ଖାଲିରେ ଦେଶର ଲୋକପ୍ରିୟ ସିଙ୍ଗର୍ ନୁହଁନ୍ତି ଅରିଜିତ୍, ପରଫେକ୍ଟ କରିବା ପାଇଁ ୧୨୦୦ ଥର ବୋଲିଛନ୍ତି ଏହି ଗୀତ
ବର୍ତ୍ତମାନ ଚର୍ଚ୍ଚାରେ କରଣ ଯୋହରଙ୍କ ମଲ୍ଟି ଷ୍ଟାରର୍ ଫିଲ୍ମ କଲଙ୍କ । ଫିଲ୍ମକୁ ଚର୍ଚ୍ଚାର ବିଷୟବସ୍ତୁ କରି ରଖିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ମଧ୍ୟ କରାଯାଉଛି । ଟିଜର – ଟ୍ରେଲର୍ ପରେ କଳାକାରଙ୍କ ବୟାନ୍ । ଏଭଳି ବିଭିନ୍ନ ଉପାୟରେ ଚର୍ଚ୍ଚାରେ କଲଙ୍କ । ତେବେ କଳାକାରମାନେ ପ୍ରମୋସନ୍…