ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ଆଜି ପୂରିଛି ୧୩ ବର୍ଷ
ଯାଜପୁର (କେନ୍ୟୁଜ୍) : କଳିଙ୍ଗନଗର ଗୁଳିକାଣ୍ଡକୁ ଆଜି ପୂରିଛି ୧୩ ବର୍ଷ । ମୃତକଙ୍କୁ ସହିଦ କହି ପ୍ରତିବର୍ଷ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଆୟୋଜିତ ହେଉଛି ସ୍ମୃତି ସମାବେଶ । ଚଳିତ ବର୍ଷ ମଧ୍ୟ ଏହାର ଆୟୋଜନ ପାଇଁ ଜନମଂଚ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି । ଏହି ଅବସରରେ ଗୁଳିକାଣ୍ଡ…