Browsing Tag

kajol

ମା’ଙ୍କୁ ଦେଖିବା ପରେ ମୁଁ ଅଭିନୟ କରିବାକୁ ଚାହୁଁ ନଥିଲି : କାଜଲ

ମୁମ୍ବାଇ : ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ବଲିଉଡ ଅଭିନେତ୍ରୀ କାଜଲ। ପ୍ରାୟ ଦୁଇ ଦଶକ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାଜ୍‌ କରୁଛନ୍ତି। ମାତ୍ର ବାସ୍ତବରେ ସେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ ବୋଲି କହିଛନ୍ତି କାଜଲ। ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି…

କାଜୋଲଙ୍କ ଫୋନ୍ ନମ୍ବର ସୋସିଆଲ ମିଡ଼ିଆରେ ଶେୟାର କରିଦେଲେ ଅଜୟ , ତା’ପରେ କଣ ହେଲା ଜାଣନ୍ତୁ

ମୁମ୍ବାଇ : ବଲିଉଡ଼ କଳାକାର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବା ପାଇଁ ଅନେକ ପ୍ରକାରର କାମ କରିଥାନ୍ତି। ସେହିପରି ଏକ କାମ ନିକଟରେ କରିଛନ୍ତି ବଲିଉଡ଼ ଅଭିନେତା ଅଜୟ ଦେବଗନ୍। ଯାହାପରେ ସ୍ୱାମୀ ଅଜୟ ଦେବଗନଙ୍କ ପ୍ରାଙ୍କରେ ରାଗିଯାଇଛନ୍ତି କାଜୋଲ। କଥା କଣ କି, ସୋସିଆଲ ମିଡିଆରେ ଅଜୟ…

କାଜଲଙ୍କ ଫ୍ୟାନଙ୍କ ପାଇଁ ଖରାପ ଖବର ।

ମୁମ୍ବାଇ : ପୁଣି ଥରେ ଚଲବୁଲି ନାୟିକା ନିଜର ଅଭିନୟର ଜଲୱା ବଡ଼ପରଦାରେ ଦେଖାଇବାକୁ ଯାଉଛନ୍ତି। ନିକଟରେ ରିଲିଜ୍ ହେବାକୁ ଥିବା ହେଲିକ୍ୟାପ୍ଟର ଇଲାର ରିଲିଜ ଡେଟ୍‌ ଘୁଞ୍ଚିଛି। ପୂର୍ବରୁ ଫିଲ୍ମଟି ୭ସେପ୍ଟେମ୍ବରରେ ରିଲିଜ ହେବାକୁ ଥିବା ବେଳେ ଏବେ ତାହା ଅକ୍ଟୋବର ୧୨ରେ ରିଲିଜ ହେବ ବୋଲି…