Browsing Tag

kalahandi

ରାଜାଘର ପାଚେରୀ ଡେଇଁ ଚୋରି ଉଦ୍ୟମ, ଚୋରକୁ ସାଇକେଲରେ ବାନ୍ଧି ପୋଲିସ ଜିମା ଦେଲେ,

ଚୋରକୁ ସାଇକେଲରେ ବାନ୍ଧି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । ରାଜାଘର ପାଚେରୀ ଡେଇଁ ଚୋରି ଉଦ୍ୟମ ବେଳେ କାବୁକଲେ ସୁରକ୍ଷା କର୍ମୀ । କଳାହାଣ୍ଡି ଭବାନୀ ପାଟଣା ସ୍ଥିତ ରାଜା ପ୍ରସାଦ ପାଚେରୀ ଡେଇଁ ବିଳମ୍ୱିତ ରାତୀରେ ଚୋରି ଉଦ୍ୟମ କରୁଥିଲେ ୩ଜଣ ଅଣ ଓଡ଼ିଆ ଚୋର । ଚୋରି ଉଦ୍ୟମ ବେଳେ…

ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ

ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜିଲ୍ଲା ବାଳ ସୁଧାର ଗୃହରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକର ଘର ନବରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କୁକୁଡ଼ାବାଇ ଗାଁରେ। ନାବାଳକ ଜଣକ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ…

ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ, DGCA ପକ୍ଷରୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରେ): ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ବିମାନ ଉଡ଼ିବ । ଏଥିପାଇଁ DGCA ପକ୍ଷରୁ ଅନୁମତି ମିଳିଛି । ଉତକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଅନୁମତି ପରେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ସ୍ତ୍ରୀକୁ ପେଟ୍ରୋଲ ଢାଳି ହତ୍ୟା କଲା ସ୍ୱାମୀ, ଗିରଫ କଲା କୋକସରା ପୋଲିସ

କଳାହାଣ୍ଡି(କେନ୍ୟୁଜ୍): ସ୍ତ୍ରୀକୁ ପୋଡ଼ି ମାରିଦେଲା ଜହ୍ଲାଦ ସ୍ୱାମୀ । ଘଟଣା ଘଟିଛି କୋକସରା ଥାନା ମାଝୀଗୁଡ଼ା ଗାଁରେ । ମୃତକ ହେଲେ ଉର୍ମିଳା ସାଗର । ଏହି ଘଟଣାରେ ସ୍ୱାମୀ ଜୟନ୍ତକୁ ଗିରଫ କରିଛି କୋକସରା ପୋଲିସ । ମାଝୀଗୁଡ଼ା ଗାଁର ଜୟନ୍ତ ନାଗ ଗତ ୨୦୨୦ରେ କୋକସରା ଜୟନ୍ତପୁର ଗାଁର ଉର୍ମିଳା…

ନୃଶଂସ ପରିବାର: ଝିଅ ସହ ପ୍ରେମିକକୁ ମାରି ଗଛରେ ଟାଙ୍ଗିଦେଲା ଜହ୍ଲାଦ ବାପା

କଳାହାଣ୍ଡି (କେନ୍ୟୁଜ): ଭବାନୀପାଟଣାରେ ଅନର କିଲିଂ । ପ୍ରେମର ଆଉ ଏକ କରୁଣ କାହାଣୀ । ପରିବାରର ସମ୍ମାନ ରକ୍ଷା କରିବାକୁ ଯାଇ ଝିଅ ଓ ତାର ପ୍ରେମିକକୁ ତଣ୍ଟି ଚିପି ମାରିଦେଲେ । ବାପା, କକା, ଭିଣୋଇ ଦୁଇ ଜଣଙ୍କୁ ମାରିଦେଲେ । ଧର୍ମଗଡ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ଡବଲ ମର୍ଡର…

ଉପରେ ପଥର ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ

ଧର୍ମଗଡ(କେନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଅଏଁଲାଭଟା ଗ୍ରାମରେ ଥିବା ଡୁର୍କାଡଙ୍ଗରିରେ ପଥର ଖସିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଅଲାଭଟା ଗ୍ରାମର ମୁକୁନ୍ଦ ପରାଭୋଇ(୫୫) ଓ ରାଜକୁମାରି ନାଏକ(୩୦) ବୋଲି ସୂଚନା ମିଳିଛି ।…

