Browsing Tag

kakatpur mangala

ଚାଲିଛି ମାଆ ମଙ୍ଗଳାଙ୍କ ଷୋଡଶ ଉପଚାର ପୂଜା, ସ୍ୱତନ୍ତ୍ର ପୁରୋହିତଙ୍କ ଦ୍ୱାରା କରାଯାଉଛି ଚଣ୍ଡୀପାଠ

କାକଟପୁର: ଶରତର ଆଗମନରେ ଉତ୍ସବ ମୁଖର ହୋଇଉଠିଛି ଧରାପୃଷ୍ଠ । ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୂର୍ଗା । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମହାନ ପ୍ରତାପୀ ମହିଷାସୁର ପୃଥିବୀ ପୃଷ୍ଠରେ ଆତଙ୍କ ରଚାଇ ଦେବତା ,ମାନବଙ୍କ ଉପରେ ଅତ୍ୟାଚାର କରୁଥିବା ସମୟରେ, ଏହି ଦାନବ ଠାରୁ ପୃଥିବୀକୁ ଆଶ୍ଵସ୍ତ…

ମା ମଙ୍ଗଳାଙ୍କ ଦର୍ଶନରୁ ବଞ୍ଚିତ ହେଲେ ଭିନ୍ନକ୍ଷମ ମହିଳା ଭକ୍ତ

କାକଟପୁର : କିଏ କୁହେ ମା ମଙ୍ଗଳା ଲଙ୍କାର ଦେବୀ ତ ଆଉ କିଏ ମାଆଙ୍କୁ ସର୍ବଭାରତୀୟା ଓ ସର୍ବ ଉତ୍କଳୟା ଦେବୀ ବୋଲି କହିଥାନ୍ତି । ଜଗତର ନାଥ ଜଗନ୍ନାଥଙ୍କ ଦାରୁର ଠିକଣା ବତାଉଥିବା ମା ’ମଙ୍ଗଳାଙ୍କ ପୀଠଟି ଓଡ଼ିଶାର ପ୍ରମୁଖ ଦେବୀ ପୀଠ ମଧ୍ୟରେ ଅନ୍ୟତମ । ମା’ଙ୍କ ଆବିର୍ଭାବକୁ ନେଇ ବିଭିନ୍ନ…

ସରିଲା କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ଝାମୁଯାତ୍ରା

କାକଟପୁର : ସରିଲା କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା। ଏକ ମାସ ବ୍ୟାପୀ ଚାଲିଥିବା ଯାତ୍ରାର ଶେଷ ଦିନରେ ମା ମଙ୍ଗଳା ଭକ୍ତମାନଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି। ମାନସିକଧାରୀ ଘଣ୍ଟ ପାଟୁଆ ସେବକ ମାନେ ଆଜି ମାଙ୍କ ମନ୍ଦିର ସିଂହଦ୍ଵାର ସାମ୍ନାରେ ଡହ ଡହ ରଡ଼ ନିଆଁରେ…

କାକଟପୁରର ମା’ମଙ୍ଗଳାଙ୍କ ଆଜି ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ଼

କାକଟପୁର (କେନ୍ୟୁଜ): ଆଜି ହେଉଛି କାକଟପୁର ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ।  ଏଥିପାଇଁ ମା'ମଙ୍ଗଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ମଙ୍ଗଳା ମନ୍ଦିରରେ ପହଞ୍ଚି ଲମ୍ବା ଧାଡ଼ିରେ ମାଙ୍କୁ…

ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ଲାଗିଛି ଭକ୍ତଙ୍କ ଭିଡ଼

କାକଟପୁର ମା ମଙ୍ଗଳାଙ୍କ ଆଜିଠାରୁ ଆରମ୍ଭ ହେଲା ଚୈତ୍ରମାଷ ମଙ୍ଗଳବାର ପାଳିଯାତ୍ରା, ଚୈତ୍ରମାଷର ପ୍ରଥମ ମଙ୍ଗଳବାରରେ ପ୍ରଥମ ପାଳିଯାତ୍ରା ଆଜି ଆରମ୍ଭ ହୋଇଛି । ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଆଜିଠୁ ମା'ଙ୍କର ପ୍ରସିଦ୍ଧ…

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର: ଚଳଚଞ୍ଚଳ ମା’ଙ୍କ ପୀଠ, ବ୍ରତଧାରୀଙ୍କ ପନ୍ଥେଇ ପୂଜା

କାକଟପୁର (କେନ୍ୟୁଜ): ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ ।  ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ । ଆଜି ମା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କ ନିକଟରେ ଯାହା…

