ମା’ ମଙ୍ଗଳାଙ୍କ ପଦ୍ମବେଶ ଦର୍ଶନ କରି ସାନିଧ୍ୟ ଲାଭ କଲେ ଭକ୍ତଗଣ
କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ମଙ୍ଗଳା । ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ମା’ ମଙ୍ଗଳାଙ୍କ ପୀଠ । ଓଡିଶାରେ ରହିଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରୁ କାକଟପୁର ର ମା ମଙ୍ଗଳାଙ୍କ ଶାକ୍ତିପୀଠ ହେଉଛି ପ୍ରମୁଖ ଶକ୍ତିପୀଠ । ମା' ମଙ୍ଗଳା କାହିଁ କେଉଁ ଆବହମାନ କାଳରୁ କାକଟପୁରରେ…