ମାଲବୋଝେଇ ଟ୍ରେନରୁ ଅଲଗା ହେଲା ବଗି : ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା 

କଳାହାଣ୍ଡି (କେନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳଷ୍ଟେସନରେ ମାଲବୋଝେଇ ଟ୍ରେନରୁ ଅଲଗା ହେଲା ବଗି । ଦାମନଯୋଡିରୁ ଆଲୁମିନା ବୋଝଇ କରି ଅନୁଗୁଳ ଯାଉଥିବା ଟ୍ରେନଟି ମଝି ଭାଗରୁ ଛିଡି ଅଲଗା ହୋଇଯାଇଛି । ପାଖାପାଖି ୩୦୦ ମିଟର ଇଞ୍ଜିନ ଛାଡି ପଳାଇଲା ବଗି । ଡ୍ରାଇଭର ଙ୍କ ଉପସ୍ଥିତି…

କଳାହାଣ୍ଡି ଗସ୍ତରେ ଯିବେ 5t ସଚିବ ଭି.କେ ପାଣ୍ଡିଆନ, ବେଳଖଣ୍ଡି ଶିବ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ କରିବେ ଆଲୋଚନା

କାଳାହାଣ୍ଡି (କେନ୍ୟୁଜ): କେତେବାଟ ଆଗେଇଛି କାଳାହାଣ୍ଡିର ବିକାଶ। ଗ୍ରାଉଣ୍ଡ ଜିରୋକୁ ଯାଇ ଅନୁଧ୍ୟାନ କରିବେ 5T ସଚିବ ଭିକେ ପାଣ୍ଡିଆନ୍‌। ଜିଲ୍ଲାର ସାମଗ୍ରୀ ବିକାଶର ଅନୁଧ୍ୟାନ ପାଇଁ ୨ ଦିନିଆ କଳାହାଣ୍ଡି ଗସ୍ତରେ ଯାଉଛନ୍ତି 5T ସଚିବ। ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବେ।…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କରି ପୋଲିସ୍‌କୁ ଅଟକ ରଖିଲେ ଗାଁ ଲୋକେ

ଭବାନୀପାଟଣା (କେନ୍ୟୁଜ୍‌) : ଜଙ୍ଗଲରୁ ବିବାହିତ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଉଚିତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ତଦନ୍ତ ପାଇଁ ଆସିଥିବା ପୋଲିସ ଆଇଆଇସିଙ୍କୁ ଅଟକ ରଖିଲେ ମୃତକଙ୍କ ପରିବାର ଓ ଗ୍ରାମବାସୀ । ଉଚିତ ତଦନ୍ତ…

୨ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଫେରାର ହେଲେ ୪ ଯୁବକ, ପରିବାରକୁ ଦେଲେ ହତ୍ୟା ଧମକ

କଳାହାଣ୍ଡି (କେନ୍ୟୁଜ): ନାଟକ ଦେଖି ଫେରୁଥିବା ସମୟରେ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବକ। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳର। ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୋଗ ଅନୁସାରେ, ଲାଞ୍ଜିଗଡ଼ ଥାନା ଅଞ୍ଚଳର ଦୁଇ ଜଣ ନାବାଳିକା ଗତକାଲି…

ସମ୍ପର୍କରେ କଳଙ୍କ: ୧୨ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପ କୋର୍ଟ ଚାଲାଣ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଘଟିଛି ଏକ ଲଜ୍ୟାକର ଘଟଣା । ନିଜ ୧୨ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା। ଅଭିଯୁକ୍ତ ୫ ମାସ ତଳେ ସ୍ତ୍ରୀ ଓ ଝିଅକୁ ନେଇ କେରଳ କାମ କରିବାକୁ ଯାଇଥିଲା। ସେଠାରେ ଏକ ମାସ ରହିବା ପରେ ଝିଅକୁ ଦୁଷ୍କର୍ମ କରିବା…