ଶୀତରୁ ରକ୍ଷା ପାଇଁ ମା’ମଙ୍ଗଳା ପିନ୍ଧିଲେ ଶୀତ ବସ୍ତ୍ର

କାକଟପୁର(କେନ୍ୟୁଜ) : ଶୀତରୁ ରକ୍ଷା ପାଇଁ ମା'ମଙ୍ଗଳା ପିନ୍ଧିଲେ ଶୀତ ବସ୍ତ୍ର । ମଙ୍ଗଳା ମନ୍ଦିର ନୀତି ଅନୁଯାୟୀ ଓଢଣ ଷଷ୍ଠୀ ଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ କାକଟପୁର ମା ମଙ୍ଗଳା ମନ୍ଦିରରେ ଘୋଡ ଲାଗି ନୀତି ଆରମ୍ଭ ହୋଇଛି। ସେହିଭଳି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମା…

ମା କାକଟେଇଙ୍କ ନାମରେ ନାମିତ ହୋଇଛି କାକଟପୁର

ଉତ୍କଳୀୟ ମାନଙ୍କ ଧର୍ମୀୟ ଭାବନା ବେଶ ନିଆରା। ପ୍ରାଚୀନ ସମୟରୁ ଏହି ସଂସ୍କୃତି ସହିତ ଯୋଡ଼ି ହୋଇଛି ଅନେକ ଧର୍ମ, ବିଶ୍ବାସ,ପରମ୍ପରାର ଲିପିବଦ୍ଧ ଗାଥା। ଅନେକ ମଠ, ମନ୍ଦିର ଯାହା ଆଜି ଦେଖିବାକୁ ମିଳୁଛି ତାହା ପ୍ରାଚୀନ ଇତିହାସ କୁ ଜାବୁଡି ଧରିଥିବାର ଅନେକ ପ୍ରମାଣ ମିଳେ । ଆଜି ସେହିଭଳି ଏକ…

ମା’ ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ବେଶ

ଆଜି ହେଉଛି ପବିତ୍ର ଦେବସ୍ନାନ ପୁର୍ଣିମା । ଆଜିର ଦିନରେ ନୀଳାଦ୍ରିନାଥ ମହାପ୍ରଭୁ ଜଗନ୍ନାଥ ଏବଂ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆରମ୍ଭ ହୋଇଥାଏ ରଥଯାତ୍ରାର ଆରମ୍ଭ । ସେହି ଅବସରରେ ଆଜିର ଦେବସ୍ନାନ ପୁର୍ଣିମାରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ମନ୍ଦିର ରେ ଆୟୋଜିତ ହୋଇଥାଏ ସ୍ଵତନ୍ତ୍ର ପରମ୍ପରା…

କାକଟପୁରରେ ମା’ ମଙ୍ଗଳାଙ୍କ ନେତ୍ର ଉତ୍ସବ, ମନ୍ଦିର ଚୂଳରେ ବନ୍ଧାଗଲା ବାନା

କାକଟପୁର(କେନ୍ୟୁଜ୍‌) : ଚୈତ୍ରମାସର ପ୍ରଥମ ମଙ୍ଗଳବାରରେ କାକଟପୁରର ପ୍ରସିଦ୍ଧ ମା' ମଙ୍ଗଳାଙ୍କ ନେତ୍ର ଉତ୍ସବ । ମା' ମଙ୍ଗଳାଙ୍କୁ ଉଦ୍ଧାର କରାଯାଇଥିବା ଦିନଟିକୁ ମା'ଙ୍କ ଜନ୍ମ ମହୋତ୍ସବ ଭାବେ ପାଳନ କରାଯାଇଥାଏ । ବର୍ଷକୁ ଥରେ ଏହି ଦିନରେ ମନ୍ଦିର ଚୂଳରେ ବନ୍ଧଯାଏ ବାନା ଅପର୍ଣ୍ଣା ।…

ଧନୁ ସଂକ୍ରାନ୍ତି ଅବସରରେ ଆଜି ଦେବଦେବୀଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ମଙ୍ଗଳା| ଓଡିଶାରେ ରହିଥିବା ବିର୍ଭିଣ୍ଣ ଶକ୍ତିପୀଠ ମଧ୍ୟରୁ କାକଟପୁର ର ମା ମଙ୍ଗଳାଙ୍କ ଶାକ୍ତିପୀଠ ହେଉଛି ପ୍ରମୁଖ ଶକ୍ତିପୀଠ ମା’ ମଙ୍ଗଳା କାହିଁ କେଉଁ ଆବହମାନ କାଳରୁ କାକଟପୁରରେ ଅଧିଷ୍ଠିତ ହୋଇ ଆସୁଛନ୍ତି | ନୃସିଂହ ପୁରାଣ ମତ ଅନୁଯାଇ ମା’…

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ନିକଟରେ ଆରମ୍ଭ ହେଲା ଷୋଡଶ ଉପଚାର ପୂଜା ,୧୦୮ ଗରା ସୁବାସିତ ଜଳରେ ସ୍ନାନ…

କାକଟପୁର (କେନ୍ୟୁଜ): ଆଜିଠାରୁ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ପୁରୀ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କାକଟପୁରର ମା ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ରୀତିନୀତି ଓ ପୂଜା। ଅଧିଷ୍ଠାତୀ ଦେବୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ମା'ଙ୍କ ନିକଟରେ…