Browsing Tag

kalabaisakhi

ସବୁକିଛି ଉଜାଡ଼ି ଦେଲା କାଳବୈଶାଖୀ, ଏମାନେ ରହିବେ କୋଉଠି ଖାଇବେ କଣ ?

ଆନନ୍ଦପୁର : ଅଚାନକ କୋଉଠୁ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । କୁଆପଥର ମାଡ଼ ସାଙ୍ଗକୁ ବର୍ଷିଗଲା ବର୍ଷା । ସବୁ କିଛି ଉଜୁଡେଇଦେଲା ଏଇ କାଳବୈଶାଖୀ । ଉଜୁଡିଗଲା ପନିପରିବା ଚାଷ ଯାହାକୁ ନେଇ ଦୁଃଖରେ ଜୀବନ କାଟୁଛନ୍ତି ଅନେକ ପରିବାର। ଆନନ୍ଦପୁର ବ୍ଲକ ଧକୋଠା ପଞ୍ଚାୟତର ମାର୍ଶାପାଳ ଗାଁ। ଗାଁ…

କାଳବୈଶାଖୀରେ ଫସଲହାନୀ, ଚିନାବାଦାମ ଓ ବିରି ଫସଲ ନଷ୍ଟ

ଯାଜପୁର (କେନ୍ୟୁଜ୍‌): ଯାଜପୁରରେ କାଳବୈଶାଖୀ ଓ ଲଗାଣ ବର୍ଷାଯୋଗୁଁ ଫସଲ ନଷ୍ଟ । ଗତ ୨ଦିନ ଧରି ବର୍ଷା ହେବା ଫଳରେ ବିଶେଷ ଭାବରେ ଚିନାବାଦାମ ଓ ବିରି ଫସଲ କ୍ଷତିଗ୍ରସ୍ତ ହୋଇଛି । ଚାଷୀ ମାନେ ବାଦାମ ଉପାଡି ବିଲରେ ପକାଇ ରଖିଥିଲେ । ଖରା ବାଜିବା ପରେ ଘରକୁ ଆଣିଥାନ୍ତେ । ତେବେ ୨ଦିନ ଧରି…

ଏକର ଏକର ଜମିରେ ପାଣି, ମୁଣ୍ଡରେ ହାତ ଦେଲେ ଚାଷୀ

ବଲାଙ୍ଗୀର(କେନ୍ୟୁଜ୍‌): କାଳବୈଶାଖୀର ତାଣ୍ଡବ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପିଆଜ, ଟମାଟୋ ସହ ପନିପରିବା ଚାଷ ନଷ୍ଟ । ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏକର ଏକର ଜମିରେ ପିଆଜ, ଟମାଟୋ ସହ ଡାଲିଜାତୀୟ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।…

ଯାଜପୁର ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ବଡ଼ ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । ଉପୁଡ଼ିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ। ଯାଜପୁର ଜିଲ୍ଲାରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗିରହିଛି। ରାତିରେ ପବନ, ଘଡଘଡି ସହ ଅଧିକ ବର୍ଷା ହେଉଛି । ସେହିପରି ଆଜି ସକାଳୁ ମଧ୍ୟ ବର୍ଷା ଲାଗି ରହିଛି। ଯାଜପୁର ସମେତ…

ରାତି ଅଧରେ କାଳବୈଶାଖୀର ତାଣ୍ଡବ, ପ୍ରବଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷାରେ ବେହାଲ ରାଜଧାନୀ

ଭୁବନେଶ୍ୱର (କେନ୍ୟୁଜ): ରାତି ଅଧରେ କାଳବୈଶାଖୀ ତାଣ୍ଡବ । ମଧ୍ୟରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବେଗରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷାରେ ରାଜଧାନୀ ବେହାଲ । ଖାଲୁଆ ଅଞ୍ଚଳରେ ବର୍ଷା ପାଣି ଜମି ଯାଇଥିବା ବେଳେ ଅନେକ ବସ୍ତ ଅଞ୍ଚଳ ପ୍ରଭାବିତ…

ଆଜି ବି କାଳବୈଶାଖୀ: ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର( କେନ୍ୟୁଜ): ଦିନରେ ପ୍ରବଳ ତାତି, ଅପରାହ୍ଣରେ ପ୍ରବଳ ବର୍ଷା ପବନ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ପକ୍ଷରୁ ସୂଚନା । ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ…

କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର, ଭାଙ୍ଗିଲା ୩ ବ୍ୟାରେକ

ମାଲକାନଗିରି (କେନ୍ୟୁଜ): କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା CRPF ଯବାନଙ୍କ ୩ଟି ବ୍ୟାରେକ । ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାରେକର ଛାତ ଉଡ଼ାଇ ନେବା ସହ ଭାଙ୍ଗିରୁଜି ଯାଇଥିଲା । ଫଳରେ ୧୧…

ଜାରି ରହିଛି କାଳବୈଶାଖୀ ପ୍ରଭାବ: ୨୯ ତାରିଖ ଯାଏ ଖରାରୁ ମିଳିବ ତ୍ରାହି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଉପରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ବିଭିନ୍ନ ସ୍ଥାନରେ ଲାଗି ରହିଛି ଝଡ଼ ବର୍ଷା । ପାଗ ଥଣ୍ଡା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା,…

ସ୍କୁଲ ରୂପାନ୍ତରିତ କାର୍ଯ୍ଯକ୍ରମ ବେଳେ ହଠାତ୍ ମାଡି ଆସିଲା କାଳବୈଶାଖୀ: ଭୁଶୁଡିଗଲା ଟେଣ୍ଟ, ଚାପିହୋଇ ଅନେକ ଆହତ

ଦେବଗଡ(କେନ୍ୟୁଜ୍‌): ଗତକାଲି ସନ୍ଧ୍ଯା ସମୟରେ ଦେବଗଡ ସ୍ଥିତ ରାଜା ବାସୁଦେବ ହାଇସ୍କୁଲ ପଡିଆରେ 5-T ହାଇସ୍କୁଲ ରୂପାନ୍ତର କାର୍ଯ୍ଯକ୍ରମ ବେଳେ ଘଟିଛି ଅଘଟଣ। କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ସହ ବର୍ଷା ହେବାଫଳରେ କାର୍ଯ୍ଯକ୍ରମ ସ୍ଥଳରେ ଲାଗିଥିବା ଟେଣ୍ଟ ଭୁଷୁଡି ବଡିଥିଲା। ଫଳରେ…

ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ: ଗଛ ଭାଙ୍ଗିଲା, ଆଜବେଷ୍ଟ ଉଡିଲା

କଣ୍ଟାବାଞ୍ଜି(କେନ୍ୟୁଜ୍‌): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜୋରରେ ପବନ ହେବା ଯୋଗୁ ବଙ୍ଗୋମୁଣ୍ଡା ମୁଖ୍ଯ ରାସ୍ତା କଡରେ ଥିବା ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟି ସବୁ ଉପୁଡି ଯାଇଛି । ଯାହା ଫଳରେ ବିଦ୍ୟୁତ ସରବାହ ବିଚ୍ଛିନ୍ନ ହୋଇଛି । କେତେକ…

କାଳ ସାଜିଲା କାଳବୈଶାଖୀ: ମାଟିରେ ମିଶିଲା ଆଜବେଷ୍ଟସ୍‌ ଘର, ଭାଙ୍ଗିଗଲା ବହୁ ମୂଲ୍ୟବାନ ଗଛ

ଉଦଳା(କେନ୍ୟୁଜ୍‌): କାଳ ସାଜିଲା କାଳବୈଶାଖୀ । ରାତିରେ ହଠାତ୍‌ ମାଡ଼ି ଆସିଲା ପ୍ରବଳ ବେଗର ପବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ଲୋକଙ୍କ ଘରଦ୍ୱାର ଭାଙ୍ଗିଛି । ମାଟିରେ ଶୋଇ ଯାଇଛି ଆଜବେଷ୍ଟସ୍‌ ଘର । ବହୁ ଲୋକଙ୍କର ଚାଳ ଛପର ଉଡ଼ିଯାଇଛି । ବହୁ ବଡ଼ ବଡ଼…

ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ନେଇ ୧୫ ଜିଲ୍ଲାକୁ…

ଭୁବନେଶ୍ୱର(କେନ୍ୟୁଜ୍‌): ୧୫ ଜିଲ୍ଲାକୁ ବଜ୍ରପାତ ସତର୍କତା। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ପବନ ସହ ବିଜୁଳି ଘଡଘଡି ମାରିଛି। ନବରଙ୍ଗପୁର, ସମ୍ବଲପୁର ଏବଂ ଚାନ୍ଦବାଲିରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟା…