ମଙ୍ଗଳା ସେବାୟତ ନିଯୋଗ ପକ୍ଷରୁ ଆରମ୍ଭ କରାଯାଇଛି ପ୍ରାଚୀ ଆଳତି , ନଦୀ ସଂସ୍କୃତିକୁ ବଞ୍ଚାଇବା ପାଇଁ କରାଯାଉଛି ଉଦ୍ୟମ
କାକଟପୁର (କେନ୍ୟୁଜ); ଅଗ୍ନି ପୂର୍ଣ୍ଣିମା ସନ୍ଧ୍ୟାରେ ହେଲା ପ୍ରାଚୀ ଆଳତି । ଏନେଇ ଧୁମଧାମରେ କରାଯାଇଛି କୀର୍ତ୍ତନ । ଗାଁ ଦାଣ୍ଡରେ ମୂରୁଜ ପକାଯାଇ ଗାଁ ଦାଣ୍ଡକୁ ସଜାଯାଇଛି । ତେବେ କାକଟପୁର ମା ମଙ୍ଗଳା ସେବାୟତ ନିଯୋଗ ପକ୍ଷରୁ ଘଟତୋଳା ଘାଟଠାରେ ପ୍ରାଚୀ ଆଳତି ଆରମ୍ଭ କରାଯାଇଛି ।…