Browsing Tag

kalarabanka

କଲରାବାଙ୍କ ରାମ ମନ୍ଦିରରେ ପୂଜାର୍ଚ୍ଚନା, ଯୋଗଦେଲେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ

ଜଗତସିଂହପୁର : କଟକ ଜିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ରାମ ମନ୍ଦିରରେ ପୂଜାର୍ଚ୍ଚନା। ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ମହାପ୍ରଭୁ ରଘୁନାଥଜୀଉ ଓ ଭକ୍ତ ଶିରୋମଣି ସଙ୍କଟ ମୋଚନଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ହୋଇଛି। ଅଯୋଧ୍ୟ୍ୟ ଠାରେ ରାମଙ୍କ…

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଛାତ୍ରଙ୍କ ସଫଳତା, ଭIରତ୍ତୋଳନରେ ପାଇଲେ ସ୍ବର୍ଣ୍ଣ ପଦକ

କଟକ ଜ଼ିଲ୍ଲା କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଏକାଦଶ ଶ୍ରେଣୀ ଛାତ୍ର କୁମାର ବିଗନେସ ରାଉତଙ୍କ ସଫଳତା । ରାଜ୍ୟସ୍ତରୀୟ ଭIରତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ସ୍କୁଲର ନIମକୁ ଗୌରବାନ୍ୱିତ୍ୱ କରିଛନ୍ତି । ଏହି ଅବସରରେ ସ୍କୁଲ ତଥା କାଦମ୍ବିନୀ କୁନିକଥା ର ସମ୍ପାଦିକା…

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ

ଜଗତସିଂହପୁର : କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ। କଲରାବାଙ୍କ ସ୍ମାର୍ଟ ଗ୍ରାମରେ ପ୍ରତିଷ୍ଠିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା ସାଇଟିଫିକୋ ଟୁ କେ ଟୁ ଥ୍ରୀ ଅନୁଷ୍ଠିତ ହୋଇଯାଇଛି। SRFTI…

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ପାଲଟିଲା ପାର୍ଲାମେଣ୍ଟ: ଛାତ୍ରଛାତ୍ରୀ ନେତା ଓ ବିରୋଧ ଦଳ ସାଜି ଦେଶର…

କଟକ(କେନ୍ୟୁଜ୍): କଟକ ଜିଲ୍ଲାର ଆଦର୍ଶ ଗାଁ କଲରାବାଙ୍କ ସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ଛାୟା ସଂସଦ ଅନୁଷ୍ଠିତ। ଗଣତନ୍ତ୍ର ଓ ସଂସଦୀୟ ବିଧିବ୍ୟବସ୍ଥା ପ୍ରତି ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ କଳିଙ୍ଗ ମକ୍‌ ପାର୍ଲାମେଣ୍ଟର ନିଆରା ପ୍ରୟାସ କରିଥିଲା…

କଲରାବାଙ୍କ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ମିଳିଲା International Excellence Awards-୨୦୨୨  

କେନ୍ୟୁଜ୍(ବ୍ୟୁରୋ):ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଭାରତର ସ୍ମାର୍ଟ ଗ୍ରାମ  କଟକ ଜିଲ୍ଲାର କଲରାବାଙ୍କଠାରେ ପ୍ରତିଷ୍ଠିତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ International Excellence Awards ୨୦୨୨ ପ୍ରଦାନ କରାଯାଇଛି। ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକାରୀ…

ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ନୀଳିମାରାଣୀ ସାମନ୍ତଙ୍କ ୯୪ ତମ ଜନ୍ମ ଜୟନ୍ତୀ ପାଳିତ,ନୀଳିମାରାଣୀ ସେବା ସମ୍ମାନ…

ଜଗତସିଂହପୁର (କେନ୍ୟୁଜ) : କଟକ ଜ଼ିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ନୀଳିମାରାଣୀ ସ୍ମiରକି ସେବା ନ୍ଯାସ ଦ୍ୱାରା ଆୟୋଜିତ ଗ୍ରାମର ମହିୟସୀ ମହିଳା ତଥା କଲରାବାଙ୍କ କୁ ଆଦର୍ଶ ଗ୍ରାମରେ ପରିଣତ କରିଥିବା ରତ୍ନଗର୍ଭା ମା ନୀଳିମାରାଣୀ ସାମନ୍ତ ଙ୍କ ୯୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି…

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କଲରାବାଙ୍କ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶତପ୍ରତିଶତ ସଫଳତା

କେନ୍ୟୁଜ୍(ବ୍ୟୁରୋ);  ସିବିଏସଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶତପ୍ରତିଶତ ସଫଳତା। ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା କଟକ ଜିଲ୍ଲାର ସ୍ମାର୍ଟ ଭିଲେଜ କଲରାବାଙ୍କଠାରେ ପ୍ରତିଷ୍ଠିତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ…

