Browsing Tag

kali puja

ଉମରକୋଟ ଖୁଟୁଗୁଡ଼ା ପୂଜା ମଣ୍ଡପରେ ପୂଜା ପାଉଛନ୍ତି ୩୯ ଫୁଟର ମା’ ରକ୍ଷା କାଳୀ

ଉମରକୋଟ(କେନ୍ୟୁଜ): ବଙ୍ଗୀୟ ପରମ୍ପରାରେ ମାଆ କାଳୀଙ୍କ ପୂଜାର ଗୁରୁତ୍ଵ ଅଧିକା ରହିଛି । ଅନ୍ୟ ପରମ୍ପରା ଅନୁଯାୟୀ ବର୍ଷକୁ ଥରେ ଦୀପାବଳୀରେ କାଳୀ ପୂଜା ହେଉଥିବାବେଳେ ବଙ୍ଗୀୟ ପରମ୍ପରା ଅନୁଯାୟୀ ଏହି ସମୟରେ ରକ୍ଷା କାଳୀଙ୍କୁ ପୂଜା କରାଯାଏ । ତାହା ମଧ୍ୟ ବହୁ ଜାକଜକମରେ । ନବରଙ୍ଗପୁର…

କାଳୀ ପୂଜା ପାଇଁ ସଜେଇ ହେଉଛି କେନ୍ଦୁଝର, ମା’ଙ୍କ ଆଗମନରେ ଚଳଚଞ୍ଚଳ ପୁରା ସହର

ଆଗକୁ ଆସୁଛି କାଳୀ ପୂଜା । ଏଥପାଇଁ ଚାଲ ଚଞ୍ଚଳ ହେଲାଣି ରାଜ୍ୟର ଅନେକ ସହର । ମାଙ୍କ ଆଗମନକୁ ନେଇ ଚାଲିଛି ମୂର୍ତ୍ତି କାରିଗରଙ୍କ ଜୋରସୋରରେ ମୂର୍ତ୍ତି ତିଆରି କାମ। ତେବେ ରାଜ୍ୟର କେନ୍ଦୁଝର ସହରରେ ଅନୁଷ୍ଠିତ ହେବ ମା କାଳୀଙ୍କ ପୂଜା। ତୋରଣ ନିର୍ମାଣ କରୁଥିବା କାରିଗର ବିଭିନ୍ନ ଡିଜାଇନର…

କାଳିପୂଜା ପାଇଁ କଟକ ପୂଜା କମିଟି ଓ କମିଶନରେଟ ପୋଲିସ ମଧ୍ୟରେ ବୈଠକ

କଟକ(କେନ୍ୟୁଜ୍‌) : ଆସନ୍ତା ୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଦୀପାବଳୀ ଉତ୍ସବ । କଟକରେ ପୂଜା ମଣ୍ଡପରେ ମାଆ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । କାଳୀପୂଜା କିପରି ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହେବ ସେ ନେଇ ଆଜି କଟକ ବାରବାଟୀ ଓସିଏ କନଫରେନ୍ସ ହଲରେ ପୂଜା କମିଟି ଓ କମିଶନରେଟ…

ପୁଣିଥରେ କଙ୍ଗନା ଖୋଲିଲେ ମୁଁହ, କାଳିପୂଜାକୁ ନେଇ ଶାକିବଙ୍କ କ୍ଷମା ପାର୍ଥନାର ଦେଲେ ଜବାବ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ସବୁ ପ୍ରସଙ୍ଗରେ ନିଜ ରାୟ ଦେଇଥାନ୍ତି। ବର୍ତ୍ତମାନ ସେ ବାଙ୍ଗଲାଦେଶୀ କ୍ରିକେଟର ଶାକିବ-ଅଲ-ହସନଙ୍କ ମାମଲାରେ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ଶାକିବ ଅଲ ହସନ କାଳୀ ପୂଜାରେ ଯାଇଥିବାରୁ ଇସ୍ଲାମିକ ମଳିକବାଦୀମାନେ ତାଙ୍କୁ ଜୀବନରୁ ମାରିବାକୁ…

ଦୀର୍ଘ ୭୪ ବର୍ଷ ହେବ ଏଠାରେ ଜାତି,ଧର୍ମ,ବର୍ଣ୍ଣ ନିର୍ବୀଶେଷରେ ହିନ୍ଦୁ ଓ ମୁସଲମାନ ମିଶି ପାଳନ କରିଥାନ୍ତି କାଳୀ ପୂଜା

