ଆଗକୁ ଆସୁଛି ରକ୍ଷା ବନ୍ଧନ, ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ କାଜୁ କତଲୀ
ଓଡିଶାରେ କିଛି ପର୍ବପର୍ବାଣୀ ହେଲେ ପ୍ରଥମେ ଘରେ ପିଠାପଣା ଏବଂ ମିଠା ପ୍ରସ୍ତୁତ ହୋଇଥାଏ। ପାର୍ବଣ ଋତୁରେ ଘରେ ମିଠା ଏବଂ ପିଠାପଣାର ଆସର ଜମେ। ଆଗକୁ ଆସୁଛି ରକ୍ଷା ବନ୍ଧନ। ତେଣୁ କରୋନା କାଳରେ ବାହାରୁ ନୁହେଁ ଘରେ ବନାନ୍ତୁ ଟେଷ୍ଟୀ ମିଠା ରେସିପି। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କାଜୁ…