ଅକ୍ଟୋବର ୭ରୁ ଆରମ୍ଭ ନବରାତ୍ରି, ଜାଣନ୍ତୁ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ
ହିନ୍ଦୁ ଧର୍ମରେ ନବରାତ୍ରୀ ପୂଜାର ବିଶେଷ ମହତ୍ୱ ରହିଛି। ନବରାତ୍ରୀ ପର୍ବ ମା' ଦୁର୍ଗାଙ୍କୁ ସମର୍ପିତ କରାଯାଏ । ଚଳିତ ବର୍ଷ ଅକ୍ଟୋବର ୭ରୁ ନବରାତ୍ରି ଆରମ୍ଭ ହୋଇଯିବ। ଅକ୍ଟୋବର ୧୪ ତାରିଖରେ ମହାନବମୀ ପାଳନ କରାଯିବ। ସେହିପରି ଅକ୍ଟୋବର ୧୫ରେ ଦଶହରା ପାଳନ କରାଯିବ । ଅକ୍ଟୋବର ୧୪ ତାରିଖ…