ଆଳି: ଆମ ଓଡିଶା,ସତରେ ଭାରି ସୁନ୍ଦର । ଏଠାକାର ଚାଲିଚଳନ, ଭାଷା ଆଉ ପୂଜାପର୍ବାଣୀ କଥା ଖୁବ୍ ନିଆରା । ବାର ମାସରେ ଏଠାରେ ତେର ପର୍ବ ଖୁବ୍ ଧୂମଧାମରେ ପାଳିତ ହୁଏ। ସେଥି ମଧ୍ଯରୁ କାଳୀ ପୂଜା ଅନ୍ଯତ୍ତମ । ଆପଣ ଜାଣିଥିବେ ବର୍ତ୍ତମାନ କରୋନା କଟକଣା ଫିକା ପକାଇ ଦେଇଛି ପାର୍ବଣ ଋତୁକୁ। ତଥାପି…

ଆଜି କାଳୀପୂଜା: ନିଶାର୍ଦ୍ଧରେ ବିରାଜିବେ ମା’, କରୋନା କଟକଣା ଯୋଗୁ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ନାହିଁ ଭକ୍ତ

ଭୁବନେଶ୍ବର: ଆଜି କାଳୀପୂଜା । ନିଶାର୍ଦ୍ଧରେ ବିରାଜିବେ ମା’ କାଳୀ । ଏଥିପାଇଁ ସମସ୍ତ ମନ୍ଦିର ଓ ପେଣ୍ଡାଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ହେଲେ କରୋନା କଟକଣା ଯୋଗୁ ଚଳିତ ବର୍ଷ ଫିକା ପଡ଼ିବ କାଳୀପୂଜା । ଭୁବନେଶ୍ୱର ସତ୍ୟନଗର କାଳୀ ମନ୍ଦିରରେ ନିରାଡମ୍ବର ଭାବେ ପୂଜା କରାଯିବ ।…

କରୋନା କଟକଣା ପାଇଁ ଫିକା ପୂଜା ମାହୋଲ, ତଥାପି ଚାଲିଛି ପ୍ରସ୍ତୁତି

କେନ୍ୟୁଜ ବ୍ୟୁରୋ : କରୋନା କଟକଣା ପାଇଁ ଫିକା ପଡ଼ିଛି ପୂଜାର ମାହୋଲ । ଯାଜପୁରରେ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ ହେବ କାଳୀପୂଜା । ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାଜସଜା ହେବ ନାହିଁ । କେବଳ ପରମ୍ପରା ରକ୍ଷା ପାଇଁ ପ୍ରତି ମଣ୍ଡପରେ ମା' କାଳୀ ଓ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯିବ…

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

ବରଗଡ଼(କେନ୍ୟୁଜ୍): ବଦଳିଲା ବଳି ପ୍ରଥା। ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର। କାଳୀପୂଜାରେ ବରଗଡ଼ ଜିଲ୍ଲା ପଦ୍ମପୁର ସର୍ଗିବାହାଳରେ ଏଭଳି ଢଙ୍ଗରେ ମାଆଙ୍କ ଆରାଧନା କରିଛନ୍ତି ଭକ୍ତ। ଦୀର୍ଘ ବର୍ଷ ହେବ ଏଠାରେ ମାଆଙ୍କୁ ପଶୁ ବଳି ବଦଳରେ ଅର୍ପଣ କରାଯାଉଛି ଜୁଗାର। ଖଇ ଓ…

ଆସିଲା ମାଙ୍କ ବିଦାୟ ବେଳା, ଦୁଇ ଦିନ ଧରି ମାଆ କାଳୀଙ୍କ ଭସାଣ ଉତ୍ସବ

ଯାଜପୁର (କେନ୍ଯୁଜ୍) : ଆଜିଠାରୁ ଯାଜପୁରରେ ଦୁଇ ଦିନ ଧରି ମାଆ କାଳୀଙ୍କ ଭସାଣ ଉତ୍ସବ । ବିଦାୟ ନେବେ ମାଆ । ମେଲାଣି ଦେବାକୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ଏଥର ଯାଜପୁରରେ ଧୁମଧାମରେ ପାଳିତ ହୋଇଥିଲା କାଳୀ ପୂଜା ।…

ଭଦ୍ରକ : ଜମୁଛି କାଳୀପୂଜା, ଚରମ୍ପା ଅଞ୍ଚଳ ଉତ୍ସବମୁଖରିତ

ଭଦ୍ରକ (କେନ୍ୟୁଜ୍) : ଜମୁଛି କାଳୀପୂଜା । ଚରମ୍ପା ଅଞ୍ଚଳ ଉତ୍ସବମୁଖରିତ । ଚଳିତବର୍ଷ ୧୧ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ କାଳୀ । ସୁଉଚ୍ଚ ତୋରଣ ସାଙ୍ଗକୁ ମାଆଙ୍କ ମୃଣ୍ମୟ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ସନ୍ଧ୍ୟା ହେଲେ ଝିଲମିଲ୍ ଆଲୋକମାଳରେ ଝଲସି ଉଠୁଛି ସାରା ସହର । ବିଭିନ୍ନ…