Browsing Tag

kalabaisakhi alert

ମଣିଷ ତ ମଣିଷ, ଜୀବଜନ୍ତୁ ବି ତ୍ରାହିତ୍ରାହି ଡାକିଲେଣି: ରାଜଧାନୀରୁ ଯେମିତି ବର୍ଷା କୁଆଡେ ହଜିଯାଇଛି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆତଙ୍କ ଖେଳାଇଛି ଗ୍ରୀଷ୍ମ ଲହରୀ । ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ସାରା ଓଡ଼ିଶା । ଆଗକୁ ଆହୁରି ଅସହ୍ୟ ହେବ ପରିସ୍ଥିତି । କୁହାଯାଉଛି କି ୨୬ରୁ ଅତି ସାଂଘାତିକ ହେବ ହିଟ୍ ୱେଭ । ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି…

ମେ ୨ ଯାଏ ରାଜ୍ୟରେ ଜାରି ରହିବ କାଳବୈଶାଖୀ, ଆଜି ୬ ଜିଲ୍ଲାକୁ ‌ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର (କେନ୍ୟୁଜ): ମେ ୨ ଯାଏ କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ କୁଆପଥର ବର୍ଷା ଏବଂ ଝଡ଼ ତୋଫାନ ହେଉଛି। ଆଜି ଉପକୂଳ ସହିତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୨୫ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ଆଜି ୬…

ଭିଜାଇବ ବର୍ଷା: ୧୪ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ) : ଭିଜାଇବ କାଳବୈଶାଖୀ ବର୍ଷା। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଗତ କିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତକାଲି ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ କମ…

ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ: ଗଛ ଭାଙ୍ଗିଲା, ଆଜବେଷ୍ଟ ଉଡିଲା

କଣ୍ଟାବାଞ୍ଜି(କେନ୍ୟୁଜ୍‌): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜୋରରେ ପବନ ହେବା ଯୋଗୁ ବଙ୍ଗୋମୁଣ୍ଡା ମୁଖ୍ଯ ରାସ୍ତା କଡରେ ଥିବା ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟି ସବୁ ଉପୁଡି ଯାଇଛି । ଯାହା ଫଳରେ ବିଦ୍ୟୁତ ସରବାହ ବିଚ୍ଛିନ୍ନ ହୋଇଛି । କେତେକ…

କାଳ ସାଜିଲା କାଳବୈଶାଖୀ: ମାଟିରେ ମିଶିଲା ଆଜବେଷ୍ଟସ୍‌ ଘର, ଭାଙ୍ଗିଗଲା ବହୁ ମୂଲ୍ୟବାନ ଗଛ

ଉଦଳା(କେନ୍ୟୁଜ୍‌): କାଳ ସାଜିଲା କାଳବୈଶାଖୀ । ରାତିରେ ହଠାତ୍‌ ମାଡ଼ି ଆସିଲା ପ୍ରବଳ ବେଗର ପବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ଲୋକଙ୍କ ଘରଦ୍ୱାର ଭାଙ୍ଗିଛି । ମାଟିରେ ଶୋଇ ଯାଇଛି ଆଜବେଷ୍ଟସ୍‌ ଘର । ବହୁ ଲୋକଙ୍କର ଚାଳ ଛପର ଉଡ଼ିଯାଇଛି । ବହୁ ବଡ଼ ବଡ଼…

ଗୁଣୁପୁରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଚାଳ ଛପର

ଗୁଣୁପୁର(କେନ୍ୟୁଜ୍‌): ଗୁଣୁପୁରରେ କାଳବୈଶାଖୀ ତାଣ୍ଡବ। ଭାଙ୍ଗିଲା ଗଛ, ଉଡ଼ିଲା ଚାଳ ଛପର। ସହରର ପୁରୁଣା ଗୁଣୁପୁର, ବାଇପାସ ଛକ, ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଝଡ ତୋଫାନ୍‌ ହେବାରୁ ଗଛ ଉପୁଡି ରାସ୍ତାରେ ପଡିବା ସହ ଘରର ଚାଳ ଛପର ଉଡିଯାଇଥିଲା। ଝଡ ତୋଫାନ୍‌ ଯୋଗୁଁ…

ଅସରାଏ ବର୍ଷା ଗୁଳୁଗୁଳିରୁ ଆଣିଦେଲା ଆଶ୍ୱସ୍ତି: ଆଜି ପାଇଁ ୮ ଓ କାଲି ପାଇଁ ୧୬ ଜିଲ୍ଲାକୁ କାଳବୈଶାଖି ନେଇ ୟେଲୋ…

