ଅଖତାର ମଧ୍ୟ ହିନ୍ଦୀ ମିଡିୟମର ସ୍ୱିକେଲରେ ଅଭିନୟ କରିବେ । କାଜୋଲ ଓ…