Browsing Tag

kakatapur

୩୦ ବର୍ଷ ଧରି ପଲିଥିନ ଢଙ୍କା ଝାଟିମାଟି କୁଡିଆରେ ବିତୁଛି ଜୀବନ, ଆବାସ ଯୋଜନା ପାଲଟିଛି ସାତ ସପନ

କାକଟପୁର(କେନ୍ୟୁଜ୍‌): କାକଟପୁର ବ୍ଲକର ଅବଦାନ ପଞ୍ଚାୟତର ତେଲିକୁଦ ଗାଁର ପୁନେଇ ବେୱା । ବୟସ ଆସି ୮୦ ଛୁଇଁଲାଣି । ପରିବାର କହିଲେ ଝିଅ ଜ୍ଵାଇଁ ସହିତ ତିନିଜଣ ନାତୁଣୀଙ୍କୁ ନେଇ ଅଭାବି ପରିବାର । ପୁନେଇ ମାଉସୀଙ୍କ ପୁଅଟିଏ ଥିଲା ସେ ଆଜିକୁ ୩୦ ବର୍ଷ ହେବ କୁଆଡେ ଯାଇଛି ଯେ ଯାଇଛି ତାପରେ…

ଭୁଶୁଡିଲା ଡାକ୍ତରଖାନାର ସିଲିଂ, ଘଟଣାର ୨୪ ଘଣ୍ଟା ପରେ ବି ହୋଇନି ମରାମତି କାମ

ପୁରୀ (କେନ୍ୟୁଜ୍‌): ଭୁଶୁଡିଲା ଡାକ୍ତରଖାନା ସିଲିଂ । ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସିଲିଂ ଭୁଶୁଡି ପଡିଛି । ଏହି ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କରାଯାଇଛି I ୭୬ ଲକ୍ଷ ୫୪ ହଜାର ୪୫୧ ଟଙ୍କା ଖର୍ଚ୍ଚ ହୋଇଛି । ନିମାପଡା…

କ୍ରିକେଟ ମ୍ୟାଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲେ ଡ୍ୟାନ୍ସିଂ ଅମ୍ପାୟାର, ଜମିଲା ଶହ ଶହ ଲୋକଙ୍କ ଭିଡ଼

କ୍ରିକେଟ ଖେଳ ଏବେ ଯୁବବର୍ଗ ମାନଙ୍କର ସବୁଠାରୁ ଅଧିକ ପସନ୍ଦର ଖେଳ ସାଜିଛି । ଭାରତ ବର୍ଷରେ ସର୍ବାଧିକ ଲୋକପ୍ରିୟ ଖେଳ ଭାବରେ କ୍ରିକେଟକୁ ଲୋକମାନେ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ରାଜ୍ୟର କୋଣ ଅନୁକୋଣରେ କ୍ରିକେଟ ଖେଳ ହେଉଥିବା ଦେଖିବାକୁ ମିଳିଥାଏ । ସମାନ ଭାବେ ଅସ୍ତରଙ୍ଗ ଅଞ୍ଚଳରେ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ; ୪ ଗୁରୁତର

କାକଟପୁର (କେନ୍ୟୁଜ): କାକଟପୁରରେ ବାଇକ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର । କାକଟପୁର ଉକୁଳେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାକଟପୁର ପଟୁ ଏକ ବାଇକରେ ୨ ଜଣ ଯୁବକ ଦ୍ରୁତ ଗତିରେ ଆସୁଥିବା ସମୟରେ ବାଇକରେ ଯାଉଥିବା ବାପା ଓ ଦୁଇ ଜଣ ଝିଅଙ୍କୁ ଧକ୍କା ଦେଇଥିଲେ।…

ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାରରେ ମା ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ମାନସିକ ପୂର୍ଣ୍ଣ ପାଇଁ ଆସିଛନ୍ତି ଅନେକ…

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ମଙ୍ଗଳା | ସବୁ ପର୍ବ ମାନଙ୍କ ମଧ୍ୟରୁ ଚୈତ୍ର ମାସର ଝାମୁଜାତ୍ରା ହେଉଛି ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଯାତ୍ରା | ଏହି ମାସର ପ୍ରତେକ ମଙ୍ଗଳବାର ଦିନ ରାଜ୍ଯର ବିିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମା ମଙ୍ଗଳାଙ୍କ ପୀଠକୁ ଆସିଥାନ୍ତି ଏବଂ ମା'…

କାକଟପୁରରେ ପାଳିତ ହୋଇଛି ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ନେତ୍ରୋତ୍ସବ ମେଳା, ଯୋଗ ଦେଇଛନ୍ତି ଶହ ଶହ ଭକ୍ତ

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଏହାରି ମଧ୍ୟରେ ଆରମ୍ଭ ହୋଇଛି କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା।ଏହି ଯାତ୍ରା ଦୀର୍ଘ ୧ମାସ ପର୍ଯ୍ୟନ୍ତ ଚାଲିବ। ପରମ୍ପରା ଅନୁଯାୟୀ ଆଜି ପ୍ରଥମ ପାଳିଯାତ୍ରାର ନେତ୍ରୋତ୍ସବ ବା ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଛି। ନିୟମ…

କରୋନା ଛଡେଇ ନେଉଛି ଓଡ଼ିଶାର ଖୁସି , କାକଟପୁର ମଙ୍ଗଳା ମନ୍ଦିର ବେଢାରେ ଭକ୍ତଙ୍କ ବିନା ଚାଲିଲା ମା’ଙ୍କ କାଳିକା…

କାକଟପୁର(କେନ୍ୟୁଜ): କାକଟପୁର ବାସିନୀ ମା ଙ୍କ ଚାଲିଛି ଚୈତ୍ର ମାସ ପାଳି ଯାତ୍ରା । Covid-୧୯ ର ପ୍ରଭାବରେ ଆଉ ୨୧ ଦିନିଆ ତାଲାବନ୍ଦ ଚାଲିଥିବାରୁ ଭକ୍ତ ସବୁ ଆସୁନ।ହାନ୍ତି । ମନ୍ଦିର ରେ ପାରମ୍ପରିକ ନୀତି ସବୁ ଚାଲିଛି । କିନ୍ତୁ ମାଙ୍କ ଝାମୁଯାତ୍ରା ସମୟରେ ମାଙ୍କ ଚଳନ୍ତି ପ୍ରତିମା…

କରୋନା ଭାଇରସ ଭୟ ନେଇ ଚୀନ୍‌ରୁ ଫେରିଲେ ଓଡିଆ ଯୁବକ, ଥଣ୍ଡା ଓ ଛିଙ୍କ ହେଉଥିବାରୁ ଅତଙ୍କିତ ଅଛନ୍ତି ପରିବାର ଲୋକ

କାକଟପୁର(କେନ୍ୟୁଜ୍):   ଚୀନରେ କରୋନା ଭାଇରସ ଭୟ ନେଇ ଚୀନ୍‌ରୁ ଫେରିଲେ ଓଡିଆ ଯୁବକ। ପୁରୀ ଜିଲ୍ଲା କାକଟପୁର ବ୍ଲକର କୁଣ୍ଢେଇ ପଂଚାୟତ ବାଲିସାହି ଗାଁର ସମ୍ବିତ ନାୟକ ଚୀନ୍‌ର ଉସୀ ସହରରେ ଚାକିରୀ କରିଥିଲେ। କରୋନା ଭାଇରସ୍‌ର ଭୟାବହତା ଦେଖି ସେ ଚୀନ୍‌ରୁ ନିଜ ଗାଁକୁ ଫେରି ଆସିଛନ୍ତି।…