ଭୁବନେଶ୍ବର(କେନ୍ୟୁଜ୍‌): ବଦଳୁଛି ପାଣିପାଗ ମିଜାଜ୍‌। ତାତିରୁ ମିଳିଲା ତ୍ରାହି । ଅସରାଏ ବର୍ଷା ଗୁଳୁଗୁଳିରୁ ଆଣିଦେଲା ଆଶ୍ୱସ୍ତି । କାଳବୈଶାଖି ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜି ପାଇଁ ୮ ଓ କାଲି ପାଇଁ ୧୬ ଜିଲ୍ଲାକୁ କାଳବୈଶାଖି ବର୍ଷା ନେଇ…

ଦିନରେ ସିଝାଇଲା..ରାତି ଅଧରେ ଭିଜାଇଲା: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ତାତି ମଉଳାଇଲା ବୈଶାଖୀ ଝଡ। ଦିନରେ ସିଝାଇଲା। ରାତି ଅଧରେ ଭିଜାଇଲା। ପ୍ରବଳ ଗ୍ରୀଷ୍ମପ୍ରବାହରୁ ମିଳିଲା ତ୍ରାହି । କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ଟ୍ଵିନ ସିଟିରେ ବି ବହୁ ସମୟ ଧରି ଘଡଘଡି ସହ ବର୍ଷା ହୋଇଛି । ଭିଜିଛି…

କରଞ୍ଜିଆ ଜାମୁତି ଗ୍ରାମପଞ୍ଚାୟତରେ କାଳ ବୈଶାଖୀର ତାଣ୍ଡବ: ଉପୁଡିଲା ଗଛ, ଭାଙ୍ଗିଲା ଘର ଓ ଛିଣ୍ଡିଲା ବିଦ୍ଯୁତ୍ ତାର

କରଞ୍ଜିଆ(କେନ୍ୟୁଜ୍‌): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଜାମୁତି ଗ୍ରାମ ପଞ୍ଚାୟତରେ କାଳ ବୈଶାଖୀର ତାଣ୍ଡବଲୀଳା । ଗତକାଲି ରାତିରେ ଜାମୁତି, କାଶିଆବେଡା ପ୍ରଭୁତି ଗାଁ ରେ କାଳ ବୈଶାଖୀ ପ୍ରଭାବରେ ଅନେକ ଘର ଭାଙ୍ଗିଯିବା ସହିତ ବିଦ୍ଯୁତ୍ ତାର ଛିଣ୍ଡି ଯାଇଛି । କାଳ ବୈଶାଖୀ…

କାଳବୈଶାଖୀ ତାଣ୍ଡବ: ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଗଛ ଉପୁଡି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ, ଆଜି ବି ୬ଟି…

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀ ବର୍ଷା। ଘଡଘଡି , ବିଜୁଳି ସହ ଅନବରତ ବର୍ଷା ହେଉଛି। କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଆଦି ୬ ଜିଲ୍ଲାରେ ଜାରିରହିଛି ବର୍ଷା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା…

ପଶ୍ଚିମବଙ୍ଗ : ଅବତରଣ ପୂର୍ବରୁ କାଳବୈଶାଖୀରେ ଫସିଲା ସ୍ପାଇସ୍‌ ଜେଟ୍‌, ୪୦ ଆହତ, ୧୨ ଗୁରୁତର

କୋଲକତା: ପଶ୍ଚିମବଙ୍ଗରେ ବିମାନ ଅବତରଣ ପୂର୍ବରୁ କାଳବୈଶାଖୀରେ ଫସିଲା ସ୍ପାଇସ୍‌ ଜେଟ୍‌ । ବିମାନ କ୍ୟାବିନରୁ ଖସିଲା ସାମଗ୍ରୀ , ୪୦ ଆହତ, ୧୨ ଗୁରୁତର। ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ଏଭଳି ଘଟଣା ଘଟିଛି । ସ୍ପାଇସଜେଟ ବୋଇଙ୍ଗ-୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଅଭିମୁଖେ…

ରାଜଧାନୀରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲକା ବର୍ଷା, ଆଜିଠୁ ନାହିଁ ହିଟୱେଭ ୱାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ):ରାଜ୍ୟରେ ବଦଳିଲା ପାଗର ମିଜାଜ। ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ସକ୍ରିୟ ହେଲା କାଳବୈଶାଖୀ। ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଖସିବ ଦିନର…