Browsing Tag

kalahandi flood

ଲଗାଣ ବର୍ଷାରେ କଳାହାଣ୍ଡିର ରେତ ଓ ଉତେଇ ନଦୀରେ ବନ୍ୟା, ବହୁ ରାସ୍ତା ଧୋଇ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ

କଳାହାଣ୍ଡି(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି । ଜିଲ୍ଲାର କେସିଙ୍ଗା ବ୍ଲକ, କଲରାମୁଣ୍ଡା, ମଦନପୁର, ରାମପୁର ଓ ନର୍ଲା ଆଦି ବ୍ଲକରେ ପ୍ରବଳ ବର୍ଷା । ରେତ ଓ ଉତେଇ ନଦୀରେ ବନ୍ୟା ଯୋଗୁ ବହୁ ରାସ୍ତା ଧୋଇ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । କର୍ଲାମୁଣ୍ଡାରେ ପ୍ରବଳ ବର୍ଷା…