Browsing Tag

kalahandi

ଗାଈ ଗୁହାଳରେ ପାଠ ପଢୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ସ୍କୁଲ ଘର ଭାଙ୍ଗି ଗଲା ପରେ ଛାତ୍ରଛାତ୍ରୀଙ୍କ ବିକଳ ଅବସ୍ଥା

କଳାହାଣ୍ଡି: ଗୁହାଳରେ ପାଠ ପଢୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଡୁଡୁକାରଞ୍ଚରେ । ଡୁମେରି ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ କଳାହାଣ୍ଡିରେ କିଭଳି ଶିକ୍ଷା ଦାନ ଚାଲିଛି ତାହା…

ନାଚି ନାଚି ଅର୍ପଣ ରଥକୁ ସ୍ୱାଗତ କଲେ ଜୁନାଗଡ଼ ବାସିନ୍ଦା, ଶ୍ରୀକ୍ଷେତ୍ରକୁ ଯିବ କଳାହାଣ୍ଡିର ଗୁଆ ଚାଉଳ

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ଲକ୍ଷ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଚଳିତ ମାସ ୬ ତାରିଖ ଠାରୁ ଓଡ଼ିଶାର ବିଭିନ୍ନ ଗାଁ ଗାଁରେ ବୁଲୁଛି । ଘରକୁ ଘର ବୁଲି ବୁଲି ଅର୍ପଣ ରଥ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅନୁରୁପ ଭାବେ ଏହି ଅର୍ପଣ…

କଣ୍ଢେଇ ନାଚ, ନିର୍ଜୀବ ହେଲେ ବି’ ନିଖୁଣ ଅଭିନୟରେ ମନ ମୋହୁଛି ଦର୍ଶକଙ୍କର

ବିଶେଷକରି ବଡକୋଦଣ୍ଡା ଗାଁର ସୂତା-କଣ୍ଢେଇ ନାଚ , ଏକ ଉଦାହରଣ । ବର୍ତମାନ ସମୟରେ ଏଭଳି ଏକ ଦୁର୍ଲଭ-କଳା ର ଅବସ୍ଥା , ଏବେ ସଙ୍କଟ ରେ । ଏବେ ଏହାକୁ ଲୋକାଭିମୁଖୀ ଏବଂ ଉନ୍ନତି କରଣ କରିବାକୁ , ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । “ସୂତା-କଣ୍ଢେଇ” ଲୋକକଳା ର…

 କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବସ୍‌ରେ ବସି ବଳରାମପୁର…

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌…

କଳାହାଣ୍ଡିରେ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଗଡ଼ିଲା ଲକ୍ଷ୍ମୀ ବସ

କଳାହାଣ୍ଡି (କେନ୍ୟୁଜ): ପ୍ରତିଷ୍ଠା ଦିବସରେ ବିକାଶର ନୂଆ ଫର୍ଦ୍ଦରେ ଯୋଡ଼ିହେଲା କଳାହାଣ୍ଡି। କଳାହାଣ୍ଡି ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାରେ ନବନିର୍ମିତ ନୂଆ ମେଡିକାଲ କଲେଜ ଲୋକାର୍ପିତ ହୋଇଛି। ୧୦୦ ସିଟ ବିଶିଷ୍ଟ ସହିଦ ରେଣ୍ଡୋ…

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସର କରିବେ ଉଦଘାଟନ

ଭୁବନେଶ୍ୱର (କେନ୍ୟୁଜ): ମାଲକାନଗିରି ପରେ କଳାହାଣ୍ଡି । ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡି ବାସୀଙ୍କୁ ବସ ଟର୍ମିନାଲ ଓ ମେଡିକାଲ କଲେଜ ଉପହାର । ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। ସହିଦ ରେଣ୍ଡୋ ମାଝି ମେଡିକାଲ…

ଜୁନାଗଡ଼ ଶଙ୍କରପଲା ଗାଁରେ କିଏ ଓ କାହିଁକି ୩ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କଲା ? ଅଭିଯୁକ୍ତଙ୍କ ଟେର୍ ପାଇନି…

 କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡରକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଆଜି ଘଟଣାସ୍ଥଳରେ ଖୋଳତାଡ ହୋଇଛି । କିଏ ଓ କାହିଁକି ୩ ଜଣଙ୍କୁ ଅତି…

କଳାହାଣ୍ଡିରେ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡିରେ ଚାଞ୍ଚଲ୍ୟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡର ହୋଇଛି । ମା ସହ ଦୁଇ ବର୍ଷର ଶିଶୁ ଓ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ କିଏ ଏବଂ କାହିଁକି ଘଟାଇଛି ଏଭଳି ହତ୍ୟା କାଣ୍ଡ ଜଣାପଡିନାହିଁ । ଜୁନାଗଡ଼…

ରାଜାଘର ପାଚେରୀ ଡେଇଁ ଚୋରି ଉଦ୍ୟମ, ଚୋରକୁ ସାଇକେଲରେ ବାନ୍ଧି ପୋଲିସ ଜିମା ଦେଲେ,

ଚୋରକୁ ସାଇକେଲରେ ବାନ୍ଧି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । ରାଜାଘର ପାଚେରୀ ଡେଇଁ ଚୋରି ଉଦ୍ୟମ ବେଳେ କାବୁକଲେ ସୁରକ୍ଷା କର୍ମୀ । କଳାହାଣ୍ଡି ଭବାନୀ ପାଟଣା ସ୍ଥିତ ରାଜା ପ୍ରସାଦ ପାଚେରୀ ଡେଇଁ ବିଳମ୍ୱିତ ରାତୀରେ ଚୋରି ଉଦ୍ୟମ କରୁଥିଲେ ୩ଜଣ ଅଣ ଓଡ଼ିଆ ଚୋର । ଚୋରି ଉଦ୍ୟମ ବେଳେ…

ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ

ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜିଲ୍ଲା ବାଳ ସୁଧାର ଗୃହରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକର ଘର ନବରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କୁକୁଡ଼ାବାଇ ଗାଁରେ। ନାବାଳକ ଜଣକ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ…

ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ, DGCA ପକ୍ଷରୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରେ): ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ବିମାନ ଉଡ଼ିବ । ଏଥିପାଇଁ DGCA ପକ୍ଷରୁ ଅନୁମତି ମିଳିଛି । ଉତକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଅନୁମତି ପରେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…