Browsing Tag

kalia Scheme

ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର(କେନ୍ୟୁଜ) : କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପ‌ଯୋଗୀ ହେବ ଏବଂ ଏହାଦ୍ବାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛି । ରାଜ୍ୟରେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨…

ରାଜ୍ୟରେ କାଳିଆ ଯୋଜନାର ବଡ଼ ପ୍ରଭାବ ପଡିଛି, ଓଡ଼ିଶାରେ କୃଷି କ୍ଷେତ୍ର ସବୁଠାରୁ ଅଧିକ କର୍ମ ନିଯୁକ୍ତି ସୃଷ୍ଟି କରୁଛି

କେନ୍ୟୁଜ୍(ବ୍ୟୁରୋ):ବର୍ତ୍ତମାନ ସୁଦ୍ଧା ୧୨ ହଜାର ୫ଶହ କୋଟି ଟଙ୍କାର କାଳିଆ ସାହାଯ୍ୟ ଯୋଗାଇ ଦିଆଗଲାଣି। ରାଜ୍ୟରେ କାଳିଆ ଯୋଜନାର ବଡ଼ ପ୍ରଭାବ ପଡିଛି। ତାର ପ୍ରମୁଖ କାରଣ ମଧ୍ୟରେ ପ୍ରଥମ, ରାଜ୍ୟରେ ଶ୍ରମ ଶକ୍ତିର ୪୦ ପ୍ରତିଶତ କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଓଡ଼ିଶାରେ କୃଷି କ୍ଷେତ୍ରେ…

ଚାଷୀଙ୍କୁ ନୂଆଁଖାଇ ଭେଟି: ଆଜି ଆକାଉଣ୍ଟକୁ ଯିବ କାଳିଆ ଟଙ୍କା

ଭୁବନେଶ୍ୱର(କେନ୍ୟୁଜ): ଚାଷୀଙ୍କୁ ନୂଆଁଖାଇ ଭେଟି । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । ପବିତ୍ର ନୂଆଖାଇ ଅବସରରେ ରବି ଫସଲ ପାଇଁ ଚାଷୀ ଭାଇ ଭଉଣୀଙ୍କୁ ଏବର୍ଷର କାଳିଆ ସହାୟତା ପ୍ରଦାନ କରାଯିବ । ଆଜି ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯୦୦ କୋଟି…

ଉତ୍କଳ ଦିବସରେ ନବୀନଙ୍କ ଭେଟି : ଆଜି ପ୍ରତ୍ୟେକ ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ଉତ୍କଳ ଦିବସରେ ଚାଷୀଙ୍କୁ ରାଜ୍ୟସରକାରଙ୍କ ଭେଟି । ଆଜି ମିଳିବ କାଳିଆ ଟଙ୍କା । କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ପରିବାରକୁ କାଳିଆ ସହାୟତା ଦିଆଯିବ । ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରକୁ ମିଳିବ ଏହି ସହାୟତା । ଏଥିପାଇଁ ୮୭୭ କୋଟି ଟଙ୍କାର କାଳିଆ ସହାୟତା…

କାଳିଆ ଯୋଜନା ନେଇ ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ, କହିଲେ ୫୬ରୁ ଲକ୍ଷେ ଅଯୋଗ୍ୟ

ଭୁବନେଶ୍ୱର(କେ ନ୍ୟୁଜ): କାଳିଆ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୧୪ ହଜାର ୭୦୭ ଜଣ ଯୋଗ୍ୟ ହିତାଧିକାରୀ ଅଛନ୍ତି । ୧ ଲକ୍ଷ ୪ ହଜାର ୭୬ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କାଳିଆ ଯୋଜନା ନେଇ…

କାଳିଆ ଯୋଜନା ଓ ପିଏମ କିଷାନର ହୋଇପାରେ ମିଶ୍ରଣ, ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…

କେନ୍ୟୁଜ୍(ବ୍ୟୁରୋ):କାଳିଆ ଯୋଜନା ଓ ପିଏମ କିଷାନର ହୋଇପାରେ ମିଶ୍ରଣ । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ବିଧିବଦ୍ଧ ନିଷ୍ପତ୍ତି ଘୋଷଣାକୁ ଅପେକ୍ଷା । ୨୦୧୮ ଡିସେମ୍ବର ୨୧ତାରିଖରେ ରାଜ୍ୟର କୃଷକଙ୍କ ଉନ୍ନତି ପାଇଁ ସରକାର…

କାଳିଆର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ପୁଣିଥରେ ସୃଷ୍ଟି ହୋଇଛି ନ୍ଦ୍ୱନ୍ଦ୍ୱ