କଲରାବାଙ୍କର କଳିଙ୍ଗ ଇଂଲିସ୍‌ ମିଡିୟମ ସ୍କୁଲରେ ୨ ତାରିଖରୁ ଆରମ୍ଭ ହୋଇଥିବା ସମର କ୍ୟାମ୍ପ୍‌ ଉଦ୍‌ଯାପିତ,ବୃଦ୍ଧି…

ଜଗତସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କର କଳିଙ୍ଗ ଇଂଲିସ୍‌ ମିଡିୟମ ସ୍କୁଲରେ ସମର କ୍ୟାମ୍ପ୍‌ ଉଦ୍‌ଯାପିତ। ୧୦ଦିନ ଧରି ଚାଲିଥିଲା କ୍ୟାମ୍ପ୍‌। ଏହି ସମର କ୍ୟାମ୍ପ୍‌ ଚଳିତ ମାସ ୨ ତାରିଖରୁ ଆରମ୍ଭ ହୋଇ ଆଜି ସାରିଛି। ପିଲାମାନେ ଛୁଟିରେ ଘରେ ନବସି କ୍ୟାମ୍ପରେ…

କଲରାବାଙ୍କ କିସ ବିଦ୍ୟାଳୟରେ ପାଠ ପଢିବେ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପୁଅ ଝିଅ

କଟକ(କେନ୍ୟୁଜ୍): କିସରେ ପାଠ ପଢିବେ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପୁଅ ଝିଅ। କଲରାବାଙ୍କ କିସ ବିଦ୍ୟାଳୟରେ ଏହି ଛାତ୍ର ଛାତ୍ରୀ ପାଠ ପଢିବେ। ଏଥିପାଇଁ କଟକ ଜିଲ୍ଲାର ସ୍ମାର୍ଟ ଭିଲେଜ କଲରାବାଙ୍କରେ କିସ ଆବାସିକ ବିଦ୍ୟାଳୟର ଉଦଘାଟିତ ହୋଇଯାଇଛି। ଉଦଘାଟନ ସମାରୋହରେ ମାନ୍ୟବର…

କଟକ: କଲରାବାଙ୍କରେ ଆୟୋଜିତ ହେଉଛି କିସ୍ ଆବାସିକ ବିଦ୍ୟାଳୟର ଉଦଘାଟନ ସମାରୋହ , ଯୋଗ ଦେବେ ରାଜ୍ୟପାଳ

କଟକ(କେନ୍ୟୁଜ୍):କଟକ ଜିଲ୍ଲାର ସ୍ମାର୍ଟ ଭିଲେଜ କଲରାବାଙ୍କରେ କିସ ଆବାସିକ ବିଦ୍ୟାଳୟର ଉଦଘାଟନ ସମାରୋହ ଆୟୋଜିତ ହେବାକୁ ଯାଉଛି। ଏହି ଉଦଘାଟନ ସମାରୋହରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟକ ଭାବେ ଯୋଗ ଦେଉଛନ୍ତି। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ କଟକ ସଦର ବିଧାୟକ…

ଦୁଇ ବର୍ଷ ପରେ ଖୋଲିଛି କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କର କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ, ବେଲୁନ ଓ ଚକୋଲେଟ ଦେଇ…

ଜଗତସିଂହପୁର(କେନ୍ୟୁଜ୍): ଦୁଇ ବର୍ଷ ପରେ ଖୋଲିଛି କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ । ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସାରେ ସ୍କୁଲ ଖୋଲିଛି । ସ୍କୁଲକୁ ଆସିବା ବେଳେ ପିଲାମାନଙ୍କୁ ବେଲୁନ, ଚକୋଲେଟ ଦେଇ ସ୍ୱାଗତ କରାଯାଇଥିଲା । ମାସ୍କ ଓ…

ମକର ସଂକ୍ରାନ୍ତିରେ କଲରାବାଙ୍କରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ: ଉଦଘାଟନ ହେଲା ପ୍ରଥମ ପବ୍ଲିକ୍‌ ଡାଟା…

କଟକ(କେନ୍ୟୁଜ୍): କଟକ ଜ଼ିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କରେ ମକର ସଂକ୍ରାନ୍ତି ଅବସରରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଓଡିଶାରେ ପ୍ରଥମ ଥର ପାଇଁ ଲଞ୍ଚ ହୋଇଛି ପ୍ରଥମ ପବ୍ଲିକ୍‌ ଡାଟା ଅଫିସ୍‌ । SUSTAINABLE OUTREACH AND UNIVERSAL LEADERSHIP LIMITED (SOUL) ଦ୍ୱାରା…