ଭୁବନେଶ୍ବର(କେନ୍ୟୁଜ୍): କାଳିଆ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ନ୍ଦ୍ୱନ୍ଦ୍ୱ । ପୂର୍ବରୁ କୃଷିମନ୍ତ୍ରୀ ଗୋଟିଏ ତଥ୍ୟ ଦେଇଥିବା ବେଳେ ଏବେ ବିଧାନସଭାେରେ ଦେଇଛନ୍ତି ଭିନ୍ନ ତଥ୍ୟ । କାଳିଆର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ସୃଷ୍ଟି ହୋଇଛି ପୁଣିଥରେ ନ୍ଦ୍ୱନ୍ଦ୍ୱ । ପୂର୍ବରୁ କାଳିଆର…

ଆସନ୍ତା ମାସରୁ କାଳିଆ ହିତାଧିକାରୀଙ୍କ ତାଲିକା ଦେବେ ରାଜ୍ୟ ସରକାର, ସୂଚନା ଦେଲେ କୃଷିମନ୍ତ୍ରୀ

କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ। ଏହି ଶୀର୍ଷକରେ ବିଧାନସଭାରେ ବିରୋଧୀ ବିଜେପି ଆଣିଥିବା ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଛି । ବିଜେପିର ଯୁକ୍ତି, ରାଜ୍ୟରେ ୫୪ ଲକ୍ଷ ୨୪ ହଜାର ଚାଷୀଙ୍କ ଉପରେ ୨୬ ହଜାର ୬୦୬ କୋଟି ଟଙ୍କା ଋଣ ଥିଲା।…

କାଳିଆ ଯୋଜନାରେ ଅଧିକ ବ୍ୟୟ ବରାଦ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ହେବ ଅଧିକ ୩୨୩୪ କୋଟି

କାଳିଆ ଯୋଜନାରେ ଅଧିକ ବ୍ୟୟ ବରାଦ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ହେବ ଅଧିକ ୩ ହଜାର ୨୩୪ କୋଟି ଟଙ୍କା । କାଳିଆ ଯୋଜନାରେ ୩୨ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ସାମିଲ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ପହଞ୍ଚିଛି ୭୫ ଲକ୍ଷରେ । ଏମାନଙ୍କ…

ରାଜନୈତିକ ଦଳ ଚାପରେ କାଳିଆ ସହାୟତା, ଇସିଙ୍କୁ ଭେଟି ଅଭିଯୋଗ ଜଣାଇଲା ବିଜେଡି ଟିମ୍‌

ଭୁବନେଶ୍ବର : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଦୌଡ଼ିଲେ। କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଶେଷରେ ବିଜେଡି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଛି । ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିଲା ୨୫ ଲକ୍ଷ କାଳିଆ ହିତାଧିକାରୀଙ୍କ ତାଲିକା । ପଞ୍ଚାୟତରେ ତାଲିକା ଝୁଲିଲା । କିନ୍ତୁ…

ଅଟକି ଯାଇଛି କାଳିଆ ଟଙ୍କା, ବଢିବାରେ ଲାଗିଛି ଚାଷୀ ଅସନ୍ତୋଷ

ଭୁବନେଶ୍ବର : ଅଟକି ଯାଇଛି କାଳିଆ ଟଙ୍କା । ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ନିର୍ବାଚନ ଆଚରଣ ବିଧି ଦର୍ଶାଇ କାଳିଆ ଅର୍ଥ ବନ୍ଦ କରାଯାଇଛି। ଯାହାକୁ ନେଇ ବିଜେଡିର କଡ଼ା ଆପତ୍ତି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ଦଳ। ଆଉ ଆଜି ବହୁ ସଂଖ୍ୟା ବଲାଙ୍ଗିରରୁ ଚାଷୀମାନେ…

କାଳିଆ ଯୋଜନାକୁ ନେଇ ରାଜନୈତିକ ଛକାପଞ୍ଝା, ଅଟକିଲା ୧୩ ଲକ୍ଷ ହିତାଧିକାରୀଙ୍କ ସହାୟତା

ଭୁବନେଶ୍ବର : ନିର୍ବାଚନୀ ଉଷ୍ମତା ବଢୁଥିବା ବେଳେ କାଳିଆ ଯୋଜନାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । ଆଉ ୧୩ ଲକ୍ଷ ହିତାଧିକାରୀଙ୍କୁ ମିଳିବନି ସହାୟତା । ବିଜେପି ଚାପରେ ରାଜ୍ୟରେ କୃଷକଙ୍କ ପାଇଁ ଲାଗୁ ହୋଇଥିବା କାଳିଆ ଯୋଜନାରେ ସହାୟତା ରାଶି ପ୍ରଦାନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ରୋକ…